Sign in
Sign in
Recover your password.
A password will be e-mailed to you.
ଦୁଇ ବ୍ରାଉନ ସୁଗାର ବେପାରୀ ଗିରଫ ଓ କୋର୍ଟ ଚାଲାଣ
ଅସ୍ତରଙ୍ଗ,:୧୬/୧- ଦୀର୍ଘ ଦିନ ହେବ ଧଳାଜହର ବେପାର ଅସ୍ତରଙ୍ଗ ଅଞ୍ଚଳ ରେ କ୍ଷିପ୍ର ଗତିରେ ବଢୁଥିବା ନେଇ, ବେପାରୀ ଙ୍କ ଉପରେ ଅସ୍ତରଙ୍ଗ ପୋଲିସ ରଖିଥିଲା କଡା ନଜର । ଯାହା ଫଳରେ କି ସୋମବାର ରାତି ୯:୪୫ମିନିଟ ସମୟ ରେ ଅସ୍ତରଙ୍ଗ ପୋଲିସ ବିଶେଷ ସୂତ୍ର ରୁ ଖବର ପାଇ, ସବ୍ ଇନିସ୍ପେକ୍ଟର…
ମାଗଣା ଚାଉଳ ବଣ୍ଟନ କୁ ନେଇ ରାଜନୀତି, ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ହଟାଇଲେ ବିଜେପି କର୍ମୀ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୬/୦୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଗଣା ଚାଉଳ ପ୍ରଦାନ କୁ ନେଇ ଆଜି ରାଜନୀତି ସରଗରମ ହୋଇଛି। କେନ୍ଦ୍ର ର ବିଜେପି ନେତୃତ୍ଵାଧୀନ ସରକାର ଗରିବ ପରିବାରଙ୍କୁ ମାଗଣା ଚାଉଳ ପ୍ରଦାନ କରୁଥିବା ବେଳେ…
ସମ୍ବଲପୁର ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବ ନିମନ୍ତେ ନିମନ୍ତ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ଚଳିତ ଜାନୁୟାରୀ ୨୭ ତାରିଖ ରେ ଲୋକାର୍ପଣ ହେବାକୁ ଯାଉଅଛି ସମ୍ବଲପୁର ର ସମଲେଇ ପ୍ରକଳ୍ପ। ଏହି ଭବ୍ୟ ଲୋକାର୍ପଣ ଉତ୍ସବ ରେ ଯୋଗଦାନ କରିବା ନିମନ୍ତେ ନିମନ୍ତ୍ରଣ ପତ୍ର ପ୍ରଦାନ ନିମନ୍ତେ ସୁନ୍ଦରଗଡ଼ ପହଞ୍ଚିଲେ ସମ୍ବଲପୁର ର ଏକ ସ୍ବତନ୍ତ୍ର ଦଳ। ଏହି…
ନିଶ୍ଚିନ୍ତକୋଇଲି ଶାଖା ଉତ୍ତରକୂଳ ପ୍ରାଥମିକ କୃଷି ସେବା ସମବାୟ ସମିତିରେ ଧାନ ମଣ୍ଡି ଖୋଲିଲା l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ନିଶ୍ଚିନ୍ତକୋଇଲି ଶାଖା ଅଧିନରେ ଥିବା ଉତ୍ତରକୂଳ ପ୍ରାଥମିକ କୃଷି ସେବା ସମବାୟ ସମିତି ଆନୁକୂଲ୍ୟରେ ଚଳିତ ବର୍ଷର ଧାନ ମଣ୍ଡି ଉଦଘାଟିତ ହୋଇଛି । ସମିତିର ସମ୍ପାଦକ ଅବିନାଶ ରାଉତଙ୍କ ପୌରହିତ୍ୟରେ ଏଥିରେ ପୂର୍ବତନ ବ୍ଲକ…
ପୁରୁଣା ଗଣ୍ଡଗୋଳକୁ ଭୁଲି ଏକାଠି ହେଲେ ଗ୍ରାମବାସୀ, ତିରିଶ ବର୍ଷ ପରେ ମହା ଧୁମଧାମରେ ପାଳନ କଲେ ମକର ମେଳା
ବାଣପୁର (ସେକ କୌସର ): ଦୀର୍ଘ ବର୍ଷ ଧରି ଦୁଇ ପକ୍ଷ ମଧ୍ୟରେ ଲାଗି ରହିଥିବା ତିକ୍ତତା ସମାପ୍ତ ହୋଇଛି। ତିକ୍ତତା ଯୋଗୁଁ ଗ୍ରାମରେ ଅନେକ ପର୍ବ ପର୍ବାଣି ବନ୍ଦ ହୋଇ ରହିଥିବା ବେଳେ ଗ୍ରାମବାସୀମାନେ ସେହି ପୁରୁଣା କଥାକୁ ଭୁଲି ଆଜି ଏକାଠି ହୋଇଛନ୍ତି। ଗାଁର ସବୁଠୁ ବଡ ଉତ୍ସବ ଭାବେ…
ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ
ବାଣପୁର (ସେକ କୌସର ): ଖୋର୍ଦ୍ଧା ଜଳସେଚନ ବିଭାଗ ଆନୁକୂଲ୍ୟରେ ବାଣପୁର ଶାଳିଆ ଉପଖଣ୍ଡ ଜଳସେଚନ ବିଭାଗ ତରଫରୁଡ୍ୟାମ ଠାରେ ଏକ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇଛି। ବିଭାଗୀୟ ସହକାରୀ ଯନ୍ତ୍ରୀ ମରଲୀଧର ବେହେରାଙ୍କ ସଭାପତିତ୍ୱରେ ଖୋର୍ଦ୍ଧା ଜିଲ୍ଲା ଉପସଭାପତି ଗୋପୀନାଥ ମହାରଣା, ଅଧିକ୍ଷଣ…
ପୁସ୍ତକ ମେଳାର ଦ୍ବିତୀୟ ସଂଧ୍ୟା ଜଗତସିଂହପୁର ଜିଲ୍ଲାର ସୃଷ୍ଟି ସର୍ବୋତ୍ତମ,ଶାରଳା ଦାସଙ୍କ ମହାଭାରତ ଅନନ୍ୟ ଓ…
ଜଗତସିଂହପୁର,ତା-୧୬.୦୧.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଜଗତସିଂହପୁର ପୁସ୍ତକ ମେଳାର ରୌପ୍ୟ ଜୟନ୍ତୀ ସମାରୋହର ଆଜି ଥିଲା ଦ୍ବିତୀୟ ସଂଧ୍ୟା । ଏହି ଅବସରରେ ଆୟୋଜିତ ସଭାରେ ଜଗତସିଂହପୁର ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ…
ନାଗରିକ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଜାଗ ରହିବା ଆଜି ସମୟର ଆବଶ୍ୟକତା
କଳାହାଣ୍ଡି ଉତ୍ସବ ମହାପର୍ବ ହେଲେ ଦର୍ଶକ ଏହାର ସଂପତ୍ତି
ସାଂସ୍କୃତିକ ସନ୍ଧ୍ୟାରେ ଝୁମିଲେ ଲକ୍ଷାଧିକ ଦର୍ଶକ
କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ର ତୃତୀୟ ସନ୍ଧ୍ୟା
ଭବାନୀପାଟଣା,୧୬/୦୧(ରୋହିତ କୁମାର ନାଏକ )-କଳା, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ସହିତ…
ଜଗତସିଂହପୁର ରେ ଆୟୋଜିତ ହେବ ନୂଆ ଓ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା
ଜଗତସିଂହପୁର,ତା-୧୬.୦୧.୨୦୨୪/ସୁମନ୍ତ କୁମାର ଦାସ: ଆସନ୍ତା ଜାନୁଆରୀ ୧୮ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଜଗତସିଂହପୁର ଜିଲ୍ଲା ରେ ନୂଆ ଓ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଅଛି। ଏହି ପ୍ରତିଯୋଗିତା ଅନ୍ତର୍ଗତ ନବକୃଷ୍ଣ ଚୌଧୁରୀ…
ଗୁଣାତ୍ମକ ଓ ଢାଞ୍ଚାଗତ ପରିବର୍ତ୍ତନ ଦ୍ୱାରା କୃଷି ହେବ ଲାଭଜନକ
୨୬ତମ କଳାହାଣ୍ଡି ଉତ୍ସବ ଅବସରରେ 'କୃଷି ଆୟର ଦ୍ବିଗୁଣନ ପ୍ରକ୍ରିୟା' ଶୀର୍ଷକ ସଂପାନ ଅନୁଷ୍ଠିତ
ଭବାନୀପାଟଣା,୧୬/୦୧( ରୋହିତ କୁମାର ନାଏକ )-ଆଜିର ଦିନରେ କୃଷିକ୍ଷେତ୍ର ପ୍ରତି ଗୁରୁତ୍ବ ଦେବା ଏକ ଆହ୍ବାନ ହୋଇ ଛିଡ଼ା ହୋଇଛି। ଜିଲ୍ଲାର ଧାନ ଉତ୍ପାଦନ ଆଜି ରେକର୍ଡ କରିଛି ସତ କିନ୍ତୁ କୃଷି…