Sign in
Sign in
Recover your password.
A password will be e-mailed to you.
ତାଳଚେରର ଶୁଭମ ସାହୁଙ୍କୁ ନୂଆଦିଲ୍ଲୀରେ ଭେଟି ସମ୍ବର୍ଦ୍ଧିତ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଭୁ ଶ୍ରୀରାମଲାଲାଙ୍କ ଦର୍ଶନ କରିବା ପାଇଁ ଅଯୋଧ୍ୟାକୁ ପାଦରେ ଚାଲି ଚାଲି ଯାଇଥିବା ତାଳଚେରର ଶୁଭମ ସାହୁଙ୍କୁ ନୂଆଦିଲ୍ଲୀରେ ଭେଟି ସମ୍ବର୍ଦ୍ଧିତ କଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ଓ ସୁରକ୍ଷା ସହ ସାଲିସ୍ କରାଯିବ ନାହିଁ – ଧର୍ମେନ୍ଦ୍ର ପ୍ରଧାନ
ସମ୍ବିଧାନ (ଅନୁସୂଚିତ ଜାତି ଓ ଜନଜାତି ) ଆଦେଶ (ସଂଶୋଧନ) ବିଲ୍ ନେଇ ସଂସଦରେ କେନ୍ଦ୍ରମନ୍ତ୍ରୀଙ୍କ ବିବୃତ୍ତି
• ଓଡ଼ିଶାର ୪ଟି ବିଶେଷରୂପେ ଅସୁରକ୍ଷିତ ଆଦିବାସୀ ଗୋଷ୍ଠୀ(ପିଭିଟିଜି) ପାଉଡି ଭୂୟାଁ, ଚୁକ୍ତିଆ ଭୁଞ୍ଜିଆ, ବୋଣ୍ଡୋ ଓ ମାଙ୍କଡିଆଙ୍କ ସହ ୧୫ ଟି ଜନଜାତି ସମୁଦାୟରେ ୫୦ରୁ…
ତେଜିଲା ପଦ୍ମପୁର ଜିଲ୍ଲା ଦାବି : ବିଧାନସଭା ଆଗରେ ଧାରଣା ଦେଲେ କ୍ରିୟାନୁଷ୍ଠାନ କମିଟି ସଦସ୍ଯ l
ପଦ୍ମପୁର :- ପଦ୍ମପୁର ରୁ ରାଜଧାନୀ ଭୁବନେଶ୍ଵର ପହଞ୍ଚିଲା ଜିଲ୍ଲା ଘୋଷଣା କାର୍ଯ୍ଯକାରୀ ଦାବି । ଗତ ଉପ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଦେଇଥିବା ପଦ୍ମପୁର କୁ ଜିଲ୍ଲା ଘୋଷଣା ର ନିର୍ଧାରିତ ସମୟ ୩୧ ଡିସେମ୍ବର ୨୦୨୩ ବଦଳରେ ଆଜି ପର୍ଯ୍ୟନ୍ତ ଜିଲ୍ଲା ଘୋଷଣା ହୋଇନଥିବାରୁ ପଦ୍ମପୁର କଚେରି…
ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଯାପିତ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗୋବରା ସ୍ଥିତ ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି I ଅନୁଷ୍ଠାନ ଅଧ୍ୟକ୍ଷା ମାମା ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ…
ଜିଲ୍ଲା ସ୍ତରୀୟ ବିଶ୍ଵ ଓଡ଼ିଆଭାଷା ସମ୍ମିଳନୀରେ ରାଜବୋଡାସମ୍ବର ବ୍ଲକ ଛାତ୍ରୀଙ୍କ କୃତିତ୍ୱ l
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ନବୀନ ଓଡିଶା ଅନ୍ତର୍ଗତ "ଭାଷା ଅତୀତର ଅସ୍ତିତ୍ବ ,ଭାଷା ହିଁ ଭବିଷ୍ୟତ" ବରଗଡ଼ ଟୁକୁର୍ଲା ଠାରେ ଗତ ୫ ଫେବୃୟାରୀ ରେ ଅନୁଷ୍ଠିତ ପ୍ରଥମ ବିଶ୍ବ ଓଡ଼ିଆଭାଷା ଜିଲ୍ଲା ସ୍ତରୀୟ ସମ୍ମିଳନୀରେ ରାଜବୋଡ଼ାସମ୍ବର ବ୍ଲକରୁ ପ୍ରତିନିଧିତ୍ୱ କରିଥିବା କନସିଙ୍ଗା ୟୁ .ପି.…
