ନୟାଗଡ଼ ଜିଲ୍ଲା ମହୋତ୍ସବ ମଣ୍ଡପରେ ଲେଖକ ପରିଷଦ ପକ୍ଷରୁ ସାହିତ୍ୟ ସଭା ଅନୁଷ୍ଠିତ

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ଏବଂ ପୁସ୍ତକ ମେଳା କମିଟିର ମିଳିତ ଆନୁକୂଲ୍ୟରେ ଜିଲ୍ଲା ମହୋତ୍ସବର ଅନ୍ତିମ ଦିବସରେ ମହୋତ୍ସବ ମଞ୍ଚରୁ ଅନ୍ତିମ ସାହିତ୍ୟ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକଙ୍କ ଦ୍ବାରା ଉଦ୍‌ଘାଟିତ  …

ଗୋଦାବରୀଶ ମହାବିଦ୍ୟାଳୟରେ କ୍ରୀଡାପରିଷଦର ବାର୍ଷିକ ଉତ୍ସବ ଆୟୋଜିତ

ବାଣପୁର (ସେକ କୌସର ): ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ କ୍ରୀଡାପରିଷଦର ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। ଗତ ୨୬ ଓ ୨୭ ତାରିଖ ଦୁଇଦିନ ଧରି ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଆୟୋଜିତହୋଇଥିବାବେଳେ ଆଜି ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବିଜୟା ବନ୍ଦନା ରାଉତରାୟଙ୍କ ସଭାପତିତ୍ୱ…

ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆଜି ୧୩୯ ତମ ଭାରତର ଜାତୀୟ କଂଗ୍ରେସ ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳ କଂଗ୍ରେସ କାର୍ଯ୍ୟାଳୟ ରେ ସମସ୍ତ ବ୍ଲକ୍ ରୁ ଆସିଥିବା…

ଦେବାତ୍ମା ପ୍ୟାରୀମୋହନ ଆଚାର୍ଯ୍ୟଙ୍କର ୧୪୨ତମ ସ୍ମୃତି ଉତ୍ସବ ପାଳିତ

 ପ୍ୟାରୀମୋହନ ଆଚାର୍ଯ୍ୟଙ୍କର ନୀତିଆଦର୍ଶ ରେ ଆଗାମୀ ପିଢ଼ି ଙ୍କୁ ଅନୁପ୍ରାଣିତ କରିବା ଆମର ଉଦେଶ୍ୟ- ବିଧାୟକ ପ୍ରତାପ ଜେନା l  (ମାହାଙ୍ଗା -ଶାସକ ପ୍ରଶାସକ):ମାହାଙ୍ଗା ବ୍ଲକ ଶ୍ରୀକୃଷ୍ଣପୁର ପଞ୍ଚାୟତ ପଶୁଲୁଣ୍ଡା ସ୍ଥିତ ଆଚାର୍ଯ୍ୟ ପ୍ୟାରୀମୋହନ ବିଦ୍ୟାନିକେତନ ପରିସରରେ ଦେବାତ୍ମା…

ଅନନ୍ତ କିଶୋର ପ୍ରିମିୟର ଲିଗ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ l

(ନିଶ୍ଚିନ୍ତକୋଇଲି -ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ତରତଶାସନ ଗ୍ରାମ ପଞ୍ଚାୟତ ତରତଶାସନ ଗ୍ରାମର ଅନନ୍ତ କିଶୋର କ୍ଲବ ପକ୍ଷରୁ ଅନନ୍ତ କିଶୋର ପ୍ରିମିୟର ଲିଗ କ୍ରିକେଟ ଟୁର୍ନାମେଣ୍ଟ ତରତ ଶାସନ ହାଟପଡ଼ିଆ ଠାରେ ଉଦଘାଟନି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ…

