Sign in
Sign in
Recover your password.
A password will be e-mailed to you.
ପୁନର୍ବାର ତୃତୀୟ ଥର ପାଇଁ ବିଧାୟକ ପ୍ରାର୍ଥୀ ଭାବେ ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କୁ ବିଜୁ ଜନତା ଦଳରୁ ମନୋନୀତ
ନିଶ୍ଚିନ୍ତକୋଇଲି ବ୍ଳକ ବିଜୁ ଜନତା ଦଳ ପକ୍ଷରୁ ବିପୁଳ ସ୍ବାଗତ l
( ନିଶ୍ଚିନ୍ତକୋଇଲି- ଶାସକ ପ୍ରଶାସକ): କଟକ ସଦର ନିର୍ବାଚନ ମଣ୍ଡଳୀରେ ଜଣେ କର୍ତ୍ତବ୍ୟନିଷ୍ଠା, କରିତକର୍ମା,ବିକାଶପୁରୁଷ, ସୁଖ ଦୁଃଖର ସାଥୀ ଭାବେ ସବୁବେଳେ ସବୁ ସମୟରେ ଜନସାଧାରଣଙ୍କ ସାଥିରେ ରହି ସମଗ୍ର କଟକ ସଦର…
“ଦୋଳ ଉତ୍ସବ” ଉଦଯାପିତ : ମୁଖ୍ୟ ଆକର୍ଷଣ ଥିଲା କୁନିକୁନି ପିଲାଙ୍କ ରାଧାକୃଷ୍ଣ ବେଶ
https://youtu.be/SHgkVNvxLEc
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଦୋଳବନ୍ଧ ଓ ଦୋଳତ୍ସବ କମିଟି ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଦୋଳବନ୍ଧ ନିକଟ ଦୋଳମଣ୍ଡପ ଠାରେ ଦୀର୍ଘ ୬ଦିନ ଧରି ଚାଲିଥିବା ଦୋଳତ୍ସବ…
ସୁସ୍ଥ ଓ ସକାରାତ୍ମକ ସମାଜ ଗଠନରେ ନାଟକର ଭୂମିକା ଗୁରୁତ୍ୱପୂର୍ଣ୍ଣ – ଅରୁଣ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ସମଗ୍ର ବିଶ୍ୱରେ ନାଟକର ମହତ୍ତ୍ଵକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ଏଥିପ୍ରତି ଆଗ୍ରହ ସୃଷ୍ଟିକରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ପାଳିତ ହେଉଛି ବିଶ୍ୱ ନାଟ୍ୟ ଦିବସ। ଏହି ଉପଲକ୍ଷେ ନୟାଗଡର ପ୍ରମୁଖ ନାଟ୍ୟ ଅନୁଷ୍ଠାନ ମଂଚାୟନ ତରଫରୁ ନ୍ୟୁ ଜନତା କଂପ୍ଳେକ୍ସ ପରିସରରେ…
କଳାକାର ଥିବା ଯାଏ ମଞ୍ଚ ବଞ୍ଚିଥିବ
ନବରଙ୍ଗପୁର ୨୮.୩. ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ସହର ସ୍ଥିତ ସାଇ କଲ୍ୟାଣ ମଣ୍ଡପ ଠାରେ ତ୍ରିଧାରା ନାଟ୍ୟ ସଂଘ ଦ୍ଵାରା ବିଶ୍ଵ ନାଟ୍ୟ ଦିବସ -୨୦୨୪ ବଡ ଉତ୍ସାହ ସହକାରେ ପାଳନ ହୋଇ ଯାଇଛି। ନାଟ୍ୟ ସଂଘ ସଂପାଦକ ନାଟ୍ୟକାର ଜଗନ୍ନାଥ ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି…
ବିଜେଡି ପକ୍ଷରୁ ବିଶାଳ କର୍ମକର୍ତ୍ତା ସମ୍ମିଳନୀ, ଯୋଗଦେଲେ ଅରୁଣ, ଅରୂପ ଏବଂ ଇରାନୀ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଆଜି ଏକ ବିଶାଳ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ମିଳନୀରେ ପୁରୀ ସାଂସଦ ପାର୍ଥୀ ଅରୂପ ପଟ୍ଟନାୟକ, ନୟାଗଡ଼ ବିଧାୟକ ପ୍ରାର୍ଥ…
