ଆମର ବିକାଶ ମଡେଲ ସମସ୍ତଙ୍କ ପାଇଁ ସୁଯୋଗ ଆଣିଛି, ସମସ୍ତେ ବିକାଶର ଅଂଶୀଦାର ହୋଇଛନ୍ତି

ବିଶ୍ଵ ଦରବାରରେ ଭାରତର ପ୍ରତିଷ୍ଠା ବୃଦ୍ଧି ପାଉଛି, ଆମ ଓଡ଼ିଶାର ମଧ୍ୟ ଗୁରୁତ୍ବପୁର୍ଣ ଭୂମିକା ରହିଛି ସାଧାରଣତନ୍ତ୍ର ଦିବସ-୨୦୨୪ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା "ସାଧାରଣତନ୍ତ୍ର ଦିବସ-୨୦୨୪ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ…

‘ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡିଶା’ ଅଭିଯାନର ଶୁଭାରମ୍ଭ

ଲୋକକଳା ଜରିଆରେ ସୂଚନା, ଶିକ୍ଷା ଓ ସଂଚାର, ଲୋକମାନେ ପାଇବେ ବିକାଶର ବାର୍ତ୍ତା ଏକ ମାସ ଧରି ରାଜ୍ୟର ସବୁ ଗାଁରେ ଦୁଇ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ଚାଲିବ ୨୦୧୦ରେ ଗଞ୍ଜାମରେ ଆରମ୍ଭ ହୋଇଥିବା ଲୋକକଳା ସଂଘ, ଆଜି ଏକ ବିଶାଳ ଦ୍ରୁମରେ ପରିଣତ, କାର୍ଯ୍ୟକ୍ରମ ପାଇଁ ସାରା…

ପ୍ରଥମ ସୋଆ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ – ସାମିଲ ହେବେ ୯ ଗ୍ରାଣ୍ଡ ମାଷ୍ଟର ଓ ୨୪…

ଭୁବନେଶ୍ୱର, ଜାନୁଆରୀ ୨୫ : ଜାନୁଆରୀ ୨୮ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ପ୍ରଥମ ସୋଆ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଉତ୍ସବରେ ୯ ଜଣ ଗ୍ରାଣ୍ଡ ମାଷ୍ଟର ଓ ୨୪ ଜଣ ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର ସାମିଲ ହେବେ ବୋଲି ଗୁରୁବାର ଆୟୋଜକମାନେ ସୂଚନା ଦେଇଛନ୍ତି । ଶିକ୍ଷା ଓ ଅନୁସନ୍ଧାନ…

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ମତଦାତା ଦିବସ ପାଳିତ

ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଯୁବ ରେଡ଼କ୍ରସର ଆନୁକୂଲ୍ୟରେ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି l କାର୍ଯ୍ୟକ୍ରମର ପ୍ରାରମ୍ଭରେ ମହାବିଦ୍ୟାଳୟ ର 100 ଜଣ ଛାତ୍ରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ରାଲି ରେ ଯୋଗ ଦେଇଥିଲେ l…

ଭଞ୍ଜନଗର ରେ ଜାତୀୟ ମତଦାତା ଦିବସ ପାଳିତ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା}: ଭଞ୍ଜନଗର ଉପଖଣ୍ଡସ୍ତରୀୟ ୧୪ ତମ ଜାତୀୟ ମତଦାତା ଦିବସ ଆଜି ଗୁରୁବାର ୨୫ ତାରିଖ ଜାନୁୟାରୀ ମାସ ଦିନ ୧୧ ଘଣ୍ଟିକା ସମୟରେ ସ୍ଥାନୀୟ ଟାଉନ୍ ହଲ୍ ଠାରେ ପାଳିତ ହୋଇଯାଇଛି। ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅନିଲ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ର…

