ପ୍ରଥମ ତାଲିକାରେ ବଦ୍ରି, ଦେବୀ, ରାଜା , ପ୍ରଫୁଲ୍ଲ, ଅରୁଣ, ଅତନୁ, ଆରୁଖ, ସଞ୍ଜୟ, ପୁଷ୍ପେନ୍ଦ୍ର, ସୁଶାନ୍ତଙ୍କ ପରି ଭେଟେରାନ
ଲୋକସଭା ପାଇଁ ସମ୍ବଲପୁରରେ ବବି, ମୟୁରଭଞ୍ଜରେ ସୁଦାମ, ସୁନ୍ଦରଗଡ଼ରେ ଦିଲ୍ଲୀପ, କେନ୍ଦ୍ରାପଡ଼ାରେ ଅଂଶୁମାନ
ଆଜି ଜଏନ କରି ଭୁବନେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହେଲେ ସୁର ନନ୍ଦନ, ଚର୍ଚାରେ ଥିଲେ ଶ୍ରୀମୟୀ
https://youtu.be/KAInjimToh4

ଲୋକସଭା ପାଇଁ ପ୍ରାର୍ଥୀ
ସମ୍ବଲପୁର- ପ୍ରଣବ ପ୍ରକାଶ ଦାସ
କଳାହାଣ୍ଡି-ଲମ୍ବୋଦର ନିଆଲ
ସୁନ୍ଦରଗଡ଼-ଦିଲ୍ଲୀପ ତିର୍କୀ
ମୟୁରଭଞ୍ଜ-ସୁଦାମ ମାରାଣ୍ଡି
କେନ୍ଦ୍ରାପଡ଼ା-ଅଂଶୁମାନ ମହାନ୍ତି
ନବରଙ୍ଗପୁର-ପ୍ରଦୀପ ମାଝୀ
ଭୁବନେଶ୍ୱର- ମନ୍ମଥ ରାଉତରାୟ
କୋରାପୁଟ- କୌଶଲ୍ୟା ହିକକା
ଆସିକା- ରଂଜିତା ସାହୁ
କନ୍ଧମାଳ – ଅଚ୍ୟୁତ ସାମନ୍ତ
କଟକ -ସଂତୃପ୍ତ ମିଶ୍ର
ପୁରୀ -ଅରୂପ ପଟ୍ଟନାୟକ
ଢେଙ୍କାନାଳ -ଅବିନାଶ ସାମଲ
ଜଗତସିଂପୁର -ରାଜଶ୍ରୀ ମଲ୍ଲିକ
ଯାଜପୁର -ଶର୍ମିଷ୍ଠା ସେଠି
ବିଧାନସଭା ପାଇଁ ପ୍ରାର୍ଥୀ
ବିଷମ କଟକ- ଜଗନ୍ନାଥ ସାରକା
ଗୁଣୁପୁର-ରଘୁନାଥ ଗମାଙ୍ଗ
ରାୟଗଡ଼ା-ଅନୂସୟା ମାଝୀ
ବରଗଡ଼-ଦେବେଶ ଆଚାର୍ଯ୍ୟ
ବିଜେପୁର-ରୀତା ସାହୁ
ଅତାବିରା- ସ୍ନେହାଙ୍ଗିନୀ ଛୁରିଆ
ଭଟଲି-ସୁଶାନ୍ତ ସିଂହ
ଜଳେଶ୍ୱର-ଅଶ୍ୱିନୀ କୁମାର ପାତ୍ର
ବସ୍ତା-ସୁଭାସିନୀ ଜେନା
ଭଣ୍ଡାରୀପୋଖରୀ-ସଞ୍ଜୀବ କୁମାର ମଲ୍ଲିକ
ଭଦ୍ରକ-ପ୍ରଫୁଲ୍ଲ ସାମଲ
ବାସୁଦେବପୁର-ବିଷ୍ନୁବ୍ରତ ରାଉତରାୟ
ଧାମନଗର-ଡ. ସଞ୍ଜୟ କୁମାର ଦାସ
ଚାନ୍ଦବାଲି-ବ୍ୟୋମକେଶ ରାୟ
ବିଂଝାରପୁର- ପ୍ରମିଳା ମଲ୍ଲିକ
ଧର୍ମଶାଳା-ପ୍ରଣବ କୁମାର ବଳବନ୍ତରାୟ
ଯାଜପୁର- ସୁଜାତା ସାହୁ
ସୁକିନ୍ଦା- ପ୍ରୀତିରଞ୍ଜନ ଘଡ଼ାଇ
ଢ଼େଙ୍କାନାଳ-ସୁଧୀର କୁମାର ସାମଲ
କାମାକ୍ଷାନଗର-ପ୍ରଫୁଲ୍ଲ ମଲ୍ଲିକ
ପରଜଙ୍ଗ-ଡ. ନୃସିଂହ ସାହୁ
ପାଲଲହଡ଼ା-ମୁକେଶ କୁମାର ପାଲ
ଛେଣ୍ଡିପଦା-ସୁଶାନ୍ତ କୁମାର ବେହେରା
ସୋନପୁର-ନିରଞ୍ଜନ ପୂଜାରୀ
ଲୋଇସିଂହା-ନିହାର ରଂଜନ ବେହେରା
ପାଟଣାଗଡ଼-ସରୋଜ କୁମାର ମେହେର
ବଲାଙ୍ଗୀର-କଳିକେଶ ନାରାୟଣ ସିଂହଦେଓ
ଟିଟିଲାଗଡ଼- ଶ୍ରୀମତୀ ଟୁକୁନି ସାହୁ
ନୂଆପଡ଼ା-ରାଜେନ୍ଦ୍ର ଢ଼ୋଲକିଆ
ଉମରକୋଟ- ନବୀନା ନାୟକ
ଝରିଗାଁ-ରମେଶ ଚନ୍ଦ୍ର ମାଝୀ
ନବରଙ୍ଗପୁର- କୌଶଲ୍ୟା ପ୍ରଧାନୀ
ଡ଼ାବୁଗାଁ-ମନୋହର ରାନ୍ଧାରୀ
ଲାଞ୍ଜିଗଡ଼- ପ୍ରଦୀପ କୁମାର ଦିଶାରୀ
ଜୁନାଗଡ଼-ଦିବ୍ୟଶଙ୍କର ମିଶ୍ର
ଧର୍ମଗଡ଼-ପୁଷ୍ପେନ୍ଦ୍ର ସିଂହଦେଓ
ଭବାନୀପାଟଣା- ଲତିକା ନାୟକ
ଜି ଉଦୟଗିରି-ସାଲୁଗା ପ୍ରଧାନ
କଣ୍ଟାମାଳ-ମହୀଧର ରଣା
ବୌଦ୍ଧ- ପ୍ରଦୀପ କୁମାର ଅମାତ
ବଡ଼ମ୍ବା- ଦେବୀ ପ୍ରସାଦ ମିଶ୍ର
ବାଙ୍କୀ-ଦେବୀ ରଂଜନ ତ୍ରିପାଠୀ
ଆଠଗଡ଼-ରଣେନ୍ଦ୍ର ପ୍ରତାପ ସ୍ୱାଇଁ
କଟକ ଚୌଦ୍ୱାର-ସୌଭିକ ବିଶ୍ୱାଳ
ନିଆଳୀ-ଡ.ପ୍ରମୋଦ କୁମାର ମଲ୍ଲିକ
କଟକ ସଦର-ଚନ୍ଦ୍ର ସାରଥୀ ବେହେରା
ପାଟକୁରା-ଅରବିନ୍ଦ ମହାପାତ୍ର
ଆଳି-ପ୍ରତାପ କେଶରୀ ଦେବ
ରାଜନଗର-ଧୃବ ଚରଣ ସାହୁ
ମହାକାଳପଡ଼ା-ଅତନୁ ସବ୍ୟସାଚୀ ନାୟକ
ପୁରୀ-ସୁନୀଲ ମହାନ୍ତି
ବ୍ରହ୍ମଗିରି-ଉମାକାନ୍ତ ସାମନ୍ତରାୟ
ସତ୍ୟବାଦୀ-ସଞ୍ଜୟ ଦାସବର୍ମା
ପିପିଲି-ରୁଦ୍ର ପ୍ରତାପ ମହାରଥୀ
ଜଟଣୀ- ବିଭୂତି ବଳବନ୍ତରାୟ
ରଣପୁର-ସତ୍ୟନାରାୟଣ ପ୍ରଧାନ
ଦଶପଲ୍ଲା-ରମେଶ ଚନ୍ଦ୍ର ବେହେରା
ନୟାଗଡ଼-ଡ. ଅରୁଣ କୁମାର ସାହୁ
ଭଞ୍ଜନଗର- ବିକ୍ରମ କେଶରୀ ଆରୁଖ
ପୋଲସରା-ଶ୍ରୀକାନ୍ତ ସାହୁ
କବିସୂର୍ଯ୍ୟନଗର-ଲତିକା ପ୍ରଧାନ
ଛତ୍ରପୁର-ସୁବାସ ବେହେରା
ସୋରଡ଼ା- ସଂଘମିତ୍ରା ସ୍ୱାଇଁ
ହିଞ୍ଜିଳି-ନବୀନ ପଟ୍ଟନାୟକ
ଗୋପାଳପୁର-ବିକ୍ରମ ପଣ୍ଡା
ଦିଗପହଣ୍ଡି-ବିପ୍ଲବ ପାତ୍ର
ଚିକିଟି-ଚିନ୍ମୟାନନ୍ଦ ଶ୍ରୀରୂପ ଦେବ
କୋଟପାଡ଼-ଚନ୍ଦ୍ରଶେଖର ମାଝୀ
କୋରାପୁଟ-ରଘୁରାମ ପୋଡ଼ାଲ
ମାଲକାନଗିରି-ମାନସ ମାଡ଼କାମୀ
ଘଷିପୁରା -ବଦ୍ରି ନାରାୟଣ ପାତ୍ର
ପାଟଣା-ଜଗନ୍ନାଥ ନାୟକ