19 ବାଟାଲିୟନ “ଜି” କମ୍ପାନୀ ସିଆରପିଏଫ ପକ୍ଷରୁ ସିଭିକ ଏକ୍ସନ ପ୍ରୋଗ୍ରାମ

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ କେରମେଲାବାହାଲ ଠାରେ ମୁତୟନ ଥିବା 19 ବାଟାଲିୟନ "ଜି" କମ୍ପାନୀ ସିଆରପିଏଫ ପକ୍ଷରୁ କେରମେଲାବାହାଲ ଠାରେ ସିଭିକ ଆକ୍ସନ ପ୍ରୋଗ୍ରାମ ଆୟୋଜିତ ହୋଇଯାଇଛି । 19 ବାଟାଲିୟନ ମୁଖ୍ୟ ତଥା କମାଣ୍ଡିଂ ଅଫିସର ଶ୍ରୀ ମନୋଜ କୁମାର ଙ୍କ ନିର୍ଦ୍ଦେଶ କ୍ରମେ ଓ…

ସୀମାନ୍ତ ମହାବିଦ୍ୟାଳୟର ନୂଆ ଓ କାର୍ଯ୍ୟକ୍ରମ ଉଦଯାପିତllll

ମୟୂରଭଞ୍ଜ ସାରସକଣାରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ,ସ୍ଥାନୀୟ ଝରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ରେ ଦୀର୍ଘ ଏକମାସ ଧରି ଚାଲିଥିବା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ନୂଆ ଓ କାର୍ଯ୍ୟକ୍ରମ ତା ୨୭/୧୨/୨୦୨୩ ରିଖରେ ଉଦଯାପିତ ହୋଇ…

ସାମାଜିକ ବିକାଶ ନିମନ୍ତେ ସୋଆ ଏବଂ ସିୱାଇଏସ୍‌ଡି ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର,ଡିସେମ୍ବର ୨୮: ସାମାଜିକ ବିକାଶ ନେଇ ବିଭିନ୍ନ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ ଆଦିବାସୀ ଏବଂ ଗ୍ରାମାଂଚଳର ଗରିବ ଲୋକଙ୍କର ଜୀବନର ଉନ୍ନତି ଦିଗରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ‘ସେଂଟର ଫର ୟୁଥ ଆଣ୍ଡ ସୋସିଆଲ୍…

ସରକାର ବଦଳିବା ସହ ପୂର୍ବ ସରକାରଙ୍କ ଯୋଜନାସବୁକୁ ଜାରି ରଖିବା ଉଚିତ: ଡ. ମଣ୍ଟେକ ସିଂହ ଆଲୁୱାଲିଆ

ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଯୋଜନା ଆୟୋଗର ପ୍ରାକ୍ତନ ଉପାଧ୍ୟକ୍ଷ ଡ. ମଣ୍ଟେକ ସିଂହ ଆଲୁୱାଲିଆ କିଟ୍‍ ରେ ଭାରତୀୟ ଅର୍ଥନୀତି ସଂଘର ୧୦୬ତମ ସମ୍ମିଳନୀ ଉଦ୍‍ଘାଟିତ ଭୁବନେଶ୍ୱର, ୨୭ ।୧୨: କିଟ୍‍ ରେ ଭାରତୀୟ ଅର୍ଥନୀତି ସଂଘର ୧୦୬ତମ ସମ୍ମିଳନୀ ବୁଧବାର ଉଦ୍‍ଘାଟିତ ହୋଇଯାଇଛି। କିଟ୍‍…

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଆକ୍ଷେପର ଜବାବ ଦେଲେ ସୂର୍ଯ୍ୟବଂଶୀ

କହିଲେ, ପାଣ୍ଡିଆନଙ୍କ ବିବୃତ୍ତି ‘ଫମ୍ପା ମାଠିଆର ଶବ୍ଦ ବେଶୀ’ • 1985 ମସିହାରୁ ଧାମନଗର ବିଜେପି ସହ ଅଛି ଏବଂ ବିଜେପି ଧାମନଗରବାସୀଙ୍କ ସାଥୀରେ ଅଛି • ଭିକେ ପାଣ୍ଡିଆନ ଭାଷଣ ଦେବା ବେଳେ ତାଙ୍କର ନେତାମାନେ ତଳେ ବସୁଛନ୍ତି, ଏହା ଠାରୁ ଲଜ୍ଜାଜନକ କଥା ଆଉ କଣ ହୋଇପାରେ ? •…

ଅଲଟିମେଟ୍ ଖୋ ଖୋ ସିଜିନ୍‌-୨: ଶୀର୍ଷରେ ଓଡିଶା ଜଗରନଟ୍‌ସ

କଟକ: ଅଲ୍ଟିମେଟ୍ ଖୋ ଖୋ ସିଜନ ୨ରେ ଆଜି ମୁମ୍ବାଇ ଖିଲାଡିସ୍ ବିରୋଧରେ ୩୧-୨୮ ପଏଂଟ୍‌ର ବିଜୟ ସହିତ ଡିଫେଣ୍ଡିଂ ଚାମ୍ପିଅନ୍ ଓଡିଶା ଜଗରନଟ୍‌ସ ନିଜର ବିଜୟଧାରା ବଜାୟ ରଖିଛି । ୩ଟି ମ୍ୟାଚ୍‌ରେ ୮ ପଏଂଟ୍ ସହିତ ଓଡିଶା ଜଗରନଟ୍‌ସ ପଏଂଟ୍ ଟେବୁଲରେ ଶୀର୍ଷ ସ୍ଥାନ ଅଧିକାର କରିଛି । ସେହିପରି ୬…

ସ୍ନିଗ୍ଧା ମାଲବୀୟ ପିନ୍ଧିଲେ କିଟ୍ ନହ୍ନିପରୀ ମୁକୁଟ ୨୦୨୩

ଭୁବନେଶ୍ୱର, ୨୭ ।୧୨: ଉତ୍ତରପ୍ରଦେଶର ସ୍ନିଗ୍‍ଧା ମାଲବୀୟ କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୨୩ ଟାଇଟଲ୍ ହାସଲ୍ କରିଛନ୍ତି । କିଟ୍ ଫିଲ୍ମ ଆଣ୍ଡ ଫେସନ ସ୍କୁଲ୍‍ ପକ୍ଷରୁ ଆୟୋଜିତ ‘କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ’ ୨୦୨୩ର ଫାଇନାଲ୍ ତଥା ମେଗା ରାଉଣ୍ଡ ବୁଧବାର ଶେଷ ହୋଇଛି ।…

ପୂର୍ବତନ ମୁଖ୍ୟଯନ୍ତ୍ରୀ ତଥା ଏସ. ଜେ. ଡେଭେଲପରର ଏମଡି ଧର୍ମପ୍ରସାଦ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର -27/12 : ରାଜ୍ୟ ସରକାରଙ୍କର ପୂର୍ତ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀର ତଥା ଏସ. ଜେ. ଡେଭେଲପରର ପରିଚାଳନା ନିର୍ଦେଶକ ଧର୍ମପ୍ରସାଦ ମିଶ୍ରଙ୍କ 83 ବର୍ଷ ବୟସରେ ସ୍ଥାନୀୟ ଏକ ଘରୋଇ ଚିକିତ୍ସାଳୟରେ ବହୁଦିନଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତଥିଲେ | ଗତ ମଙ୍ଗଳବାର ସନ୍ଧ୍ୟା…

ଅଲିଭ ରିଡ଼ଲେ କଇଁଚ ଙ୍କ ସୁରକ୍ଷିତ ଅଣ୍ଡାଦାନ ଓ ପ୍ରଜନନ ପାଇଁ ପ୍ରଶିକ୍ଷଣ ଶିବିର ।

ଅସ୍ତରଙ୍ଗ/ଦୁଃଶାସନ ନାୟକ: ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିନ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ତରଫରୁ ବୁଧବାର ଦିନ ପିର ଜାହାନିଆଁ ନିକଟ ଫରେଷ୍ଟ ଅଫିସ ପରିସରରେ ଅଲିଭ ରିଡେଲ କଇଁଚ ଙ୍କ ସୁରକ୍ଷିତ ଅଣ୍ଡାଦାନ ଓ ପ୍ରଜନନ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇ ଅଛି । ଏହି ଶିବିରକୁ…

କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ସୋସିଆଲ ୱେଲଫେୟାର ଅର୍ଗାନାଇଯେସନ୍” କଳାହାଣ୍ଡି…

କଳାହାଣ୍ଡିରୁ ରୋହିତ କୁମାର ନାଏକ/ ଶାସକ ପ୍ରଶାସକ: କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ "ସୋସିଆଲ ୱେଲଫେୟାର ଅର୍ଗାନାଇଯେସନ୍", କଳାହାଣ୍ଡି ପରିବାର କଳାହାଣ୍ଡି ଜିଲ୍ଲା ର ଏକ ଦାନ୍ତବ୍ୟ ସେବା ସଂସ୍ଥା। ଏହି ସଂସ୍ଥା ୨୦୧୮ ମସିହାରୁ ବିଭିନ୍ନ ସ୍ଥାନରେ ପଥଚାରୀ ଙ୍କୁ…