ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ନିମନ୍ତ୍ରଣ ପତ୍ର ବଣ୍ଟନ

https://youtu.be/vje2dhtLYhs ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାନୁଆରୀ ୧୭ ତାରିଖରେ ହେବାକୁ ଥିବା ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ବିଭିନ୍ନ ଜିଲ୍ଳାର ପ୍ରମୁଖ ମନ୍ଦିରମାନଙ୍କୁ ନିମନ୍ତ୍ରଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ପୁରୀରୁ…

ପ୍ରକୃତି ପ୍ରେମୀ ଶିକ୍ଷକ ଦ୍ଵିତୀକୃଷ୍ଣ ପାଇଲେ ପ୍ରାଇଡ୍ ଅଫ୍ ଓଡିଶା ଆଓ୍ଵାର୍ଡ

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା): ଆଜି ୱ।ରଲ୍ଡ ଚାରିଟି ଉଏଲ୍ ଫେର୍ ଫାଉଣ୍ଡେସନ ଦ୍ଵାରା ୱ। ରଲ୍ଡ ଚାରିଟି ଏୱ।ର୍ଡ ଉତ୍ସବ ଆୟୋଜିତ ହୋଇଥିଲା। ଓଡ଼ିଶାର ରାଜଧାନୀ ଭୁବନେଶ୍ଵରର ଜୟଦେବ ଭବନ ଠାରେ ଅନୁଷ୍ଠିତ ଏକ ରାଷ୍ଟ୍ରୀୟ ସ୍ତରୀୟ ଆଡ଼ମ୍ବରପୂର୍ଣ୍ଣ ଭବ୍ୟ ସମାରୋହରେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ,…

ମୁର୍ହାପାଲି ବୁଢ଼ାଦେଓ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁର୍ହାପାଲି ଠାରେ ବୁଢ଼ାଦେଓ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ବୁଢ଼ାଦେଓ କ୍ଲବ ଆନୁକୂଲ୍ଯରେ ଦୁଇ ଦିନ ଧରି ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟ ରେ ବିଧାୟିକା ବର୍ଷା ସିଂ ବରିହା ମୂଖ୍ୟ ଅତିଥି ଭାବେ…

ନିଶ୍ଚିନ୍ତକୋଇଲି ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

https://youtu.be/lJsJMqzzHrw  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବକ ମାନଙ୍କ ମଧ୍ୟରେ ଲୁକାୟିତ ପ୍ରତିଭା କୁ ଉଜ୍ଜୀବିତ କରିବାକୁ ପ୍ରୟାସ ଜାରି ରଖିଛନ୍ତି -ବିଧାୟକ ପ୍ରତାପ ଜେନା l (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉତ୍ସବ…

ରାଉରକେଲାରେ ଉଦଯାପିତ ହେଲା ‘ନୂଆ-ଓ’ କାର୍ଯ୍ୟକ୍ରମ

ମହାନଗର ନିଗମ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗନେଲେ ୨୨ ଶହରୁ ଉର୍ଦ୍ଧ୍ବ କ୍ରୀଡ଼ାବିତ ରାଉରକେଲା,(ବସନ୍ତ କୁମାର ଜେନା): କ୍ରୀଡ଼ା ମାଧ୍ୟମରେ ସଶକ୍ତ ଯୁବ ଗୋଷ୍ଠୀ ଗଠନ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ସାରା ଓଡ଼ିଶାରେ 'ନୂଆ-ଓ ଯୁବ ଓଡ଼ିଶା ନବୀନ ନବୀନ ଓଡ଼ିଶା ' କାର୍ଯ୍ୟକ୍ରମର…

ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ : ନିମନ୍ତ୍ରଣ ପାଇଁ ସୁନ୍ଦରଗଡ଼ ଆସିଲେ ସ୍ବତନ୍ତ୍ର ପ୍ରତିନିଧି ଦଳ

ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଲୋକାର୍ପଣ ଉତ୍ସବ ଆସନ୍ତା ଜାନୁୟାରୀ ମାସ ରେ ଅନୁଷ୍ଠିତ ହେବ। ଏହି ଶୁଭ ଲୋକାର୍ପଣ ଉତ୍ସବରେ ଯୋଗ ଦେବା ପାଇଁ ସମସ୍ତ ଜିଲ୍ଲା ର ପ୍ରମୁଖ ଧର୍ମସ୍ଥଳୀ ର ମୁଖ୍ୟ ମାନଙ୍କୁ ଆମନ୍ତ୍ରଣ କରାଯାଉଅଛି। ଏହି…

ନୃସିଂହନାଥ ମଠରେ ଶ୍ରୀମଦ୍ ଭାଗବତ ସପ୍ତାହ ମହାଯଜ୍ଞ ପରାୟଣ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ କରଣ ସାହିର ନୃସିଂହନାଥ ମନ୍ଦିର ପରିସରରେ (ସାନ ରାଧାକାନ୍ତ ମଠ ) ରେ ଶ୍ରୀମଦ୍ ଭାଗବତ ସପ୍ତାହ ମହାଯଜ୍ଞ ପରାୟଣ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ନୃସିଂହନାଥ ମଠ ମହନ୍ତ ମୋଦନ ଗୋପାଳ ଦାସଜୀ…

କଟକ ସଦର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳର 27 ତମ ପ୍ରତିଷ୍ଠା ଦିବସ ପାଳିତ – ହଜାର ହଜାର ସଂଖ୍ୟକ…

ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): କଟକ ସଦର ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଉତ୍ତରକୂଳ ପଞ୍ଚାୟତ ପିଇଁପୁର ନିକଟରେ ବିଜୁ ଜନତା ଦଳ ପକ୍ଷରୁ 26 ବର୍ଷ ପୂର୍ତ୍ତି ଅବସରରେ 27ତମ ପ୍ରତିଷ୍ଠା ଦିବସ ବିଶାଳ ଜନସମୁଦ୍ର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଯେଉଁ ଜନ ସମାଗମ…

ଭୋଜପୁର ରେ ଟ୍ରାଫିକ ସମସ୍ୟା

ଜମନକିରା ୨୭/୨୩ : ଜମନକିରା ବ୍ଲକ ଅଞ୍ଚଳରେ ଭୋଜପୁର ଛକ ଏକ ମୁଖ୍ୟ ସ୍ଥଳ ରହିଥିବା ବେଳେ ସମ୍ବଲପୁର, ଦେବଗଡ଼ ଓ କୁଚିଣ୍ଡା କୁ ରାସ୍ତା ସଂଯୋଗ କରିଛି l ଏବେ ଭୋଜପୁର ଅଞ୍ଚଳରେ ଦୋକାନ ବଜାର ବଢିବା ସହ ଜନଗହଳି ଦୁ ଦୁ ହୋଇ ବଢିଚାଲିଥିବା ବେଳେ ଦୈନନ୍ଦିନ ଏଠାକୁ ମେଡିକାଲ, କଲେଜ, ସ୍କୁଲ,…

ଗିରଧାଇ ବସ୍ତିରେ ବଡ଼ଦିନ ପାଳନ…..

ରାଉରକେଲା, (ବସନ୍ତ କୁମାର ଜେନା): ବଡ଼ଦିନ ପାଳନ ଅବସରରେ ସମଗ୍ର ପୃଥିବୀ ଖୁସି ରେ ମସଗୁଲ ହେଉଥିବା ବେଳେ ହମିରପୁର ଗିରଧାଇ ବସ୍ତିରେ ମଧ୍ୟ ବଡଦିନ ଧୁମଧାମରେ ପାଳିତ ହୋଇଯାଇଛି। ଖ୍ରୀଷ୍ଟ କାଜଲ ଗାଗରାଇ ଏହି ଅବସରରେ ବାଇବେଲ ଓ ଯିଶୁ ଙ୍କ ବାଣୀର କିଛି ଅଂଶ ଉଦ୍ଧାର କରି ତାର ସାରମର୍ମ…