ଶ୍ରୀ ମନ୍ଦିରରୁ ନୃସିଂହନାଥ ମହାପ୍ରଭୁଙ୍କୁ ନିମନ୍ତ୍ରଣ

  ଶ୍ରୀଜୀଉଙ୍କ ସେବାୟତମାନଙ୍କୁ ବରଗଡ ଜିଲ୍ଲାରେ ଭବ୍ୟ ସ୍ୱାଗତ କୋଟି ବ୍ରହ୍ମାଣ୍ଡନାୟକ ମହାବାହୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍ଘାଟନି ଉତ୍ସବ (୧୭-୦୧-୨୦୨୪) ପାଇଁ ପୁରୀ ଧାମରୁ ବଡ଼ଠାକୁରଂକ ସେବାୟତ ମାନେ ଆସି ପ୍ରଭୁ ନୃସିଂହନାଥଂକୁ…

ଟାର୍ଗେଟ ଧର୍ମେନ୍ଦ୍ର : କାଲି ସ୍ପିନ ବଲ, ଆଜି ଖାଲି ପେସ ଆଉ ବାଉନସର

ନିଜ ମାଟିରେ ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ ପାଣ୍ଡିଆନ କେନ୍ଦ୍ରମନ୍ତ୍ରୀ ଭାବେ ଜୁଏଲ ଓରାମ, ବିଶ୍ୱେଶ୍ଵର ଟୁଡୁ, କେପି ସିଂହଦେଓ ଓ ଚନ୍ଦ୍ରଶେଖରଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ଧର୍ମେନ୍ଦ୍ରଙ୍କୁ ବିନା ଡିଟରଜେଣ୍ଟରେ ଧୋଇଲେ କାର୍ତ୍ତିକେୟନ ନିଜ ଅଞ୍ଚଳ ପାଇଁ…

ଏଏମ୍/ଏନ୍ଏସ୍ ଇଣ୍ଡିଆ ଦ୍ୱାରା ପାରାଦୀପର ନୂଆଗଡ ପଞ୍ଚାୟତରେ ସୌର ଶକ୍ତିସମ୍ପନ୍ନ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପିତ

ପାରାଦୀପ : ଆର୍ସଲର ମିତ୍ତଲ ନିପନ୍ ଷ୍ଟ୍ରିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ପାରାଦୀପ ନୂଆଗଡ ପଞ୍ଚାୟତର ମୂଷାଡିଆ ଗ୍ରାମରେ ସୌର ଶକ୍ତିସମ୍ପନ୍ନ ଲାଇଟ୍ ସ୍ଥାପନ କରିଛି। ଏହି ସୌର ଶକ୍ତିସମ୍ପନ୍ନ ଷ୍ଟ୍ରିଟ୍ ଲାଇଟ୍ 1500 ରୁ ଅଧିକ ଗ୍ରାମବାସୀଙ୍କୁ ଉପକୃତ କରିବା ସହ ଲୋକଙ୍କ ସୁବିଧା ଏବଂ…

ସୋଆର ୩ ଆଇନ୍ ଛାତ୍ରଛାତ୍ରୀ ଓ ଦୁଇ ଫ୍ୟାକଲ୍ଟିଙ୍କର ଓଜେଏସ୍ ପରୀକ୍ଷାରେ ସଫଳତା

, ଡିସେମ୍ବର ୨୮: ନିକଟରେ ପ୍ରକାଶ ପାଇଥିବା ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ୍ ସର୍ଭିସ୍ (ଓଜେଏସ୍‌) ପରୀକ୍ଷାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୩ ଜଣ ପୂର୍ବତନ ଆଇନ ଛାତ୍ରଛାତ୍ରୀ ଓ ଦୁଇଜଣ ଫ୍ୟାକଲ୍ଟି ସଫଳତା ହାସଲ କରିବା ସହ କୃତିତ୍ୱ ଅର୍ଜନ…

୬ରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର

ଭୁବନେଶ୍ଵର- ଆଜି ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ନାଗପୁର ଠାରେ ଅନୁଷ୍ଠିତ ହେଉଥିବା ୧୩୯ ତମ କଂଗ୍ରେସ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ କ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଯୋଗଦେଇଛନ୍ତି । ଏହି ଅବସରରେ ଶ୍ରୀ ପଟ୍ଟନାୟକ ଅଖିଳ ଭାରତ କଂଗ୍ରେସ କମିଟିର…