Sign in
Sign in
Recover your password.
A password will be e-mailed to you.
ବୀର ବାଲ ଦିବସ ପାଳିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣପୁର ସ୍ଥିତ ସେବା ସମାଜ ଆଶ୍ରମ ପରିସରରେ ବୀର ବାଲ ଦିବସ ପାଳନ କରାଯାଇଛିl ସେବା ସମାଜର ସଭାପତି ମାୟା ଶବର, ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଲୋକନାଥ ପାଣିଗ୍ରାହୀ, ମୁଖ୍ୟ ବକ୍ତା ଅଧ୍ୟାପକ ଜବାହର ଚୌଧରୀ, ସେବାସମାଜର…
ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ ପତ୍ର ପହଞ୍ଚିଲା ବିଭିନ୍ନ ମନ୍ଦିରରେ
ପୁରୀ ୨୭/୧୨: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଲୋକାର୍ପଣ ରେ ସାମିଲ ହେବା ପାଇଁ ବିଭିନ୍ନ ମନ୍ଦିର ମାନଙ୍କ ରେ ନିମନ୍ତ୍ରଣ ପତ୍ର ପହଞ୍ଚିଛି।ଏହି ବଣ୍ଟନ କାର୍ଯ୍ୟ ଗତକାଲି ଠାରୁ ୩୦ ଗୋଟି ଟିମ ମାଧ୍ୟମରେ ଆରମ୍ଭ ହୋଇଛି।ଦ୍ୱିତୀୟ ଦିନ ରେ ଆଜି ଓଡିଶା ବାହାରେ କେରଳର ପଦ୍ମନାଭସ୍ବାମୀ…
ଧାମନଗରରୁ ନାଁ ନନେଇ ଧର୍ମେନ୍ଦ୍ରଙ୍କୁ ଧୋଇଲେ ପାଣ୍ଡିଆନ
ପରୋକ୍ଷରେ ମିଛୁଆ ବୋଲି କହିବାକୁ ପଛେଇଲେନି
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଅସଲ ମୁଖା ଖୋଲିଲେ
ଉପନିର୍ବାଚନ ଜିତିଲେ, ଧାମନଗରବାସୀଙ୍କ ବିଶ୍ୱାସହରାଇଲେ
ପ୍ରଚାର ବେଳେ ପାଞ୍ଚ ଥର ଆସି ଶହଶହ ମିଛ ପ୍ରତିଶ୍ରୁତି ଦେଇଥିଲେ
ଜିତିଲା ପରେ ଧାମନଗରବାସୀଙ୍କୁ…
5T ତଥା ନବୀନ ଓଡିଶା ଅଧ୍ୟକ୍ଷଙ୍କ ଭଦ୍ରକ ଗସ୍ତ: ଆରଡି ବାବା ଆଖଣ୍ଡଳମଣୀ ମନ୍ଦିର ପରିଦର୍ଶନ,
୪୮ କୋଟି ଟଙ୍କା ବ୍ୟୟରେ ଜାରି ରହିଥିବା ରୂପାନ୍ତର କାର୍ଯ୍ୟର ସମୀକ୍ଷା
ଜିଲ୍ଲାର ନିର୍ମାଣାଧୀନ ପ୍ରକଳ୍ପର କଲେ ସମୀକ୍ଷା
ଆରଡି, ଅସୁରାଳି ଓ ଭଦ୍ରକରେ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା,ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି
ଭଦ୍ରକ: 5T ତଥା ନବୀନ ଓଡିଶା ଅଧ୍ୟକ୍ଷ…
ଓଡିଶାରୁ ଦିଲ୍ଲୀ ଅଭିମୁଖେ ବିମାନରେ ଯାତ୍ରା କଲେ ୨୯ ଜଣ ଏନସିସି କ୍ୟାଡେଟ
କୃତୀ କ୍ୟାଡେଟମାନଙ୍କ ପାଇଁ ଓଡିଶାରୁ ଦିଲ୍ଲୀ ଅଭିମୁଖେ ବିମାନଯାତ୍ରା ଖର୍ଚ ବହନ କରିଛନ୍ତି ରାଜ୍ୟ ସରକାର
ବିମାନବନ୍ଦରରେ ଉପସ୍ଥିତ ରହି କ୍ୟାଡେଟଙ୍କୁ କ୍ୟାପ ପିନ୍ଧାଇ, ପୁଷ୍ପଗୁଚ୍ଛ ଦେଇ ଉତ୍ସାହିତ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର : ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ…
