Sign in
Sign in
Recover your password.
A password will be e-mailed to you.
ପଦାରେ ପଡିଲା ରାଜ୍ୟ ବିଜେପିର ଅସଲ ଚେହେରା: ବିଜେଡି
ଧର୍ମେନ୍ଦ୍ର ଓ ତାଙ୍କ ଅନୁଗତଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ଦୋଷୀ ଦଣ୍ଡ ପାଇଲା
ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ବିଜେପିର ହୀନ ରାଜନୀତିରୁ ପରଦା ଉଠିଲା
ଓଡିଶାକୁ ବଦନାମ କରିବା ପାଇଁ ରାଜ୍ୟ ବିଜେପିର ଉଦ୍ୟମ ଧରାପଡିଲା
ଭୁବନେଶ୍ୱର: ନାବାଳିକା ପରୀର ନିଖୋଜ ଓ…
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି:’ମୁଖ୍ୟମନ୍ତ୍ରୀ କଳାକାର ଯୋଜନା’ ରେ ସାମିଲ ହେବେ ଆଉ ତିରିଶ ହଜାର କଳାକାର…
ହିତାଧିକାରୀଙ୍କ ସଂଖ୍ୟା ୫୦ ହଜାରରୁ ବଢ଼ି ୮୦ ହଜାରକୁ ବୃଦ୍ଧି
5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ଆସିଥିଲା ଅନୁରୋଧ ଓ ପ୍ରସ୍ତାବ
ଭୁବନେଶ୍ଵର,:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ 'ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା' ରେ ଆଉ ତିରିଶ ହଜାର କଳାକାର ଙ୍କୁ…
ଭବାନୀପାଟଣା ଠାରେ ସାମୁହିକ ଔଷଧ ( ଫାଇଲେରିଆ) ସେବନ ର ଦ୍ୱିତୀୟ ଜିଲ୍ଲା ସ୍ଵମନ୍ନୟ କମିଟି ବୈଠକ
ଭବାନୀପାଟଣା(ଶାସକ ପ୍ରଶାସକ) ତା ୬.୨.୨୦୨୪: ଆଜି ଜିଲ୍ଲା ସଦଭାବନା ସଭାଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ଯକ୍ଷତାରେ ଜିଲ୍ଲାରେ ନର୍ଲା ବ୍ଲକ୍ ଓ ଜୁନାଗଡ ଏନ୍ ଏ ସି ପାଇଁ ଆଗାମୀ ଫେବୃୟାରୀ ୧୦ ରୁ ଫେବୃଆରୀ ୧୯ ତାରିଖ ମଧ୍ୟରେ ହେବାକୁ ଥିବା ସାମୁହିକ ଔଷଧ ସେବନ ପାଇଁ…
ଗୁଣପୁରରେ “ମିଡିଆ କ୍ଲବ ଗୁଣପୁର” ର ଶୁଭ ଉଦ୍ଘାଟନ ସହ କର୍ମକର୍ତ୍ତା ଚୟନ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ ଜିଲ୍ଲା ଗୁଣପୁର ଠାରେ ନୂତନ ଭାବେ" ମିଡିଆ କ୍ଲବ୍ ଗୁଣୁପୁର" ନାମରେ ଏକ ସାମ୍ବାଦିକ ସଂଘ ଗଠନ ହୋଇଯାଇଛି । ଉକ୍ତ ସଂଘର ଆବାହକ ଶ୍ରୀ ଜିତେନ୍ଦ୍ର କୁମାର ଶତପଥି ଙ୍କ ଆହ୍ଵାନ କ୍ରମେ ଗୁଣପୁର ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ମିଳିତ ଉଦ୍ୟମରେ…
ବାଲୁଗାଁରେ ଅଲିମ୍ପିୟାଡ଼ ଦୂତି ଚାନ୍ଦ, ମହିଳା ସମ୍ମେଳନରେ ଦେଲେ ଯୋଗ
ବାଲୁଗାଁ( ସେକ କୌସର ): ଜାତୀୟ ମହିଳା ସମ୍ମେଳନ ଅବସରରେ ଓଡ଼ିଶା ଯୁବ ସାଂସ୍କୃତିକ ସଂସଦ ପକ୍ଷରୁ ମହିଳା ହିଂସା ବିଲୋପ ପାଇଁ ଆଜି ସନ୍ଧ୍ୟାରେ ଶ୍ରୀ ଶ୍ରୀ ଉମାମହେଶ୍ୱର ବଣିକ ସଙ୍ଘ ସଭାଗୃହରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ଣରେ ଉତ୍ତରାୟଣୀ ମନ୍ଦିର ନିକଟରୁ ମହିଳାମାନଙ୍କର ଏକ…
