୫ ବର୍ଷ ଧରି ଅଚଳ ଟ୍ରାନ୍ସଫର୍ମର: ନୂତନ ଟ୍ରାନ୍ସଫର୍ମର ପାଇଁ ଗ୍ରାମବାସୀଙ୍କ ଦାବି ।

  ଘୁ ଉଦୟଗିରି/ଟିକାବାଲି:୨୫/୦୪: ଟିକାବାଲି (ଅବନୀ କୁମାର ପ୍ରଧାନ) ବ୍ଲକର ଗାର୍ଡିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ପାଙ୍ଗାନାଯୁ ଓ ଲୁବ୍ରୁମାହା ଗ୍ରାମର ୧୦୦ରୁ ଅଧିକ ପରିବାରକୁ ବିଦ୍ୟୁତ ସେବା ଯୋଗାଇବା ପାଇଁ ସ୍ଥାପିତ ଟ୍ରାନ୍ସଫର୍ମର ଗତ ୫ ବର୍ଷ ଧରି ଅଚଳ ଅବସ୍ଥାରେ ପଡ଼ି ରହିଛି। ଏହାକୁ ନେଇ…

ମହେନ୍ଦ୍ରଗିରିରେ ଇକୋ ଆଡଭେଞ୍ଚର ଫେଷ୍ଟ -୨୦୨୬ ଉଦଘାଟିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ଥିତ ମହେନ୍ଦ୍ରଗିରି ଠାରେ ମହେନ୍ଦ୍ରଗିରି ଇକୋ ଆଡଭେଞ୍ଚର ଫେଷ୍ଟ - ୨୦୨୬'ର ଶୁଭାରମ୍ଭ ହୋଇଛି। ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏହି ଦୁଇ ଦିନିଆ ମହୋତ୍ସବକୁ ଉଦଘାଟନ କରିଛନ୍ତି। ମହେନ୍ଦ୍ରଗିରିକୁ ରାଜ୍ୟର ଏକ…

କଂଗ୍ରେସର ଶାନ୍ତିପୂର୍ଣ ପଦଯାତ୍ରା ଅନୁମତି ଦେବାକୁ ଜଗତସିଂହପୁର ପ୍ରଶାସନ ଏତେ କୁଣ୍ଠିତ କାହିଁକି : କଂଗ୍ରେସ

ଗାନ୍ଧିପଥେ ନ୍ୟାୟଯାତ୍ରା ସ୍ଥଗିତ ଭୁବନେଶ୍ୱର, ତା 25.04 ଆସନ୍ତା 26 ତାରିଖରୁ ଜଗତସିଂହପୁର ଢ଼ିଙ୍କିଆଠାରୁ ଆରମ୍ଭ ହୋଇ ଭୁବନେଶ୍ୱର ଲୋକଭବନରେ ସମାପ୍ତ ହେଉଥିବା 8 ଦିନର ଯାତ୍ରାକୁ ଜଗତସିଂହପୁର ପ୍ରଶାସନ ଅନୁମତି ନ ଦେବା ଫଳରେ, ପଦଯାତ୍ରାକୁ ସ୍ଥଗିତ ରଖାଯାଇଛି ବୋଲି କଂଗ୍ରେସ ଭବନଠାରେ…

ରାଜ୍ୟ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ରେ ସୁନ୍ଦରଗଡ଼ ଜିଲ୍ଲା ପୁରସ୍କୃତ

ସୁନ୍ଦରଗଡ:(ବସନ୍ତ କୁମାର ଜେନା): ମହାତ୍ମା ଗାନ୍ଧୀ ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା (MGNREGS) ର ସଫଳ ରୂପାୟନ କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲା ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଶ୍ରେଷ୍ଠ ଜିଲ୍ଲା ଭାବେ ପୁରସ୍କୃତ ହୋଇଛି। ଗତକାଲି ବଲାଙ୍ଗୀରଠାରେ ଆୟୋଜିତ…

