Sign in
Sign in
Recover your password.
A password will be e-mailed to you.
ଶିମିଳିପାଳ ରେ ଠାବ ହେଲା ବିରଳ ପକ୍ଷୀ
ବାରିପଦା / ଦିଲ୍ଲୀପ ମହାନ୍ତି : ଜୈବ ବିବିଧତା ରେ ପରିପୂର୍ଣ୍ଣ ଶିମିଳିପାଳ ରୁ ଠାବ ହୋଇଛି ବିରଳ ପ୍ରଜାତି ର 'ଏସି ମିନିଭେଟ' ପକ୍ଷୀ । ଶିମିଳିପାଳ କତ୍ତୃପକ୍ଷ ଙ୍କ ମାର୍ଗଦର୍ଶନ ରେ ଦୀର୍ଘଦିନ ଧରି ଶିମିଳିପାଳ ର ପକ୍ଷୀ ଙ୍କ ଅବସ୍ଥିତି ଉପରେ ଗବେଷଣା କରୁ ଥିବା ବନ୍ୟପ୍ରାଣୀ ଫୋଟଗ୍ରାଫର ଜୟ…
ଫୁଲାପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବର ଆଜି ତୃତୀୟ ଦିନ ।
ବରପାଲି :- ବରଗଡ଼ ଜିଲ୍ଲା ବରପାଲି ଫୁଲାପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବର ଆଜି ତୃତୀୟ ଦିନରେ ରାବଣ ଦରବାର ସମସ୍ତଙ୍କୁ ଉତ୍ସାହିତ କରିଥିଲା। ତେବେ ଏହି ଶୁଭ ମୁହୂର୍ତ୍ତରେ ପ୍ରଭାକର ବାରିକ ଓ ପର୍ଶୁରାମ ମେହେର ଦ୍ଵାରା ଦ୍ଵୀପ ପ୍ରଜ୍ବଳନ କରାଯାଇଥିବା ବେଳେ ଶିକ୍ଷକ…
ଚିଲିକାରେ ଦୁଇ ଗୋଷ୍ଠୀ ପାଳନ କଲେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ : ଦ୍ଵନ୍ଦ୍ଵରେ କର୍ମୀ
ଚିଲିକା (ସେକ କୌସର ): ସାରା ରାଜ୍ୟରେ ପ୍ରତିଟି ନିର୍ବାଚନ ମଣ୍ଡଳୀରେ ବହୁ ଆଡମ୍ବରରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲୁଗାଁ କ୍ରିଷ୍ଣା ମଣ୍ଡପରେ ନଗରମଣ୍ଡଳ ସଭାପତି ଜୟନ୍ତ କୁମାର ସ୍ବାଇଁଙ୍କ…
ଦେଶର ଆଞ୍ଚଳିକ ଦଳ ମଧ୍ୟରେ ବିଜେଡି ପାଇଛି ଶିର୍ଷ ସଫଳତା, ସ୍ଥିରତା, ସ୍ଥାୟୀତ୍ୱ ଓ ଦାୟିତ୍ୱ କେବଳ ନବୀନ ପଟ୍ଟନାୟକ…
ଓଡ଼ଗାଁରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ପାଳିତ
ଓଡ଼ଗାଁ, ୨୬।୧୨ (ଶ୍ରୀକାନ୍ତ କୁମାର ମିଶ୍ର): ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ଓଡ଼ଗାଁ ସରକାରୀ କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ବିଜେଡି ସଭାପତି ସୂର୍ଯ୍ୟନାରାୟଣ ଚୌଧୁରୀଙ୍କ ସଭାପତିତ୍ୱ ଅନୁଷ୍ଠିତ ବୈଠକରେ…
ସତ୍ୟଭାମାପୁର ଉଚ୍ଚ ବିଦ୍ୟାଳୟ ୧୯୮୬ ବ୍ୟାଚର ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ…
ବନ୍ଧୁ ୱେଲଫେୟାର ଟ୍ରଷ୍ଟର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ
ଭୁବନେଶ୍ବର : ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ବନ୍ଧୁ ୱେଲଫେୟାର ଟ୍ରଷ୍ଟ'ର ବାର୍ଷିକ ସାଧାରଣ ବୈଠକ ରବିବାର ସ୍ଥାନୀୟ ଜାଗୁଳାଇ ସରସ୍ବତୀ ଶିଶୁମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ…
