Sign in
Sign in
Recover your password.
A password will be e-mailed to you.
ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ହସ୍ତଶିଳ୍ପ ପ୍ରଦର୍ଶନୀ
ଭବାନୀପାଟଣା,୧୭/୦୧( ରୋହିତ କୁମାର ନାଏକ )-୨୬ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ଅବସରରେ ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ଉତ୍ସବ ସ୍ଥଳ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡ଼ିୟମ ପରିସରରେ ଜିଲ୍ଲା ଶିଳ୍ପ କେନ୍ଦ୍ର, ସହକାରୀ ନିର୍ଦ୍ଦେଶକ ହସ୍ତଶିଳ୍ପ, ବୟନ ଶିଳ୍ପ ବିଭାଗ ତରଫରୁ ୫୦ ଗୋଟି ଆକର୍ଷଣୀୟ…
ଜିଲ୍ଲାସ୍ତରୀୟ ସ୍ତରୀୟ ନୂଆ-ଓ,ଯୁବ ଓଡ଼ିଶା ନବୀନ ଓଡ଼ିଶା , କ୍ରୀଡ଼ା ଉତ୍ସବ ଉଦ୍ଘାଟିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ସ୍ତରୀୟ କ୍ରୀଡ଼ା ଉତ୍ସବ ପାରଳାଖେମୁଣ୍ଡି ସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂ ଶାସିତ ମହାବିଦ୍ୟାଳୟ ପରିସରରେ ନୂଆ ଓ ଯୁବ ଓଡିଶା , ନବୀନ ଓଡିଶା ଅନ୍ତର୍ଗତ କ୍ରୀଡା ଓ ଖେଳ ପ୍ରତିଯୋଗିତାର ଶୁଭ ଉଦଘାଟନ ହୋଇଯାଇଛି।ଗଜପତି ଜିଲ୍ଲାପାଳ…
ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଭବାନୀପାଟଣା ଟାଉନ୍ ହଲରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ
ଭବାନୀପାଟଣା,(ଶାସକ ପ୍ରଶାସକ )୧୭/୦୧/୨୦୨୪-ଶ୍ରୀକ୍ଷେତ୍ର ପୁରୀଠାରେ ବହୁ ପ୍ରତୀକ୍ଷିତ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଆଜି ଅତ୍ୟନ୍ତ ଧାର୍ମିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଲୋକାର୍ପିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପିତ କରିଥିବାବେଳେ ସାରା ରାଜ୍ୟର…
ବାରଣାସୀ-ପ୍ରୟାଗରାଜ ଅଭିମୁଖେ ଗଜପତିରୁ ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସଭାପତି, ଜିଲ୍ଲାପରିଷଦ, ଗଜପତି ଶ୍ରୀଯୁକ୍ତ ଜି. ତିରୁପତି ରାଓଙ୍କ ମୁଖ୍ୟ ଅତିଥି ଭାବେ ଉପସ୍ଥିତି, ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଓ ଅଧ୍ୟକ୍ଷା , ପାରଳା ପୌରପରିଷଦ ଶ୍ରୀମତୀ ନିର୍ମଳା ସେଠୀଙ୍କ ଉପସ୍ଥିତିରେ…
ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ମାଆ ବୁଢାକେନ୍ଦୁ ପୀଠରେ ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଜନ ତରଫରୁ ବିଭାଜନସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି I ଅଧୀକ୍ଷଣ ଯନ୍ତ୍ରୀ ଇଞ୍ଜିନିୟର୍ ଶ୍ୱେତା ଶୁଭଦର୍ଶିନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
