ନୟାଗଡ଼ ପୌର ପରିଷଦ ପକ୍ଷରୁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ, ୮୬ଜଣ ସାହିତ୍ୟିକ ସମ୍ବର୍ଦ୍ଧିତ

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ନୟାଗଡ଼ ପୌର ପରିଷଦ ପକ୍ଷରୁ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ପୌର ପରିଷଦ ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ବେହେରାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୌର…

ୟୁଜିଆଇଇ ର ଟେକ୍ନୋଫିନିଟି ୨୦୨୪ ଅନୁଷ୍ଠିତ

ରାଉରକେଲା, (ବସନ୍ତ କୁମାର ଜେନା): ଉତ୍କଳମଣି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ (ୟୁଜିଆଇଇ) ର ପ୍ରାକ୍ତନ ଛାତ୍ର ସଂଘଙ୍କ ବାର୍ଷିକୋତ୍ସବ ଟେକ୍ନୋଫିନିଟି ୨୦୨୪ ୟୁଜିଆଇଇ ପରିସରରେ ଅନୁଷ୍ଠିତ ହୋଇଯାଇଛି। ୟୁଜିଆଇଇ ପ୍ରାକ୍ତନ ଛାତ୍ର ସଂଘର ସଭାପତି ଆଦିତ୍ୟ ମହାପାତ୍ର ଙ୍କ ଅଧ୍ୟକ୍ଷତା…

କେନ୍ଦୁପାଟଣା ଏବଂ ପପାଳଦା ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ :

ପଞ୍ଚାୟତର ଵିକାଶ ପାଇଁ ପଞ୍ଚାୟତ ବାସୀ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସ୍ଥାନୀୟ ବିଧାୟକଙ୍କୁ  (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ରାଜ୍ୟ ସରକାରଙ୍କ ଦୃଢ଼ ପ୍ରୟାସରେ ଗ୍ରାମ ପଞ୍ଚାୟତର ଉନ୍ନତି ହେଉଛି ସମ୍ଭବ l ରାଜ୍ୟ ସରକାରଙ୍କ ପ୍ରତିଟି ଉନ୍ନତି କାର୍ଯ୍ୟକୁ ଲୋକ…

ଆଇଆଇଟି ଭୁବନେଶ୍ୱର ଅନୁସନ୍ଧାନ ଏବଂ ଉଦ୍ୟମିତା ପାର୍କର 100-କ୍ୟୁବ୍ ଷ୍ଟାର୍ଟ ଅପ୍ ଅଭିଯାନ

ଫେବ୍ରୁଆରି ୧୧ତାରିଖରେ ଶିଳାନ୍ୟାସ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ଗଠନର ଶତବାର୍ଷିକୀ ବେଳକୁ ଏହି ପାର୍କରେ ହାରାହାରି ୧୦୦ କୋଟି ଟଙ୍କା ମୂଲ୍ୟର ୧୦୦ଟି ଷ୍ଟାର୍ଟଅପ୍ ସୃଷ୍ଟି ହେବ ଭୁବନେଶ୍ୱର : ଆଇଆଇଟି…

ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଉଦ୍‌ଯାପିତ

  ସମ୍ମିଳନୀର ପ୍ରସ୍ତାବ ଉପରେ ନିଆଯାଇଛି ନୀତିଗତ ନିଷ୍ପତ୍ତି, ବିଧାନ ସଭାରେ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା - ପ୍ରତି ୫ ବର୍ଷରେ ଥରେଅନୁଷ୍ଠିତ ହେବ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ସମ୍ମିଳନୀ ଅବସରରେ ଆୟୋଜିତ ମ୍ୟୁଜିଅମର ସମୟସୀମା ଆଉ ୩ ଦିନ ବଢିଲା…

ଭେଜିପୁଟ୍ ଗୁପ୍ତେଶ୍ଵର ମହାଦେବଙ୍କ ମନ୍ଦିର ଜମି ସୁରକ୍ଷା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ଧାରଣା

ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ଭେଜିପୁଟ୍ ଠାରେ କେଉଁ ଆବାହମାନ କାଳରୁ ଥିବା ଗୁପ୍ତେଶ୍ୱର ମହାଦେବଙ୍କ ମନ୍ଦିର ସଂଲଗ୍ନ ଜମିକୁ ନେଇ ସ୍ଥାନୀୟ ଜନସାଧାରଣ ଉକ୍ତ ଜମି ଉପରେ ଧାରଣା ଦେଇଥିବାର ଦେଖାଦେଇଥିଲା। ଏଥି ସହିତ ବୋଲାଯାଉଥିବା ମନ୍ଦିର ଜମି ଉପରେ ସ୍ଥାନୀୟ…

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀ ଡକ୍ଟର ଅକ୍ଷୟ ମିଶ୍ରଙ୍କୁ ଶ୍ରେଷ୍ଠ ଏନସିସି ଅଫିସର ପୁରସ୍କାର

ବାଲୁଗାଁ (ସେକ କୌସର ): ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀ ଡକ୍ଟର ଅକ୍ଷୟ ମିଶ୍ରଙ୍କୁ ତାଙ୍କ କାର୍ଯ୍ୟ ଦକ୍ଷତା ସହ ଆଞ୍ଚଳିକ ସ୍ତରରେ ପରିବେଶ ସୁରକ୍ଷା ଓ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟ ପାଇଁ ଚଳିତବର୍ଷ ଓଡ଼ିଶା ଡାଇରେକ୍ଟୋରେଟ ପକ୍ଷରୁ ରାଜ୍ୟ ସ୍ତରରେ ଶ୍ରେଷ୍ଠ ଏନସିସି…

ଜାତୀୟ କବାଡି ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀ ଆକାଂକ୍ଷା ଭୋଇ କବାଡି ଖେଳରେ ଜାତୀୟସ୍ତରରେ ପ୍ରତିନିଧିତ୍ଵ କରି ଆଜି ପଦ୍ମପୁର ପହଞ୍ଚିବା ପରେ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଲୋକନାଥ ଭୋଇ ଭେଉଁରିଆ ଛକଠାରେ ଫୁଲତୋଡା ଦେଇ ସ୍ଵାଗତ କରିବା ପରେ ତାଙ୍କୁ ସ୍କୁଲ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣୀରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ…

ଭବାନୀପାଟଣା ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ।

ଭବାନୀପାଟଣା (ଶାସକ ପ୍ରଶାସକ) ତା୦୫.୦୨.୨୦୨୪:ଆଜି ଜିଲାପାଳ ଙ୍କ ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଓ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପଜିଲ୍ଲାପାଳ ଧର୍ମଗଡ ଧିମାନ…