ଟ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର
ବାଲୁଗାଁ( ସେକ କୌସର ): ଆଜି ସନ୍ଧ୍ୟାରେ ବାଲୁଗାଁ ରେଳ ଷ୍ଟେସନରେ ଟ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ଜିଆରପି। ଖବର ମୁତାବକ ଆଜି ସନ୍ଧ୍ୟାରେ କୋଣାର୍କ ଏକ୍ସପ୍ରେସରେ ନସମ ପ୍ରଭାକର(୪୭) ଭୁବନେଶ୍ୱରରୁ ବିଜୟୱାଡା ଯାଉଥିବାବେଳେ ବାଲୁଗାଁ ଷ୍ଟେସନ ଠାରେ ଅସୁସ୍ଥତା ଅନୁଭବ…
ଭବାନୀପାଟଣା ଠାରେ ଜନ ସୂଚନା ଅଧିକାର ନିୟମ ସମ୍ପର୍କୀତ କର୍ମଶାଳା
ଭବାନୀପାଟଣା(ଶାସକ ପ୍ରଶାସକ ) ଓଡିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୁଲ୍ୟରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ କାର୍ଯ୍ୟ।ଳୟ ପାଇଁ ନିୟୋଜିତ ପ୍ରଥମ ଅପିଲ କର୍ତ୍ତୃପକ୍ଷ ଓ ଜନ ସୂଚନା ଅଧିକାରିମାନଙ୍କ ପାଇଁ ଏକ ଜନ ସୂଚନା ଅଧିକାର ନିୟମ ସମ୍ପର୍କୀତ ତାଲିମ ପ୍ରଦାନ କାର୍ଯ୍ୟକ୍ରମ…
ଘୁମୁସରଜିଲ୍ଲା ଦାବି କୁ ନେଇ ଅଠର ମୁଠା ରଜକ ସମାଜ ର ବିଶାଳ ଶୋଭାଯାତ୍ରା
ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା):ସମଗ୍ର ଓଡ଼ିଶାର ବୃହତମ ଭଞ୍ଜନଗର ଉପଖଣ୍ଡ କୁ ଘୁମୁସର ଜିଲ୍ଲା ର ମାନ୍ୟତା ନେଇ ଉଠୁଥିବା ଦାବି ଦିନ କୁ ଦିନ ଜୋର୍ ଧରିବାରେ ଲାଗିଛି। ସେଥି ନିମନ୍ତେ ଘୁମୁସର ତାଲୁକା ଅଞ୍ଚଳ ର ରଜକ ସମାଜ ପକ୍ଷ ରୁ ଘୁମୁସର ଜିଲ୍ଲା ଦାବୀ ରେ ଭଞ୍ଜନଗର ସହରରେ ଆଜି ଫେବୃଆରୀ ୬…
ବିଶ୍ଵ କର୍କଟ ଦିବସ ପାଳିତ
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପୁରେନା ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ କମ୍ୟୁନିଟି ହେଲଥ ଅଫିସର ଶ୍ରୀ ଦୀପକ ସାହୁଙ୍କ ସଂଯୋଜନାରେ ଏକ କର୍କଟ ସଚେତନତା କାର୍ଯ୍ୟକ୍ରମ ତଥା ବିଶ୍ଵ କର୍କଟ ଦିବସ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଶ୍ରୀ ସାହୁ କର୍କଟର କାରଣ ଓ ନିରାକରଣ ଉପରେ କିଛି…
ସ୍ୱାଧୀନତାର ୭୬ ବର୍ଷ ପରେ ଦେଶର ସାକ୍ଷରତା ହାର ୨୦% ରୁ ୮୦%କୁ ବୃଦ୍ଧି ପାଇଛି – ଧର୍ମେନ୍ଦ୍ର ପ୍ରଧାନ
'ଉଲ୍ଲାସ ମେଳା'ର ଉଦଘାଟନ ସହ ‘ବିଦ୍ୟାଞ୍ଜଳି ଛାତ୍ରବୃତ୍ତି କାର୍ଯ୍ୟକ୍ରମ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
• ଶତ ପ୍ରତିଶତ ସାକ୍ଷରତା ହେଉଛି ବିକଶିତ ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ
• ଶିକ୍ଷା ମନ୍ତ୍ରଣାଳୟ ଉଲ୍ଲାସ ମାଧ୍ୟମରେ ଆମର ନିରକ୍ଷର ଭାଇ ଭଉଣୀମାନଙ୍କୁ…