Sign in
Sign in
Recover your password.
A password will be e-mailed to you.
ବିଜୁଳି କ୍ଷୟ ରେ ପାରଙ୍ଗମ କୁଚିଣ୍ଡା ଏନ.ଏ.ସି l
କୁଚିଣ୍ଡା/ଜାମନକିରା ୨୫/୦୧/୨୦୨୪ : ଶକ୍ତି ସଂଚୟ କୁ ନେଇ ବିଭିନ୍ନ ପ୍ରକାର ସଚେତନ ଜାରିରହୁଥିବା ବେଳେ ବିଜୁଳି ଶକ୍ତି କ୍ଷୟ ରେ ପାରଙ୍ଗମ ପାଲଟିଛି କୁଚିଣ୍ଡା ଏନ. ଏ. ସି l କୁଚିଣ୍ଡା ଏନ. ଏ. ସି ର ପ୍ରାୟ ସମସ୍ତ ୱାର୍ଡ ରେ ଟ୍ରିଟ ଲାଇଟ ଲଗାଇ ଆଲୋକିକରଣ କରାଯାଇଛି l ହେଲେ ଅନେକ ସ୍ଥାନ…
ଗୁଣପୁର ଟ୍ରେନ୍ ଉପରେ ବିଦ୍ୟୁତ୍ ତାର ଧରି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ।
ଗୁରୁତର ଅବସ୍ଥାରେ ଉଦ୍ଧାର କଲା ଦମକଳ ବାହହିନୀ।
ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣପୁର ରେଳ ଷ୍ଟେସନ ରେ ଗତକାଲି ରାତ୍ରିରେ ପୁରି - ଗୁଣୁପୁର ଟ୍ରେନ୍ ଉପରେ ଜଣେ ଯୁବକ ଚଢି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବିଦ୍ୟୁତ୍ ତାର କୁ ଧରି ଆତ୍ମହତ୍ୟା ଉଦ୍ୟମ କରିଥିଲେ।…
ଜାତୀୟ କନ୍ୟା ସନ୍ତାନ ଦିବସରେ କ୍ଷୁଦ୍ର ନାଟକ ‘ଅଲୋଡ଼ା ଝିଅ’ ମଞ୍ଚସ୍ଥ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଜିଲ୍ଲାସ୍ତରୀୟ ଜାତୀୟ କନ୍ୟା ଦିବସ ପାଳନ ଅବସରରେ ବିରୁଡ଼ା ଏମ.ଜି. ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ନୟାଗଡ଼ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏକ କ୍ଷୁଦ୍ର ନାଟକ ' ଅଲୋଡ଼ା ଝିଅ ' ସ୍ଥାନୀୟ କେସି କ୍ଲବ ପରିସରରେ ମଞ୍ଚସ୍ଥ ହୋଇଥିଲା। ସାମ୍ପ୍ରତିକ ସମାଜରେ ଆଜିବି କନ୍ୟା…
ସମଲେଇ ପ୍ରକଳ୍ପ ଲୋକାର୍ପଣ ଦିନକୁ ସ୍କୁଲ କଲେଜ ପାଇଁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର,ତା.25 01.2024: ଓଡ଼ିଶାର ପ୍ରମୁଖ ଶକ୍ତି ପୀଠ ତଥା ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ଙ୍କ ପୀଠର ବିକାଶ ପାଇଁ କରାଯାଇଥିବା ସମଲେଇ ପ୍ରକଳ୍ପ ର ଲୋକାର୍ପଣ ଉତ୍ସବ ଜାନୁୟାରୀ 27 ରେ ବିପୁଳ ଉତ୍ସାହ ଓ ଭକ୍ତି ଭାବନା ସହ ଅନୁଷ୍ଠିତ ହେଉଛି | ଏହି କାର୍ଯ୍ୟକ୍ରମ ରେ…
ବିଜେଡି ସରକାରର ‘ଓଡିଆ ଭାଷା ପ୍ରୀତି’ ଅତ୍ୟନ୍ତ ହାତ୍ସ୍ୟାସ୍ପଦ : ରମାରଞ୍ଜନ ବଳିୟାରସିଂହ
ଅଧାପନ୍ତରିଆ ଓଡିଆ ବିଶ୍ୱବିଦ୍ୟାଳୟ ତରବରିଆ ଉଦ୍ଘାଟନ କାହା ସ୍ୱାର୍ଥରେ?
ଘରୋଇ ଶିକ୍ଷାନୁଷ୍ଠାନ ପାଇଁ ଶହ ଶହ ଏକର; କିନ୍ତୁ ଓଡିଆ ବିଶ୍ୱବିଦ୍ୟାଳୟ ପାଇଁ ମାତ୍ର ୯ ଏକର ଜମି !
ଶିକ୍ଷାର ବ୍ୟବସାୟୀକରଣକୁ ପ୍ରୋତ୍ସାହିତ କରୁଛି ବିଜେଡି ସରକାର
ନିର୍ବାଚନକୁ…
ପାଣ୍ଡିଆନଙ୍କ ଚାଟୁକାରିତା କରିବାକୁ ଯାଇ ସସ୍ମିତ ବାବୁ ଓଡିଆ ପିଲାଙ୍କ ସ୍ୱାର୍ଥ୍ୟ ବିରୋଧୀ କଥା କହୁଛନ୍ତି: ଅନିଲ…
କାହିଁକି ଏବେ ସୁଦ୍ଧା ଓସେପା ସମସ୍ତ ପରୀକ୍ଷାର୍ଥୀଙ୍କ ମାର୍କକୁ ପ୍ରକାଶ କରୁନାହିଁ?
କାହିଁକି ହୋଇଥିବା ପରୀକ୍ଷାର କମ୍ବାଇନଡ ମେରିଟ ଲିଷ୍ଟ, କଟ ଅଫ ମାର୍କ ପ୍ରକାଶ କରିବା ପାଇଁ ଓସେପା କୁଣ୍ଠାବୋଧ ପ୍ରକାଶ କରୁଛି ?
ଭୁବନେଶ୍ୱର, ତା.୨୪/୦୧: ବିଜୁ ଜନତା ଦଳର ସାଂସଦ…
ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ
ଭୁବନେଶ୍ୱର, ଜାନୁଆରୀ ୨୪, ୨୦୨୪: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଉଚ୍ଚଶିକ୍ଷା ବିଭାଗ କନଫରେନ୍ସ ହଲରେ ଆଜି ଏକ ସମୀକ୍ଷା ବୈଠକ ଭିଡିଓ କନଫରେନ୍ସ ଦ୍ବାରା ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ବିଭାଗୀୟ ସ୍ବତନ୍ତ୍ର ଶାସନ ସଚିବ ଶ୍ରୀ…
5T ସ୍କୁଲ ରୂପାନ୍ତରଣର ୪ର୍ଥ ପର୍ଯ୍ୟାୟର ଚତୁର୍ଥ ଦିନରେ ୬ଟି ଜିଲ୍ଲାର ୨୮୬ଟି ସ୍କୁଲ ଲୋକାର୍ପିତ
ଚତୁର୍ଥ ପର୍ଯ୍ୟାୟରେ ୧୭୯୪ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହେବ
ପୂର୍ବରୁ ୩ଟି ପର୍ଯ୍ୟାୟରେ ୬୮୮୩ଟି ସ୍କୁଲର ଲୋକାର୍ପଣ ହୋଇଛି
ଆଜିର ପିଲାମାନେ ହେବେ ନୂଆ ଓଡିଶା, ସଶକ୍ତ ଓଡ଼ିଶାର ସୂତ୍ରଧର - ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର/୨୪.୦୧.୨୦୨୪: 5T ସ୍କୁଲ ରୂପାନ୍ତରଣ…
ଆଉ ଏକ ପ୍ରତିଶ୍ରୁତି ପୂରଣ କଲେ ରେଳମନ୍ତ୍ରୀ
ସାନପଦର ପାସେଞ୍ଜର ହଲ୍ଟ ର କାର୍ଯ୍ୟ ଆରମ୍ଭ କାଲିଠାରୁ l
ଭୁବନେଶ୍ୱର : ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ଜାନୁଆରୀ 2024 ର ପ୍ରଥମ ସପ୍ତାହରେ ଦଶପଲ୍ଲା ଗସ୍ତ ସମୟରେ ସାନପଦର ଅଞ୍ଚଳର ଲୋକମାନେ ସେଠାରେ ଏକ ପାସେଞ୍ଜର…
ଆରମ୍ଭ ହେଲା ‘ଇଟ ରାଇଟ ଷ୍ଟ୍ରିଟ ଫୁଡ୍ ମେଳା ୨.୦’
ସ୍ଵାଦିଷ୍ଟ ଖାଦ୍ୟ ସହ ନୃତ୍ୟଗୀତ ଦର୍ଶକଙ୍କୁ ତିନିଦିନ ଧରି ଯୋଗାଇବ ମନୋରଞ୍ଜନର ଖୋରାକ
ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ଓ ରାଉରକେଲା ମହାନଗର ନିଗମ ତରଫରୁ ବୁଧବାର ଠାରୁ 'ଇଟ ରାଇଟ ଷ୍ଟ୍ରିଟ ଫୁଡ୍ ମେଳା ୨.୦' ର ଆରମ୍ଭ ହୋଇଯାଇଛି। ରାଜ୍ୟ ଶ୍ରମ ଓ…