Sign in
Sign in
Recover your password.
A password will be e-mailed to you.
ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଛାତ୍ରଛାତ୍ରୀ ଦେଲେ ଗିନିଜ୍ ବୁକ ରେକର୍ଡର ଫଳକ
▪️ମୋ କଥା ମୋ କାହାଣୀ ଲେଖି ଛାତ୍ରଛାତ୍ରୀ ରଚିଥିଲେ ବିଶ୍ବ ରେକର୍ଡ
▪️ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ବିଦ୍ୟାଳୟସ୍ତରରେ ଅନୁଷ୍ଠିତ ହେଉଥିଲା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ
ଭୁବନେଶ୍ୱର, ୫/୨: ଓଡ଼ିଶା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସୋମବାର ଦିନ…
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ଆମ୍ବେଦକରଙ୍କ ନାମରେ ନାମିତ ହେବ ବରମୁଣ୍ଡା ବସଷ୍ଟାଣ୍ଡ
ଡକ୍ଟର ଆମ୍ବେଦକର ଙ୍କ ଜୀବନ ଓ ଆଦର୍ଶ କୁ ନେଇ କରାଯିବ ସ୍ଵତନ୍ତ୍ର ଗ୍ୟାଲେରୀ.
ଭୁବନେଶ୍ବର: ଭାରତୀୟ ସମ୍ବିଧାନ ର ଜନକ ତଥା ସାମାଜିକ ନ୍ୟାୟ ର ମହାନ୍ ପ୍ରବକ୍ତା ଡକ୍ଟର ଆମ୍ବେଦକରଙ୍କ ନାମରେ ନାମିତ ହେବ ଭୁବନେଶ୍ଵର ବରମୁଣ୍ଡା ର ନବନିର୍ମିତ ବସ ଷ୍ଟାଣ୍ଡ | ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ…
କୋହ୍ଲାସିଂ କ୍ରିକେଟ କ୍ଲବ ର ବାର୍ଷିକ ଟୁର୍ଣ୍ଣାମେଣ୍ଟରେ ମହାଖଳା ବିଜୟୀ
ବଡ଼ଚଣା/ପ୍ରଫୁଲ୍ଲ ସାହୁ : ବଡ଼ଚଣା କୋହ୍ଲାସିଂ କ୍ରିକେଟ କ୍ଲବ ପକ୍ଷରୁ ଗତ ଜାନୁଆରୀ ୨୬ ତାରିଖ ଦିନ କୋହ୍ଲାସିଂ କ୍ରିକେଟ ଗ୍ରାଉଣ୍ଡ ରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି | ଏହି ମ୍ୟାଚ ରେ ଯାଜପୁର ଜିଲ୍ଲା ବିଭିନ୍ନ ଅଞ୍ଚଳ ରୁ ଷୋଳଟି ଟିମ ଅଂଶ ଗ୍ରହଣ କରିଥିଲେ | ପ୍ରଥମେ…
ପାଞ୍ଚ ଶହ ବର୍ଷ ଧରି ଯାହା ହୋଇପାରୁନଥିଲା ତାହା ୩ ବର୍ଷରେ କରି ଦେଖାଇଲେ ମୁଖ୍ୟମନ୍ତ୍ରୀ: ପାଣ୍ଡିଆନ
ବିଶ୍ୱ ଐତିହ୍ୟ ସହର ହେବ ପୁରୀ
ପୁରୀ ଜିଲ୍ଲା ପାଇଁ ୧୨୦୦ କୋଟି
ପୁରୀରେ ହେବ ଆନ୍ତର୍ଜାତିକ ବିମାନ ବନ୍ଦର
ଭୁବନେଶ୍ୱର-ପୁରୀ ଆଠ ଥାକିଆ ହେବ ରାସ୍ତା
ପୁରୀ ହେବ ଓଡ଼ିଶାର ଅର୍ଥନୈତିକ ମେରୁଦଣ୍ଡ
୫ଶହ ବର୍ଷ ଧରି ଯାହା ହୋଇନଥିଲା ୩ ବର୍ଷରେ…
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: କିଟରେ ଦୁଇଦିନିଆ ଓଡ଼ିଆ କବି ସମ୍ମିଳନୀ ଉଦ୍ଘାଟିତ
ଜୀବନର ପ୍ରଥମ କବିତା ହେଉଛି ଶ୍ୱାସ: ଭି. କେ. ପାଣ୍ଡିଆନ୍
ଭୁବନେଶ୍ୱର, ୪ । ୨: ଫେବୃଆରୀ ୩ତାରିଖରେ ଭୁବନେଶ୍ୱରରେ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ଆରମ୍ଭ ହୋଇଥିବା ବେଳେ ଏହାର ଅଂଶବିଶେଷ ଭାବେ କିଟରେ ୨ ଦିନିଆ ଓଡ଼ିଆ କବି ସମ୍ମିଳନୀ ଆଜି ଉଦ୍ଘାଟିତ ହୋଇଯାଇଛି। ଅପରାହ୍ନରେ ଏହାର…