ଶ୍ରୀରଘୁନାଥ ଜୀଉଙ୍କ ପୀଠରେ ସୀତାଙ୍କ ଜନ୍ମ ଦିବସ ପାଳିତ

ଓଡ଼ଗାଁ,୨୫।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ ଜିଲ୍ଲାର ଅନ୍ୟତମ ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ତଥା ସ୍ବର୍ଣ୍ଣ କଳସକ୍ଷେତ୍ର ଭାବରେ ପରିଚିତ ଓଡ଼ଗାଁ ଶ୍ରୀରଘୁନାଥ ଜିଉଙ୍କ ପୀଠରେ ଆଜି ପବିତ୍ର ବୈଶାଖ ଶୁକ୍ଲ ନବମୀ ତିଥଥିରେ ମା' ସୀତାଙ୍କ ଜନ୍ମ ଉତ୍ସବ ପାଳନ ଅବସରରେ ବୈଦିକ ବ୍ରାହ୍ମଣ…

ବାହାଡ଼ାଝୋଲା-ମହୀପୁର ପୁର୍ତ୍ତ ରାସ୍ତା ପ୍ରଶସ୍ତିକରଣ ଗୁଣବତ୍ତା ନେଇ ପ୍ରଶ୍ନବାଚୀ;

୧ କିମି ରାସ୍ତା ପାଇଁ ୧ କୋଟି ୩୭ ଲକ୍ଷ ବ୍ୟୟବରାଦ, ମୋରମ ବଦଳରେ ପଡୁଛି ମାଟି ଓଡ଼ଗାଁ, ୨୫।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ନୂଆଗାଁ ବ୍ଲକର ବାହାଡ଼ାଝୋଲା-ମହୀପୁର ପୁର୍ତ୍ତ ରାସ୍ତା ପ୍ରଶସ୍ତିକରଣ କାମର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଛି।…

ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ

କେନ୍ଦୁଝର,ତା୨୫/୪- କେନ୍ଦୁଝର ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ କାର୍ଯ୍ୟାଳୟ ସଭାଗୃହଠାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ-୨୦୨୬ ପାଳିତ ହୋଇଯାଇଛି । ଜିଲ୍ଳା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଚନ୍ଦ୍ର ଶେଖର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ…

ରାଜ୍ୟସ୍ତରୀୟ ୧୪ ବର୍ଷରୁ କମ ଉଭୟ ବାଳକ ଓ ବାଳିକା ମୁଖ୍ୟମନ୍ତ୍ରୀ ଫୁଟବଲ ଟ୍ରଫି ଉଦଘାଟିତ

ଜଗତସିଂହପୁର ତା ୨୫/୦୪/୨୦୨୬ ଜଗତସିଂହପୁର ସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିଅମ ଠାରେ ରାଜ୍ୟସ୍ତରୀୟ ୧୪ ବର୍ଷରୁ କମ ଉଭୟ ବାଳକ ଓ ବାଳିକା ମୁଖ୍ୟମନ୍ତ୍ରୀ ଫୁଟବଲ ଟ୍ରଫି ଜିଲ୍ଲା କ୍ରୀଡା ଓ ଯୁବସେବା ବିଭାଗ ଏବଂ ଜିଲ୍ଲା କ୍ରୀଡା ସଂସଦ ର ମିଳିତ ଆନୁକୂଲ୍ୟରେ ୨୪/୦୪/୨୬ ରିଖ ରେ ଉଦଘାଟିତ…

– ଋଣ ଭାର ସହିନପାରି ବେକରେ ରଶି ଲଗେଇ ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା !!

 ଛ ମାସ ପୂର୍ବେ ପୁଅ ର ହାଇଦ୍ରାବାଦରେ ମୃତ୍ୟୁ ହୋଇଥିଲା, ବେଲଗୁଣ୍ଠା,୨୫/୦୪, -(ଶିବରାମ ଚୌଧୁରୀ )-ଧରାକୋଟ ବ୍ଲକ ଗାଙ୍ଗପୁର ଥାନା ଅନ୍ତର୍ଗତ ଝାଡବନ୍ଧ ପଞ୍ଚାୟତ କଳାସୂତା ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଛି l ଘରେ କେହି ନଥିବା ବେଳେ ବେକରେ ରଶି ଲଗେଇ ବୃଦ୍ଧ ଦମ୍ପତି ଆତ୍ମହତ୍ୟା…

ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ସୁରକ୍ଷା ଓ ପରିବେଶ ପରିଚାଳନା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

ଝାରସୁଗୁଡ଼ା: ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ପରିବେଶ ସନ୍ତୁଳନ ରକ୍ଷା କରିବା ପାଇଁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ବିମାନବନ୍ଦର ପରିସରରେ ଏରୋଡ୍ରୋମ କମିଟି ଏବଂ…