
ଭୁବନେଶ୍ୱର : ନିଯୁକ୍ତ ହେଲେ ୫ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିର ସଂଯୋଜକ | ବ୍ରହ୍ମପୁର ଆସନ ପାଇଁ ଚନ୍ଦ୍ରଶେଖର ସାହୁ , ଭଦ୍ରକ ପାଇଁ ଦେବାଶିଷ ସାମନ୍ତରାୟ, କେନ୍ଦ୍ରାପଡା ପାଇଁ ପ୍ରତାପ ଜେନା, କଳାହାଣ୍ଡି ପାଇଁ ସୁଜିତ କୁମାର ଓ ପୁରୀ ପାଇଁ ସୁଭାଶିଷ ଖୁଣ୍ଟିଆଙ୍କୁ ସଂଯୋଜକ ଭାବେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତ କରିଛନ୍ତି |