ପାସେଞ୍ଜରହଲ୍ଟ ନିର୍ମାଣ ଦାବିରେ ଜାତୀୟ ରାଜପଥ ଅବରୋଧ

ନୟାଗଡ଼(ଲକ୍ଷ୍ମୀଧର ସାହୁ): ଇଟାମାଟି ଚମ୍ପତିପୁରରେ ଏକ ପାସେଞ୍ଜର ହଲ୍ଟ ପାଇଁ ଚମ୍ପତିପୁର ବାଲୁଙ୍କେଶ୍ୱର ରେଲୱେ ସଂଗ୍ରାମ ସମିତି ତରଫରୁ ଇଟାମାଟିଠାରେ ଜାତୀୟ ରାଜପଥ ନଂ-୫୭କୁ ଦୁଇ ଘଣ୍ଟା ପାଇଁ ଅବରୋଧ କରାଯାଇଥିଲା । ଏହି ଆନ୍ଦୋଳନରେ ୧୫ଟି ଗ୍ରାମପଞ୍ଚାୟତର ହଜାର ହଜାର ଲୋକ ରାସ୍ତା ରୋକ…

ଟାଟା ପାୱାରରେ ନିଯୁକ୍ତିରେ ଜାଲିଆତି ଓ ଦୁର୍ନୀତି ଅଭିଯୋଗ !!!!!

TPCODL କମ୍ପାନୀର ମେଣ୍ଟେନାନ୍ସ ନିଯୁକ୍ତିରେ ଚଞ୍ଚକତା କୁ ନେଇ ପ୍ରତିବାଦ । କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ : ଟାଟା ପାୱାରର ବଣ୍ଟନ ସଂସ୍ଥା TPCODL କମ୍ପାନୀର ମେଣ୍ଟେନାନ୍ସ ବିଭାଗର ନିଯୁକ୍ତି ପାଇଁ ଫ୍ରାଞ୍ଚାଇଜ ସୂତ୍ରରେ ଏମ୍ଫୋରିଆ କମ୍ପାନୀକୁ ହସ୍ତାନ୍ତର…

ପୂର୍ବତଟ ରେଳପଥ ପକ୍ଷରୁ ଜାତୀୟ ଭୋଟର ଦିବସ ପାଳନ

ଭୁବନେଶ୍ବର: ପୂର୍ବ ତଟ ରେଳପଥ ପକ୍ଷରୁ ଆଜି ପୂର୍ବାହ୍ନରେ ଏହାର ମୁଖ୍ୟାଳୟ, ରେଳ ସଦନ ଠାରେ ଜାତୀୟ ଭୋଟର ଦିବସ ପାଳନ କରାଯାଇଅଛି | ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମାଙ୍କ ନେତୃତ୍ୱରେ ପୂର୍ବ ତଟ ରେଳପଥର କର୍ମଚାରୀ ଏବଂ ଅଧିକାରୀମାନେ ଭାରତର ନିର୍ବାଚନ ଆୟୋଗର ପ୍ରତିଷ୍ଠା ଦିବସକୁ (25…

ସାମ୍ବାଦିକ ମଦନ ପାଢ଼ୀ ମୃତ୍ୟୁ ମାମଲା ନେଲା ନୂଆଁ ମୋଡ:

ହତ୍ୟା ଅଭିଯୋଗରେ ସହଯୋଗୀ ବାବୁକୁ ରାଉରକେଲାରୁ ଗିରଫ କଲା ପୋଲିସ ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଗିରିସୋଲା ଗ୍ରାମର ମଦନ ମୋହନ ପାଢୀ ହତ୍ୟା ମାମଲାର ଭିସାରା ରିପୋର୍ଟ ଆସିବାପରେ ଏହା ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି । ଅପମୃତ୍ୟୁ ମାମଲାକୁ…

ଦାବୀ ପରେ ବି ହୋଇ ପାରୁନି ଭାରତ ରତ୍ନ ଙ୍କ ନାମ ରେ ରାସ୍ତ। ନାମ କରଣ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ଜିଲ୍ଲା ଗୁଣପୁର ପୌରପରିଷଦ ବାଇପାସ୍ ଛକ ଠାରୁ ମେଡ଼ିକାଲ ଛକ ଯେଉଁ ଦୁଇଲେନ୍ ବିଶିଷ୍ଟ ରାସ୍ତା ରହିଛି ସେହି ରାସ୍ତାକୁ ଭାରତ ରତ୍ନ ଅଟଳବିହାରି ବାଜପେଇ ମାର୍ଗ ନାମରେ ନାମକରଣ କରିବା ନେଇ ଦାବୀ ହେଉଥିଲେ ମଧ୍ୟ ଏହାର ଫଳପ୍ରଦ ହେଉନାହିଁ । ଏହି…