ଗଜପତି ଜିଲ୍ଲାରେ ଭୂସ୍ଖଳନ ସଂପର୍କିତ ଆଗୁଆ ସତର୍କ ସୂଚନା ବ୍ୟବସ୍ଥା ସ୍ଥାପନ ହେବ ।
ଭୁବନେଶ୍ୱର:ଗଜପତି ଜିଲ୍ଲାରେ ସ୍ଥାପନ ହେବ ବିପର୍ଯ୍ୟୟ ସଂପର୍କିତ ଆଗୁଆ ସତର୍କ ସୂଚନା ବ୍ୟବସ୍ଥା। ଜିଲ୍ଲାରେ ବାତ୍ୟା ସମୟରେ ଭୂସ୍ଖଳନ ବା ଲ୍ୟାଣ୍ଡ ସ୍ଲାଇଡ୍ ସଂପର୍କରେ ଏହା ବିଶେଷ କରି ଆଗୁଆ ସୂଚନା ପ୍ରଦାନ କରିବାରେ ସହାୟକ ହେବ । “ଅମ୍ରିତା ବିଶ୍ୱ ବିଦ୍ୟାପୀଠମ୍” ବିଶ୍ୱ ବିଦ୍ୟାଳୟ, କେରଳ…
ମାଟ୍ରିକ ଏବଂ +2 ପରୀକ୍ଷା ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ
ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଚଳିତ ମାସ ୨୦ ତାରିଖରେ ମାଟ୍ରିକ ଏବଂ ଚଳିତ ମାସ ୧୬ ତାରିଖରେ +୨ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ପରିପ୍ରେକ୍ଷୀରେ ପରୀକ୍ଷା ପରିଚାଳନା ସମୀକ୍ଷା…
ମାଣ୍ଡିଆକୁ ଅଧିକ ପ୍ରଚାର ପ୍ରସାର କରିବାର ଲକ୍ଷ୍ୟ ନେଇ ୟଏସ୍ କମ୍ପାନୀ ଏବଂ ସୋଆ ମଧ୍ୟରେ ଏକ୍ସପ୍ରେସନ୍ ଅଫ୍ ଇନ୍ଟରେଷ୍ଟ…
ଭୁବନେଶ୍ୱର: ଓଡ଼ିଶାରେ ମାଣ୍ଡିଆ ସମ୍ପର୍କିତ ସମସ୍ତ ପ୍ରକାର କାର୍ଯ୍ୟରେ ସହଯୋଗିତା ନିମନ୍ତେ ଇଣ୍ଡିଆ ମିଲେଟ୍ ଇନିସିଏଟିଭ୍, ୟୁଏସଏର ସର୍ଗମ୍ ୟୁନାଇଟେଡ୍ ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ମଧ୍ୟରେ ମଙ୍ଗଳବାର ଏକ ଏକ୍ସପ୍ରେସନ ଅଫ୍ ଇନ୍ଟରେଷ୍ଟ ସ୍ୱାକ୍ଷରିତ ହୋଇଯାଇଛି । ଏହି ପଦକ୍ଷେପର ମୁଖ୍ୟ…
ଆରମ୍ଭ ହୋଇନି , ସରିବ କେବେ
ପ୍ରଶାସନିକ ଅବହେଳା ନା ଅପାରଗତା
ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ପାଇକମାଲ ରୁ ଝାରବନ୍ଧ ବ୍ଲକ ଡଭା ରାସ୍ତା ର , ଅଞ୍ଚଳ ପାଇଁ ଗମନାଗମନ ସହିତ ବ୍ୟବସାୟିକ ମହତ୍ତ୍ୱ ମଧ୍ୟ ରହିଛି । ଏହି ରାସ୍ତା ରେ ପ୍ରତ୍ୟେକ ଦିନ ପାଇକମାଲ ବ୍ଲକ ର ଅନେକ ଲୋକ ଓ ବ୍ୟବସାୟୀ ପ୍ରତ୍ୟେକ ଦିନ…
ବାଲୁଗାଁ ଏନଏସି ରେ ସାହିତ୍ୟିକମାନଙ୍କୁ ସମ୍ବର୍ଦ୍ଧନା
ବାଲୁଗାଁ (ସେକ କୌସର ): ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ତିନି ଦିନ ଧରି ଆୟୋଜିତ ହୋଇଥିବା ଭାଷା ସାହିତ୍ୟ ପ୍ରତିଯୋଗିତାର ଆଜି ଉଦଯାପନ ହେବା ସହ ଅଂଚଳର କବି, ଲେଖକ, ସାହିତ୍ୟିକ ଓ ଭାଷାବିତ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଆଜି…