ବେଲଗୁଣ୍ଠା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ବିତ ଯୁବ ବିକାଶ କ୍ରିଡା ଉତ୍ସବ ଉଦ୍‌ଘାଟିତ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ବିତ ଯୁବ କ୍ରୀଡା ଉତ୍ସବ ଅଧ୍ୟକ୍ଷ ଡ଼ଃ ରଞ୍ଜନ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଉଦଘାଟିତ ହେଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ୮ମ ବାଟାଲିୟନର ନିର୍ବାହୀ ଅଧିକାରୀ ହୃଷିକେଶ ରଥ ଯୋଗ…

ବଡ଼ ବୋର୍ସିଂରେ ସୋରଡ଼ା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବ୍ଳକ୍ ବିଜେଡି଼ ପ୍ରତିଷ୍ଠା ଦିବସ ପାଳିତ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ବଡ଼ ବୋର୍ସିଂ ପଂଚାୟତ କାଳିଆଗୁଡ଼ା ଠାରେ ବିଜେଡ଼ିର 27 ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି I ଆଜି ସକାଳ ଦଶ ଘଣ୍ଟା ତିରିଶି ମିନଟ୍ ସମୟରେ ପ୍ରାୟ ପଞ୍ଚାଶହରୁ ଊର୍ଦ୍ଧ୍ୱ ଯୁବକ ବିଜେଡ଼ି ବାନିୟାନ୍ ଏବଂ ବେଡ୍ଜ ପିନ୍ଧି ବଡ଼…

ବେଲଗୁଣ୍ଠା ସରସ୍ଵତୀ ବିଦ୍ୟାଭବନର 27 ତମ ବାର୍ଷିକ କ୍ରୀଡ଼ା ଉତ୍ସବ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସ୍ଥିତ ସରସ୍ଵତୀ ବିଦ୍ୟାଭବନର 27 ତମ ବାର୍ଷିକ କ୍ରୀଡ଼ା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I କ୍ରୀଡ଼ା ଉତ୍ସବର ଉଦଘାଟନୀ ଉତ୍ସବରେ ସାଇ ଆଇଟିଆଇ ଅଧ୍ୟକ୍ଷ ମଧୁସୂଦନ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା…

ମହାମହିମ ରାଜ୍ଯପାଳଂକ ପଦ୍ମପୁର ଗସ୍ତ

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଓଡ଼ିଶାର ମହାମହିମ ରାଜ୍ଯପାଳ ଶ୍ରୀ ରଘୁବର ଦାସ ମହୋଦୟ ଆଜି ବରଗଡ଼ ଜିଲ୍ଲା ଗସ୍ତରେ ଆସି ପଦ୍ମପୁର ଉପଖଂଣ୍ଡର ବିଭିନ୍ନ ଅଂଚଳ ପରିଦର୍ଶନ କରିଛନ୍ତି । ଏହି ଅବସରରେ ମହାମହିମ ରାଜ୍ଯପାଳ ମେଲଛାମୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ର ଗସ୍ତ କରି ଅତ୍ଯାଧୁନିକ…

ଘର ଭାଙ୍ଗି ଧାନ ଖାଇଗଲା ହାତୀ

ଜମନକିରା ୨୬/୨୩(ଲିପନ ନାଏକ )ବାମରା ବନ୍ୟପ୍ରାଣୀ ବନଖଣ୍ଡ କୁଚିଣ୍ଡା ରେଞ୍ଜ ତବଲାକଟା ବିଟ ଅଧିନସ୍ତ ଗୁଡାବାନ୍ଧୁଣି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ପଶି ଆସି ଶକୁନ୍ତଳା ମୁଣ୍ଡା ଙ୍କ ଘର ଭାଙ୍ଗି ଧାନ ଖାଇଯାଇଛି l ରାତି ସମୟରେ ଉକ୍ତ ସ୍ଥାନରେ ମୁଣ୍ଡା ରହି ନଥିବାବେଳେ…

ବିଜୁ ଜନତା ଦଳର 27 ତମ ପ୍ରତିଷ୍ଠା ଦିବସ ପାଳିତ ।

କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ: ଆଜି ବିଜୁ ଜନତା ଦଳର 27ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ରାଜ୍ୟର ପ୍ରତିଟି ଜିଲ୍ଲା ନିର୍ବାଚନମଣ୍ଡଳୀ ଓ ପଞ୍ଚାୟତସ୍ତରରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରାଯାଉଛି । ଦଳ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ…

ଭଞ୍ଜନଗରରେ ବିଜେଡିର ୨୭ ତମ ପ୍ରତିଷ୍ଠା ଦିବସ : ଗଣଦୌଡରେ ସାମିଲ ହେଲେ ଶହ ଶହ କର୍ମୀ ଓ ଜନତା

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଆଜି ଡିସେମ୍ବର ୨୬ ତାରିଖ ୨୦୨୩ ମଗଂଳ ବାର, ସେଥିରେ ଆଜିକା ଦିନରେ ୨୬ ପୁରୀ ୨୭ ବର୍ଷରେ ପାଦ ଦେଲା ଓଡ଼ିଶା ବିଜୁଜନତା ଦଳ। ଏହି ୨୭ ତମ ପ୍ରତିଷ୍ଠା ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ଅନୁଷ୍ଠିତ ହୋଇଯାଇଛି ଏକ ଗଣଦୌଡ କାର୍ଯ୍ୟକ୍ରମ। ବିଜେଡ଼ି…

କୃଷକ ନେତା ରବି ପାଢିଙ୍କ ୮୦ ତମ ଜନ୍ମ ଜୟନ୍ତୀ ପାଳନ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: କୃଷକ ନେତା ରବି ପାଢିଙ୍କ ୮୦ ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ପଣଷଗୁଡା ସ୍ଥିତ ସ୍ବାଭିମାନ ଛକରେ ଆଜି ଥିବା ସ୍ବର୍ଗତ ପାଢିଙ୍କ ସମେତ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ଯ ଦେଇ ସହରର ବହୁ ବ୍ଯକ୍ତି…

ଓଡିଆ ସ୍ୱାଭିମାନ, ଅସ୍ମିତା ଓ ଭାବାବେଗ ସହ ବିଜେଡି ଧୋକା ଦେଇଛି: ଅନିଲ ବିଶ୍ୱାଳ

      ଭୁବନେଶ୍ୱର, ତା.୨୬/୧୨ : ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଥିଲା । ଆଂଚଳିକବାଦ, ଓଡ଼ିଆ ସ୍ୱାଭିମାନର କଥା କହି ପ୍ରତିଷ୍ଠା ହୋଇଥିବା ଏହି ଦଳ ଆଜି ଜଣେ ଅଣଓଡ଼ିଆଙ୍କ ରିମୋଟ୍ କଂଟ୍ରୋଲରେ ଚାଲୁଛି । ଏହା କେଉଁ ରୂପାନ୍ତରିକରଣ? ଓଡିଆ ସ୍ୱାଭିମାନ, ଅସ୍ମିତା ଓ ଭାବାବେଗ ସହ…

ସାରା ରାଜ୍ୟରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହେଲା ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ

ବିଜୁ ଜନତା ଦଳ ଓଡ଼ିଶାର ବିକାଶ ଓ ଓଡ଼ିଶାବାସୀଙ୍କ ସେବାରେ ସମର୍ପିତ ହୋଇ କାର୍ଯ୍ୟ କରି ଚାଲିବ: ମୁଖ୍ୟମନ୍ତ୍ରୀ -ସେବା ଓ ସାମାଜିକ ଅଙ୍ଗୀକାରବଦ୍ଧତା ଯୋଗୁଁ ଶ୍ରେଷ୍ଠ ଆଞ୍ଚଳିକ ଦଳ ଭାବେ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି -ସମୃଦ୍ଧ, ସଶକ୍ତ ଓ ସ୍ବାଭିମାନୀ ନବୀନ ଓଡ଼ିଶା ଗଠନ…