ମହିଳାଙ୍କୁ ରକ୍ତଦାନ କରି ମହାନତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ
ବଲାଙ୍ଗୀର: ଜଣେ ଗୁରୁତର ରୋଗୀଙ୍କୁ ରକ୍ତଦାନ କରି ନୂଆ ଜୀବନ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ସୋନପୁର ଜିଲ୍ଲା ତରଭା ବ୍ଲକ ଅଧୀନସ୍ଥ ନଇକେନପଲି ଗ୍ରାମପଂଚାୟତ ଅଧୀନସ୍ଥ ସିଂହବାହଳୀ ଗ୍ରାମ ନିବାସୀ ବେଲମତୀ ଚିନ୍ଦା ନାମକ ଜଣେ ମହିଳା ପେଟ ଜନିତ ଟ୍ୟୁମର ରୋଗରେ ପୀଡ଼ିତ…
ଭଦ୍ରକ ମହାବୀର ପଡ଼ିଆ ଠାରେ ଉଇଣ୍ଟର ଫୁଟବଲ କାର୍ଣ୍ଣିଭାଲ କ୍ରିଡ଼ା ପ୍ରତିଯୋଗିତା ଆୟୋଜିତ
ଭଦ୍ରକ: ସୋମବାର ଦିନ ଭଦ୍ରକ ସହରାଞ୍ଚଳ ପୁରୁଣା ବଜାର ମହାବୀର ପଡ଼ିଆ ଠାରେ ଏକ ଉଇଣ୍ଟର ଫୁଟବଲ କାର୍ଣ୍ଣିଭାଲ କ୍ରିଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଫୂଟବଲ ମାଧ୍ୟମ ରେ ଏକ ସାମାଜିକ ପରିବର୍ତ୍ତନ ର ସମ୍ବାଦ ଦେବା ପ୍ରଚେଷ୍ଠା ରେ ପ୍ରସୋସିଓ ସଂସ୍ଥା ଓ ଗୋପାଳ କୃଷ୍ଣ ମହାପାତ୍ର ଫାଉଣ୍ଡେସନ…
୩ ଦିନ ବ୍ୟାପୀ ଏ ଜି ମିଡଲ୍ୟାଣ୍ଡ କପ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜିତ
ଭୁବନେଶ୍ୱର: ୩ ଦିନ ବ୍ୟାପୀ ଆୟୋଜିତ ହୋଇଯାଇଛି ଏ ଜି ମିଡଲ୍ୟାଣ୍ଡ କପ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଯେଉଁଥିରେ ମୋଟ ୩୨ଟି ପୁରୁଷ ଡବଲ ଓ ୧୬ଟି ମିକ୍ସ ଡବଲ ଟିମ୍ ଅଂଶଗ୍ରହଣ କରି ଚମତ୍କାର ପ୍ରଦର୍ଶନ କରିଥିଲେ।ଖେଳାଳୀ ମାନେ କଟକ ପୁରୀ କେଉଁଝର ଆଦି ଭଳି ଅନେକ ସ୍ଥାନରୁ ଆସିଥିଲେ।ଏହି…
ଓରମାସ ଶିଶିର ସରସ ପ୍ରସ୍ତୁତି ବୈଠକ
• ଏଥର ବରମୁଣ୍ଡା ପଡ଼ିଆରେ ଜାନୁଆରି 6ରୁ 15 ଜମିବ ଆସର
ଭୁବନେଶ୍ୱର:ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ ଦ୍ୱାରା ଆସନ୍ତା ଜାନୁଆରି ମାସରେ ଆୟୋଜନ ହେବାକୁ ଥିବା ଜାତୀୟସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମସଲାର ମେଳା ଶିଶିର ସରସ-2024ରେ, ସମସ୍ତ ସହଯୋଗୀ ବିଭାଗ ଏବଂ…
ଅଲଟିମେଟ୍ ଖୋ ଖୋ ସିଜିନ୍-୨: ଓଡିଶା ଜଗର୍ନଟ୍ସ ଓ ଚେନ୍ନାଇ କ୍ୱିକ୍ ଗନ୍ସ ମଧ୍ୟରେ ରୋମାଂଚକର ଡ୍ର’
ମୁମ୍ବାଇ ଖିଲାଡିସ୍କୁ ପରାଜିତ କଲା ଗୁଜରାଟ ଜିଆଂଟ୍ସ
କଟକ,୨୬ ଡିସେମ୍ବର, ୨୦୨୩: ଆଜି ଅଲ୍ଟିମେଟ୍ ଖୋ ଖୋର ସିଜନ ୨ର ୩ୟ ଦିବସରେ କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ୨ୟ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିଅନ୍ ଓଡିଶା ଜଗର୍ନଟ୍ସ ଓ ଚେନ୍ନାଇ କ୍ୱିକ୍ ଗନ୍ସ ମଧ୍ୟରେ ଏକ…