ବିଦ୍ୟୁତ ଖୁଣ୍ଟରେ ବାଡେଇ ହେଲା ବାଇକ : ଜଣେ ମୃତ
ପାଇକମାଳ: ପାଇକମାଳ ବ୍ଲକ୍ ନୃସିଂହନାଥ ଯିବା ରାସ୍ତା ତହସିଲ ଅଫିସ ନିକଟସ୍ଥ ନାଳ ପାଖରେ ଏକ ବାଇକ ଦୁର୍ଘଟଣା ମଙ୍ଗଳବାର ପ୍ରାୟ ଗୋଟାଏ ସମୟରେ ହୋଇଥିଲା । ଦୁଇ ଜଣ ସାମାନ୍ୟ ଆଘାତ ହୋଇ ଥିବା ବେଳେ ବାଇକ ଚାଳକ ରଞ୍ଜନ ବାଗ (୨୫)ଙ୍କ ମୁହଁ ମୁଣ୍ଡ ରୁ ଗଭୀର କ୍ଷତ ହୋଇ ବହୁତ ରକ୍ତ ସ୍ରାବ ହୋଇ…
ନୃସିଂହନାଥ ମନ୍ଦିର ପରିଦର୍ଶନରେ ମହାମହିମ ରାଜ୍ୟପାଳ
ପାଇକମାଳ: ପ୍ରକୃତିର ସୁନ୍ଦର ପରିବେଶ ମଧ୍ୟରେ ଅବସ୍ଥିତ ଓଡ଼ିଶାର ପ୍ରସିଦ୍ଧ ଓ ପବିତ୍ର ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ପୀଠ ପ୍ରତ୍ୟହ ରାଜ୍ୟ ତଥା ରାଜ୍ୟ ବାହାରୁ ତୀର୍ଥ ଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥାଏ । ବର୍ତ୍ତମାନ ମନ୍ଦିର ପରିବେଶକୁ ଆହୁରି ସୁନ୍ଦର…
ଶିକ୍ଷାନୁଷ୍ଠାରେ ନୂଆ-ଓ କାର୍ଯ୍ୟକ୍ରମର ଅବଧି ଜାନୁୟାରୀ ୧୫ ଯାଏ ବୃଦ୍ଧି
ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନୂଆ-ଓ କାର୍ଯ୍ୟକ୍ରମର ସମୀକ୍ଷା
ସମାଜସେବା କାର୍ଯ୍ୟକୁ ଅଧିକ ପ୍ରୋତ୍ସାହନ
ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭିିଡ଼ିଓଗ୍ରାଫି ଏବଂ ଫୋଟୋଗ୍ରାଫି ପ୍ରତି ଆଗ୍ରହ ସୃଷ୍ଟି ପାଇଁ ପ୍ରତିଯୋଗିତା
ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ…
ଜାତୀୟ ସ୍ତରୀୟ ରଗବୀ ଓ ଭଲିବଲ୍ ପ୍ରତିଯୋଗିତା ଉଦଯାପିତ
▪️ଓଡ଼ିଶା ଉପ-ବିଜେତା
▪️ଅଂଶଗ୍ରହଣ କଲେ ମୋଟ୍ ୩୧ ୟୁନିଟ୍
ଭୁବନେଶ୍ୱର, ୨୬|୧୨: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଭୁବନେଶ୍ବରରେ ୫ ଦିନ ଧରି ଚାଲିଥିବା ୬୭ତମ ଜାତୀୟ ସ୍ତରୀୟ ୧୪ବର୍ଷରୁ କମ୍ ବାଳକ- ବାଳିକା ବିଦ୍ୟାଳୟ ସମୂହ ରଗବୀ ଏବଂ ଭଲିବଲ୍ ପ୍ରତିଯୋଗିତା ଉଦଯାପିତ…
ମହାସମାରୋହରେ ପାଳିତ ହେଲା ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ
ବରଗଡ ;- ଆଜି ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ଅବସରରେ , ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକମାଳର ସାଲେପାଲି ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରତିଷ୍ଠା ଦିବସ ସମାରୋହ ପାଳିତ ହୋଇଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ସକାଳୁ ବିଜୁ ଯୁବ ଜନତା ଦଳ ପାଇକମାଳର ସଭାପତି…