ପାଟଣାଗଡ଼ ,( ଯତୀନ୍ଦ୍ର ନନ୍ଦ )ପାଟଣାଗଡ଼ ବିଜେଡି ଶିବିର ଉତ୍ସବମୁଖର ହୋଇଉଠିଛି । ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ପ୍ରାର୍ଥୀ ତାଲିକାରେ ସରୋଜ ମେହେରଙ୍କ ନାମ ଘୋଷଣା କରିଥିବା ବେଳେ ପାଟଣା ବିଜେଡି କର୍ମକର୍ତ୍ତା ଉତ୍ସାହିତ ହୋଇ ଅବିର ବୋଳାବୋଳି ହେବାସହ ବିଜେଡି ଜିନ୍ଦାବାଦ ନାରା ଦେଇଛନ୍ତି । ପାଟଣାଗଡ଼ ବିଧାୟକ ତଥା ଚଳିତ ନିର୍ବାଚନର ବିଜେଡି ବିଧାୟକ ପ୍ରାର୍ଥୀ ସରୋଜ କୁମାର ମେହେର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ, ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଓ ଅନ୍ୟ ବିଜେଡି ନେତୃବର୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.