ପାରବା ମଞ୍ଚରେ ଶିଶୁ ଘୁମୁରା ପ୍ରତିଯୋଗିତା

ଦୁନିଆ ଦେଖିଲା ଶିଶୁ କଳାକାରଙ୍କ ଅଦମ୍ୟ ପ୍ରତିଭା ଭବାନୀପାଟଣା,୧୫/୦୧( ରୋହିତ କୁମାର ନାଏକ )-କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ର ଦ୍ବିତୀୟ ଦିବସରେ ଆଜି ପାରବା ମଞ୍ଚରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶିଶୁ କଳାକାରମାନଙ୍କୁ ନେଇ ଶିଶୁ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।…

ସାବାସ ଭବାନୀପାଟଣା ପୌର ପରିଷଦ

ଭବାନୀପାଟଣା,୧୫/୦୧( ରୋହିତ କୁମାର ନାଏକ )-କଳାହାଣ୍ଡି ଉତ୍ସବ ଅବସରରେ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡ଼ିୟମ ପରିସରରେ ତିନିଶହ ପଚାଶରୁ ଅଧିକ ଷ୍ଟଲ, ପାଞ୍ଚଶହରୁ ଅଧିକ ଉଠାଦୋକାନୀ, ବୁଲା ବିକାଳୀଙ୍କ ସହିତ ପ୍ରଥମ ଦିନରେ ହିଁ ଲକ୍ଷାଧିକ ଜନସାଧାରଣଙ୍କ ସମାଗମ ଯୋଗୁଁ ଷ୍ଟାଡ଼ିୟମ ପରିସରରେ…

କଳାହାଣ୍ଡି ଲୋକ ସାହିତ୍ୟ ଓ ଲୋକକଳାର ସମାରୋହ

କଳାହାଣ୍ଡି ଉତ୍ସବ ଉପଲକ୍ଷେ ଜିଲ୍ଲାସ୍ତରୀୟ କବିତା ପାଠୋତ୍ସବ ଭବାନୀପାଟଣା,୧୫/୦୧( ରୋହିତ କୁମାର ନାଏକ )-ପ୍ରତି ବର୍ଷ କଳାହାଣ୍ଡି ଜିଲ୍ଲାର କୋଣ ଅନୁକୋଣର ଶତାଧିକ କବି ଓ ଲେଖକଙ୍କୁ ଏକତ୍ରିତ କରି ବାନ୍ଧି ରଖିବାର ଏକ ମହାର୍ଘ୍ୟ କାର୍ଯ୍ୟକ୍ରମ କଳାହାଣ୍ଡି ଉତ୍ସବ ଉପଲକ୍ଷେ ଜିଲ୍ଲାସ୍ତରୀୟ…

ବ୍ରାହ୍ମଣ ସମାଜର ମକର ମିଳନ: ସମ୍ମିଳନୀ ରେ ବ୍ରହ୍ମନାଦ ଉନ୍ମୋଚିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି-ସ୍ଥାନୀୟ ପୁରୁଣା ଗୁଣପୁର ବିଦ୍ଯାନିକେତନ ପଡିଆ ଠାରେ ଗୁଣପୁର ବ୍ରାହ୍ମଣ ସମାଜ ର ବାର୍ଷିକ ନଗର ସମ୍ମିଳନୀ ରେ ମକର ମିଳନ କାର୍ଯ୍ଯକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ପତିତ ପାବନ ପାଢିଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି…

ବି ଏସ୍ କେ ୱାଇ ନବୀନ କାର୍ଡ : ଅନଲାଇନ୍ ଦରଖାସ୍ତ ସମୟସୀମା ଜାନୁଆରୀ ୨୬କୁ ବୃଦ୍ଧି

୧୬ ତାରିଖ ଅପରାହ୍ନ ୨ଟା ସୁଦ୍ଧା ୩.୪୬ ଲକ୍ଷରୁ ଉର୍ଦ୍ଧ ଦରଖାସ୍ତ ପଞ୍ଜୀକୃତ ଭୁବନେଶ୍ୱର ୧୬/୧/୨୪: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନବୀନ କାର୍ଡ ପାଇଁ ଆବେଦନ କ୍ଷେତ୍ରରେ ଦୃତ ଅଗ୍ରଗତି ପରିଲକ୍ଷିତ ହୋଇଛି । ଗ୍ରାମ ଓ ପଂଚାୟତ ସ୍ତରରେ ସଘନ ସଚେତନତା କାର୍ଯ୍ୟକ୍ରମ ଫଳରେ ଏହା ସମ୍ଭବ ହୋଇଛି । ଆଜି…

କତାରରେ ଫସିଛନ୍ତି ୪ ଓଡିଆ: ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଚିଠି

ଭୁବନେଶ୍ବର, ୧୬।୦୧- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା କତାରରେ ଫସିଥିବା ୪ ଓଡିଆ ଯୁବକଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିଛନ୍ତି।  ଏଠାରେ ସୂଚନାଯୋଗ୍ୟ ଯେ…

ମକର ପର୍ବ ରେ ଶବରବାସୀଙ୍କୁ ନୂତନ ବସ୍ତ୍ର ଉପହାର ଦେଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ।

କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ :  ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ପେଟଚ୍ଛେଲା ପଞ୍ଚାୟତରେ ଥିବା ଜଙ୍ଗଲଘେରି ଗ୍ରାମରେ ଅତ୍ୟନ୍ତ ଦୁର୍ଦ୍ଦଶାରେ ବାସକରନ୍ତି ପାଖାପାଖି ୫0ରୁ ଉର୍ଦ୍ଧ ପରିବାର। ଶୀତଦିନେ ଛୋଟ ମାଟି କୁଡିଆ ଘରେ…

ଜିଓ ପକ୍ଷରୁ ସାରା ଓଡ଼ିଶାରେ ଜିଓଏୟାରଫାଇବ‍ର ସେବା ସମ୍ପ୍ରସାରଣ

-ଜିଓଏୟାରଫାଇବ‍ର ଶେଷ ମାଇଲ ସଂଯୋଗ କ୍ଷେତ୍ରରେ ରହିଥିବା ସମସ୍ୟାକୁ ଦୂର କରିବ ଏବଂ ସମଗ୍ର ଓଡ଼ିଶାରେ ପ୍ରତଟି ଘର ଏବଂ କ୍ଷୁଦ୍ର ବ୍ୟବସାୟକୁ ସଂଯୁକ୍ତ କରି ଡିଜିଟାଲ ରୂପାନ୍ତରଣ ଆଣିବ -ଜିଓଏୟାରଫାଇବ‍ର ଟିଭି ଓ ବ୍ରଡବ୍ୟାଣ୍ଡ୍‌‌‍ ବ୍ୟବହାରକାରୀଙ୍କୁ ଗୋଟିଏ ସମନ୍ୱିତ ସେବାରେ ଏକ…