Sign in
Sign in
Recover your password.
A password will be e-mailed to you.
ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ର କଲମ ଛାଡ ଆନ୍ଦୋଳନ ର ଚେତାବନୀ
ଶାସକ ପ୍ରଶାସକ/ ଅଶୋକ ସାହୁ : ତା 19.01.24 ରିଖ ଦିନ ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ, ନବରଙ୍ଗପୁର ଜିଲ୍ଲା ଶାଖା ତରଫ ରୁ ନବରଙ୍ଗପୁର ଜିଲ୍ଲାପାଳ ଙ୍କ ଜରିଆରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ, ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର…
କୁନିଦା ଛାତ୍ରୀ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ
ପ୍ରେମିକ ହିଁ ପ୍ଲାଷ୍ଟିକ ରଶି ରେ ତଣ୍ଟି ଚିପି ମାରିଥିଲା: ଆସାମୀ ଗିରଫ ।
ଭୁବନ/ଅବିନାଶ ସାଥୁଆ ମହାପାତ୍ର ।- ଭୁବନ ଥାନା ଅନ୍ତର୍ଗତ କୁନିଦା ଗ୍ରାମରେ ଗତ ସୋମବାର ମକର ସଂକ୍ରାନ୍ତି ଦିନ ଜନୈକା କଲେଜ ପଢୁଆ ଯୁବତୀ ଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା । ଭୁବନ ପୋଲିସ ଏହି ଘଟଣାର…
ଗଞ୍ଜାମ ଜିଲ୍ଲା ପ୍ରାଣୀ ଚିକିତ୍ସକଙ୍କ ସମୂହ ଛୁଟି ଦ୍ଵିତୀୟ ଦିନରେ ; ଚିନ୍ତାରେ ପ୍ରାଣୀ ପାଳକ
ବେଲଗୁଣ୍ଠା ,-(ଶିବରାମ ଚୌଧୁରୀ )-,ପ୍ରାଣୀ ଚିକିତ୍ସା ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣ ଏବଂ ତତ୍ ସଂକ୍ରାନ୍ତୀୟ ବିଭିନ୍ନ ଦାବୀ ସମ୍ପର୍କରେ ଓଡ଼ିଶା ସରକାର କର୍ଣ୍ଣପାତ ନ କରିବା ପ୍ରତିବାଦରେ ଗଞ୍ଜାମ ଜିଲ୍ଲା ପ୍ରାଣୀ ଚିକିତ୍ସା ସେବା ସଂଘ ଆହ୍ଵାନରେ ଜିଲ୍ଲାର ସମସ୍ତ ପ୍ରାଣୀ…
ବେଆଇନ ଭାବେ ଇଟା ବ୍ୟବସାୟୀ ଙ୍କ ବିଦ୍ୟୁତ କାଟିବା ନେଇ ପ୍ରତିବାଦ ।
କେନ୍ଦ୍ରାପଡା::(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ ବିଦୂତ ବିତରଣ କାର୍ଯ୍ୟାଳୟ ଭିତରେ ସିମେଣ୍ଟ ବସ୍ତା ରଖି ପ୍ରତିବାଦ କଲେ ବିଦୂତ ଉପଭୋକ୍ତା ! ସାମନ୍ନା କୁ ଆସିଛି ଏମିତି ଏକ ଦୃଶ୍ୟ । ଘଟଣା ଟି ହେଉଛି କେନ୍ଦ୍ରାପଡା ଜିଲ୍ଲା ଚାନ୍ଦୋଳ ଅଞ୍ଚଳରେ ଥିବା ବିଦ୍ୟୁତ କାର୍ଯ୍ୟାଳୟରେ ! ସୂଚନା…
ରୂପାନ୍ତରିତ ସଂସ୍କୃତି ଭବନ ଲୋକାର୍ପିତ,ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ଜରୁରୀ:ଅରୁଣ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ପୁନଃ ନବୀକରଣ ହୋଇ ଅତ୍ୟାଧୁନିକ ପ୍ରେକ୍ଷାଳୟରେ ପରିଣତ ହୋଇଥିବା ପଠାଣି ସାମନ୍ତ ସଂସ୍କୃତି ଭବନ ଆଜି ଲୋକାର୍ପିତ ହୋଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଲୋକାର୍ପିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ନୟାଗଡ଼…