୨୮ ତମ ସର୍ବ ଭାରତୀୟ ବୋରାସମ୍ବର କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ
ଗୁଲବର୍ଗା ସିଟି ଇଲେଭେନ ବିଜୟୀ
ବରଗଡ଼ /ପଦ୍ମପୁର :- ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡାସମ୍ବର ଖେଳପଡିଆ ଠାରେ ବୋରାସମ୍ବର ସ୍ପୋଟିଙ୍ଗ ଦ୍ବାରା ଆୟୋଜିତ ୨୮ ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର ଆଜି ଗ୍ରୁପ ବି ର ପ୍ରଥମ ଶ୍ରିଲତା ଏକାଡେମୀ (ୱେଷ୍ଟ ବେଙ୍ଗଲ) ଓ ଗୁଲବର୍ଗ। ସିଟି ଇଲେଭେନ…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଶୁଭାରମ୍ଭ: ସିଧା ପ୍ରସାରଣ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟିକା
ବରଗଡ଼- ଜଗତର ନାଥ ବିଶ୍ୱ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଶୁଭ ଲୋକାର୍ପଣ ଉତ୍ସବ ଅବସରରେ ଆଜି ସାରା ଓଡିଶା ଭକ୍ତି ଭାବରେ ଉତ୍ସବ ମୁଖରିତ । ଗାଁ ରୁ ସହର ପ୍ରତ୍ୟେକଟି ସ୍ଥାନ ହୋଇ ଉଠିଛି ଜଗନ୍ନାଥଙ୍କର ଭକ୍ତିରେ ଭକ୍ତି ମୟ। ଶ୍ରୀକ୍ଷେତ୍ର କୁ ଅସୁଥିବା ଜଗନ୍ନାଥ ପ୍ରେମୀ ହୁଅନ୍ତୁ ବା…
ବାଲୁଗାଁ ରେଳ ଷ୍ଟେସନରେ ଅପରିଚିତ ବ୍ୟକ୍ତିଙ୍କ ପ୍ରାଣହାନୀ: ଜିଆରପି ର ତଦନ୍ତ ଜାରି
ବାଲୁଗାଁ (ସେକ କୌସର ): ଖୋର୍ଦ୍ଧା ରେଳଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ୩ ନମ୍ବର ପ୍ଲାଟଫର୍ମରେ ଟ୍ରେନ ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ ଆଜି ଭୋର ସମୟରେ ଏହି ଅଘଟଣ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ପ୍ଲାଟଫର୍ମରେ ଓହ୍ଲାଉଥିବା ବେଳେ…
କୁଟୁରାଚୁଆଁ ଉଚ୍ଚତର ବିଦ୍ୟାଳୟ ରେ ଜାତୀୟ ଯୁବ ଦିବସ ଓ ନୂଆଁ ଓ ଓଡିଆ ସାହିତ୍ୟ ପ୍ରତିଯୋଗିତା ଉଦଘାଟନ
କୁଚିଣ୍ଡା/ଜମନକିରା ୧୨ /୧ : କୁଚିଣ୍ଡା ଉପଖଣ୍ଡ ଅନର୍ଗତ କୁଟୁରାଚୁଆଁ ଉଚ୍ଚତର ବିଦ୍ୟାଳୟ ରେ ଅଧ୍ୟକ୍ଷ ନିଳାଞ୍ଚଳ ତିଓ୍ୟାରୀ ଙ୍କ ସଭାପତିତ୍ବ ରେ ଶୁକ୍ରବାର ସମ୍ବଲପୁର ନେହେରୁ ଯୁବ କେନ୍ଦ୍ର ଓ ବିଦ୍ୟାଳୟ ର ଯୁବ ରେଡକ୍ରସ ପକ୍ଷରୁ ଜାତୀୟ ଯୁବ ଦିବସ ତଥା ନୂଆଁ ଓ ଓଡିଆ ସାହିତ୍ୟ…
ପ୍ରଶାନ୍ତ ସେଠୀ ଙ୍କ ଜନନୀ ସମ୍ପର୍କ ଅଭିଯାନ
ରାଉରକେଲା,(ବସନ୍ତ କୁମାର ଜେନା): ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଆଜି ଜନନୀ ସମ୍ପର୍କ ଅଭିଯାନ ରେ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ଫର୍ଟିଲାଇଜ଼ର ର ଲକ୍ଷ୍ମୀ ମାର୍କେଟ ଅଞ୍ଚଳ ପରିଦର୍ଶନ କରି ମା ଭଉଣୀ ମାନଙ୍କ ସହିତ ବସି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ଏବଂ ଭଲ ମନ୍ଦ…