ବରଗଡ଼ରେ ନୂଆଁ ଓ ଯୁବ ଓଡିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ।
ସାମିଲ ହେଲେ ଜିଲ୍ଲାର 10 ହଜାର ରୁ ଉର୍ଦ୍ଧ୍ବ କଲେଜ ଛାତ୍ରଛାତ୍ରୀ
ବରଗଡ :- ବରଗଡ଼ ଜମୂର୍ଡା ପଡ଼ିଆ ଠାରେ ଆଜି ଜିଲ୍ଲା ସ୍ତରୀୟ ନୂଆଁ-ଓ , ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି। ତେବେ ଆଜି ବରଗଡ଼ ଜିଲ୍ଲାର ସମସ୍ତ 12ଗୋଟି ବ୍ଲକର ପ୍ରାୟ ଦଶ ହଜାର ଛାତ୍ରଛାତ୍ରୀ ଏହି…
ସେଚାଞ୍ଚଳରେ ମହିଳା କୃଷକମାନଙ୍କର ଭାଗିଦାରିତା ବଢୁଛି-ଓଏଲଆଇସି ଅଧ୍ୟକ୍ଷ ଶ୍ରୀ ପତ୍ରୀ
ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷଙ୍କର ରାଉରକେଲା ଡିଭିଜନ ଗସ୍ତ
ଭୁବନେଶ୍ୱର:ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ତାଙ୍କର ୨ ଦିନିଆ ପଶ୍ଚିମ ଓଡିଶା ଗସ୍ତର ୨ୟ ଦିନରେ ଗତକାଲି ଶନିବାର ରାଉରକେଲା ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କରି ସେ କାର୍ଯ୍ୟାଳୟରେ ବିଭାଗୀୟ…
“ସଂଗୀତମୟ ପଚାଶ ବର୍ଷ ” କାର୍ଯ୍ୟକ୍ରମ ର ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
https://youtu.be/xTYtk4N0uVU
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଐତିହ୍ୟ ସମ୍ପନ୍ନ ସହର ପାରଳାଖେମୁଣ୍ଡିରେ ଜନ୍ମ ହୋଇ ଓଡିଶୀ ସଂଗୀତକୁ ସମୃଦ୍ଧ କରିବା ସହ ତା’ର ପ୍ରଚାର ଓ ପ୍ରସାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଗୁରୁ ପଣ୍ଡିତ ରଘୁନାଥ ପାତ୍ରଙ୍କ ସଂଗୀତ ଜୀବନର…
ନେମାଳ ମିନି ଷ୍ଟାଡିୟମରେ ଭେଟେରାନ୍ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ
ନିଶ୍ଚିନ୍ତକୋଇଲି କୁ ହରାଇ କଟକ ସଦର ବିଜେତା l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ସ୍ଥିତ ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ ମିନି ଷ୍ଟାଡ଼ିୟମ୍ ର ଉଦଘାଟନ ଉତ୍ସବରେ ପ୍ରଥମେ ନିଶ୍ଚିନ୍ତକୋଇଲି ଓ କଟକ ସଦର ଅଞ୍ଚଳର ଖେଳାଳୀ ମାନଙ୍କୁ ନେଇ ଏକ ଭେଟେରାନ୍…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅବଦାନ କୁ ସଫଳ କରିଲେ ବିଧାୟକ ଚନ୍ଦ୍ରସାରଥୀ ବେହେରା : ମହାପୁରୁଷ ଶ୍ରୀ…
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ସନ୍ନିକଟ ଚିତ୍ରୋତ୍ପଳା ନଦୀ ତଟରେ ଥିବା ଗୋଖରା ପଡ଼ିଆରେ ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ ମିନି ଷ୍ଟାଡ଼ିୟମର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଛି । କଟକ ଜିଲ୍ଲା ବିଜେଡ଼ି ସାଧାରଣ…