ଇଣ୍ଟରନ୍ୟାସନାଲ କନକ୍ଳେବରେ ବେଲଗୁଣ୍ଠା ଆହାର କେନ୍ଦ୍ର ପୁରସ୍କୃତ
ବେଲଗୁଣ୍ଠା,(ଶିବରାମ ଚୌଧୁରୀ )-ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ଆୟୋଜିତ ଇଣ୍ଟରନ୍ୟାସନାଲ କନକ୍ଳେବ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ଆହାର କେନ୍ଦ୍ରକୁ ପୁରସ୍କୃତ କରାଯାଇଛି। ପ୍ରକାଶ ଥାଉକି, ଏହି ଆହାର କେନ୍ଦ୍ରର କାର୍ଯ୍ୟକାରିତା ଓ ପରିଚାଳନା…
ଗାଙ୍ଗପୁର କ୍ଲଷ୍ଟର୍ ରେ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, କୋମଳମତି ଛାତ୍ରଛାତ୍ରୀଙ୍କ ଖେଳନାକୁ ସ୍ଥାନୀୟ ସଂସ୍କୃତି ସହ ଯୋଡ଼ିବା ପାଇଁ ଗଞ୍ଜାମ ଜିଲ୍ଳା ସମଗ୍ର ଶିକ୍ଷା ଆନୁକୂଲ୍ୟରେ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାଙ୍ଗପୁର କ୍ଲଷ୍ଟର୍ ସ୍ତରୀୟ ଆମ ସଂସ୍କୃତି ଆମ -2023-24 ଅନୁଷ୍ଠିତ…
ବଳାତ୍କାର ପରେ ମହିଳାଙ୍କୁ ହତ୍ୟା ।
ମୟୂରଭଞ୍ଜ ସାରସକଣା ରୁ ଶ୍ରୀ ଦିପୁ ମହାପାତ୍ରଙ୍କ ରିପୋର୍ଟ : ମୟୁରଭଂଜ ଜିଲ୍ଲା ଝାରପୋଖାରିଆ ଥାନା ଅନ୍ତର୍ଗତ ଲହଣ୍ଡାକଚା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ମହିଳାଙ୍କୁ ବଳାତ୍କାର କରିବା ପରେ ନୃଶଂସ ଭାବରେ ହତ୍ୟା କରାଯାଇଛି । ସୂଚନା ମୁତାବକ ଲହଣ୍ଡାକଚା ଗ୍ରାମର ଶ୍ରୀ…
ପାଇଲିପଡ଼ା ଜନାରୋଗ୍ଯ ସମିତି ସଦସ୍ୟଙ୍କ ପ୍ରଶିକ୍ଷଣ ଶିବିର
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ପାଇଲିପଡ଼ା ଜନାରୋଗ୍ଯ ସମିତି ସଦସ୍ୟଙ୍କ ପ୍ରଶିକ୍ଷଣ ଶିବିର ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ଵର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏଥିରେ ଜନାରୋଗ୍ଯ ସମିତି ସଦସ୍ୟଙ୍କୁ ଜନାରୋଗ୍ଯ ସମିତିର ବିଭିନ୍ନ ଦିଗ…
ଇଂରାଜୀ ଅଧ୍ୟାପକଙ୍କ ପିତୃ ବିୟୋଗ
ଵେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଂଚଳିକ ସ୍ନାତକ ମହାବିଦ୍ୟାଳୟର ଇଂରାଜୀ ବିଭାଗ ଅଧ୍ୟାପକ ରାମଚନ୍ଦ୍ର ମହାନ୍ତିଙ୍କର ପିତା ତଥା ବେଣୀପଲୀ ପଞ୍ଚାୟତ କରାଗାଡିଆ ଗ୍ରାମର ବିଶିଷ୍ଟ ସମାଜସେବୀ, ଆଳୀୟ ଖଣ୍ଡାୟତ ସମାଜର ବରିଷ୍ଠ ସଦସ୍ୟ ଉଦୟ ମହାନ୍ତିଙ୍କର…