ଚିତ୍ରକଳାରେ ଝଲସୁଛି ପ୍ରକୃତିରାଣୀର ଭରାସମ୍ଭାର

କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ଉପଲକ୍ଷେ ଚିତ୍ରକଳା ପ୍ରଦର୍ଶନୀ ଭବାନୀପାଟଣା,୧୬/୦୧( ରୋହିତ କୁମାର ନାଏକ )-୨୬ତମ କଳାହାଣ୍ଡି ଉତ୍ସବ ଅବସରରେ ଲାଲ ବାହାଦୁଇ ଶାସ୍ତ୍ରୀ ଷ୍ଟାଡିୟମ୍ ପରିସରରେ ଏକ ଚିତ୍ରକଳା ପ୍ରଦର୍ଶନୀ ସ୍ଥାନୀତ ହୋଇଛି । ଚିତ୍ରକଳା ପ୍ରତି ଆକୃଷ୍ଟ ହୋଇ ପ୍ରଦର୍ଶନୀସ୍ଥଳରେ…

ମହିଳାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଉଦ୍‌ଯାପିତ

ରଙ୍ଗୋଲି, ସାଧାରଣଜ୍ଞାନ ସହିତ ଏକକ ଅଭିନୟ ଓ ର‌୍ୟାମ୍ପ୍ ସୋ' ର ଜଲୱା ଭବାନୀପାଟଣା,୧୬/୦୧( ରୋହିତ କୁମାର ନାଏକ )-୨୬ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ଅବସରରେ ମହିଳାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଦୁଇଦିନ ବ୍ୟାପି ଚାଲିଥିବା ଏହି ପ୍ରତିଯୋଗିତାର…

କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଙ୍କ ଦ୍ୱାରା ରାସ୍ତା ସମ୍ପ୍ରସାରଣ ଓ ସୁଦୃଢୀକରଣ କାର୍ଯ୍ୟର ଶିଳାନ୍ୟାସ l

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): କଟକ ସଦର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମଙ୍ଗଳବାର ପୂର୍ବାହ୍ନରେ 49କୋଟି ରୁ ଉର୍ଧ୍ଵ ଟଙ୍କା ଅନୁଦାନରେ ଚିତ୍ରୋତ୍ପଳା ଦକ୍ଷିଣପାର୍ଶ୍ଵ ନଦୀବନ୍ଧ ରାସ୍ତାର ସମ୍ପ୍ରସାରଣ ଓ ସୁଦୃଢୀକରଣ କାର୍ଯ୍ୟ ପାଇଁ ଶୁଭ ଶିଳାନ୍ୟାସ କରିଛନ୍ତି…

ବଡ଼ ଧୁମ୍ ଧାମରେ ପାଳନ ହେଲା ମୟୂରଭଞ୍ଜ ର ଗଣପର୍ବ ମକର ସଂକ୍ରାନ୍ତି ।

ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ:  ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ବେଳେ ମକର ସଂକ୍ରାନ୍ତି ରେ ମକରପର୍ବ ଏକ ମୟୂରଭଞ୍ଜ ର ବଡ଼ ପର୍ବ। ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଆବଳ ବୃଦ୍ଧ ବନିତା ସମସ୍ତେ ଧୁମଧାମରେ ପାଳନ କରନ୍ତି ଏହି ମକର ପର୍ବ । ସୂଚନା ଅନୁସାରେ…

ରାଉଲକେଲା କୁ ହରାଇ ଏମ୍ ଏମ୍ ସି ସି ସମ୍ବଲପୁର ଫାଇନାଲ ରେ ପ୍ରବେଶ

୨୮ ତମ ସର୍ବ ଭାରତୀୟ ବୋରାସମ୍ବର କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ  ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ରାଜବୋଡାସମ୍ବର ଖେଳପଡିଆ ଠାରେ ବୋରାସମ୍ବର ସ୍ପୋଟିଙ୍ଗ ଦ୍ବାରା ଆୟୋଜିତ ୨୮ ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ୍ ର ଆଜି ସେମିଫାଇନାଲ ମ୍ୟାଚ ଆର୍. ୱାଇ. ସି. ସି ରାଉଲକେଲା ଓ…

ଆଳିୟ ଶିଶୁ ପ୍ରତିଭା ସମ୍ମାନ ପାଇଲେ ବିରିପୁର ଗ୍ରାମର ତିନି.ବର୍ଷର ଝିଅ ଦେବୀସ୍ମିତା

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ନିଜର ବିସ୍ମୟ ପ୍ରତିଭା ପାଇଁ ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ଶତ ବାର୍ଷିକୀ ସାଂସ୍କୃତିକ ମହାସଭା-2024 ରେ ଆଳିୟ ଶିଶୁ ପ୍ରତିଭା ସମ୍ମାନରେ ସମ୍ମାନୀତ ହୋଇଛନ୍ତି ବେଲଗୁଣ୍ଠା ବ୍ଳକ୍ ଗୋବରା ପଂଚାୟତ ବିରିପୁର ଗ୍ରାମର ତିନି.ବର୍ଷର ଝିଅ ଦେବୀସ୍ମିତା…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ଜଗତସିଂହପୁର,ତା-୧୬.୦୧.୨୦୨୪/ସୁମନ୍ତ କୁମାର ଦାସ:ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ,…

ଜଗତସିଂହପୁର ଜିଲ୍ଲା ରେ ଇ ଭି ଏମ୍, ଭି ଭି ପାଟ ବ୍ୟବହାର ନିମନ୍ତେ ସଚେତନତା ରଥ ପରିକ୍ରମା

ଜଗତସିଂହପୁର,ତା-୧୬/୦୧୦୨୦୨୪ ରିଖ ସୁମନ୍ତ କୁମାର ଦାସ: ଆଜି ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି ଇ ଭି ଏମ୍, ଭି ଭି ପାଟ ବ୍ୟବହାର ସମ୍ବନ୍ଧିତ ସଚେତନତା ରଥ କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ରଥ ଜିଲ୍ଲା ର ପ୍ରତ୍ୟେକ ବ୍ଲକ୍ ଓ ମୁନିସିପାଲିଟି…

ଜଗତସିଂହପୁର ରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ର ଉଦଘାଟନ ଉତ୍ସବ ଓ ସଚେତନତା ରଥ ପରିକ୍ରମା

ଜଗତସିଂହପୁର, ତା-୧୬/୦୧୦୨୦୨୪ ରିଖ ସୁମନ୍ତ କୁମାର ଦାସ: ଆଜି ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ନିମନ୍ତେ ସଚେତନତା ରଥ କୁ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି ଓ ଜିଲ୍ଲାପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ ପତାକା ଦେଖାଇ…

ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ” ବାଳିକାମାନଙ୍କ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ…

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ " ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ " ଉଦ୍‌ଘାଟିତ ହୋଇଯାଇଛି l ଅଧ୍ୟକ୍ଷ କୁମୁଦ ଚନ୍ଦ୍ର ମହାପାତ୍ରଙ୍କ ପୌରୋହିତ୍ୟରେ…