ଲାଓସରେ ଫସିଛନ୍ତି ୧୭ ଓଡିଆ ଶ୍ରମିକ:ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ
ଭୁବନେଶ୍ବର, ୨୮ |୦୩- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଲାଓସରେ ଫସିଥିବା ୧୭ ଜଣ ଓଡିଆ ଶ୍ରମିକଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିଛନ୍ତି। ଏଠାରେ…
ପାଟଣାଗଡ଼ରୁ ବିଜେଡ଼ି ଟିକଟରେ ଲଢ଼ିବେ ସରୋଜ ମେହେର
ପାଟଣାଗଡ଼ ,( ଯତୀନ୍ଦ୍ର ନନ୍ଦ ) - ପାଟଣାଗଡ଼ରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ହେଲେ ବିଧାୟକ ସରୋଜ କୁମାର ମେହେର । ଗତ ନିର୍ବାଚନରେ ଦୀର୍ଘ ଦିନରୁ ବିଜେପିର ଗଡ଼ ଭାବେ ପରିଚିତ ପାଟଣାଗଡ଼ ଆସନରେ ବିଜେଡ଼ି ପକ୍ଷରୁ ନିର୍ବାଚନ ମଇଦାନକୁ ଓହ୍ଲାଇ ବାଜିମାତ୍ କରିଥିଲେ ସରୋଜ । ବିଜେପିର ଛାମୁଆ…
ଭଇଁଷା ଗ୍ରାମରୁ ୧ ଲକ୍ଷ ୩୭ ହଜାର ୫୦୦ ଟଙ୍କିଆ ନକଲି ନୋଟ୍ ଜବତ : ଦୁଇ ଅଭିଯୁକ୍ତ ଗିରଫ
ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ) - ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଭଇଁଷା ଗ୍ରାମରେ ଲକ୍ଷାଧିକ ନକଲି ନୋଟ୍ ଜବତ ହୋଇଥିବା ବେଳେ ଦୁଇଜଣ ଅଭିଯୁକ୍ତଙ୍କୁ ପାଟଣାଗଡ଼ ପୋଲିସ ଗିରଫ କରିଥିବା ଜଣାପଡିଛି । ସୂଚନାନୁଯାୟୀ ଗତ ୨୨ ତାରିଖରେ ଗ୍ରାମରେ ଭଗବାନଙ୍କ ନାମ ସଙ୍କୀର୍ତ୍ତନ ଚାଲିଥିବା ବେଳେ…
ପାଟଣାଗଡ଼ ବିଜେଡି ଶିବିର ଉତ୍ସବମୁଖର
ପାଟଣାଗଡ଼ ,( ଯତୀନ୍ଦ୍ର ନନ୍ଦ )ପାଟଣାଗଡ଼ ବିଜେଡି ଶିବିର ଉତ୍ସବମୁଖର ହୋଇଉଠିଛି । ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ପ୍ରାର୍ଥୀ ତାଲିକାରେ ସରୋଜ ମେହେରଙ୍କ ନାମ ଘୋଷଣା କରିଥିବା ବେଳେ ପାଟଣା ବିଜେଡି କର୍ମକର୍ତ୍ତା ଉତ୍ସାହିତ ହୋଇ ଅବିର ବୋଳାବୋଳି ହେବାସହ ବିଜେଡି ଜିନ୍ଦାବାଦ ନାରା…
ବିଜେଡି ଛାଡି ବିଜେପିରେ ସାମିଲ ହେଲେ ବିଜେଡିର ଟାଣୁଆ ଯୁବନେତା ବାଣୀକଲ୍ୟାଣ
ଦୁର୍ନୀତି, ଭ୍ରଷ୍ଟାଚାରୀ, ବ୍ୟଭୀଚାରୀ ବିଜେଡି ଶାସନ ବିରୁଦ୍ଧରେ ଲଢେଇ ହେବ : ମନମୋହନ ସାମଲ
ଭୁବନେଶ୍ୱରର ବିଶିଷ୍ଟ ଶିଳ୍ପପତି ତଥା ମେଟ୍ରୋ ଗ୍ରୁପ୍ ପ୍ରତିଷ୍ଠାତା ପୀୟୁଷ ମହାନ୍ତି ବିଜେପିରେ ହେଲେ ସାମିଲ
ବିଶିଷ୍ଟ ଶିକ୍ଷାବିତ୍ ଅସୀମ ଅମିତାଭ ଏବଂ ବରିଷ୍ଠ ଆଇନଜୀବି ଶୁଭେନ…