ବିଶାଲ ରାଲିରେ ଆଜି ନାମାଙ୍କନ ପ୍ରାର୍ଥୀ ଦାଖଲ କଲେ ଭବାନିପାଟଣା କଂଗ୍ରେସ ବିଧାୟକ ପ୍ରାଥୀ ସାଗର ଦାସ

0 2

ଭବାନୀପାଟଣା (ଶାସକ ପ୍ରଶାସକ )କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଆଜି କଂଗ୍ରେସ ର ବିଧାନସଭା ପ୍ରାର୍ଥୀ ସାଗର ଚରଣ ଦାସ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ସହର ଏକ ରାଜନୈତିକ ମାହଲ ସୃଷ୍ଟି ହୋଇଥଲା। କଳାହାଣ୍ଡିର ଇଷ୍ଟଦେବୀ ମାଁ ମାଣିକେଶ୍ଵରୀଙ୍କ ମନ୍ଦିରରୁ ପ୍ରଥମେ ପୂଜାର୍ଚ୍ଚନା କରି ଏକ ବିଶାଲ ରାଲିରେ ହଜାର ହଜାର ସମର୍ଥକଙ୍କ ସହ ସାଂସଦ ପ୍ରାର୍ଥୀନୀ ଦ୍ରୋପଦି ମାଝୀ ଓ ଯୁବ ବିଧାୟକ ପ୍ରାର୍ଥୀ ସାଗର ଚରଣ ଦାସ ବିଧାୟକ ପ୍ରାଥିକୁ ବହୁ ମାତ୍ର ବିଜୟ କରିବାକୁ ଅପିଲ କରିଥଲେ। ଶ୍ରୀସାଗର ଚରଣ ଦାସ ବିଧାୟକ ପ୍ରାର୍ଥୀ ଭାବେ ଭବାନୀପାଟଣା ସଦର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ହଜାର ହଜାର ସଂଖ୍ୟା ରେ ଯୋଗଦାନ କରିଥିଲେ କଳାହାଣ୍ଡି ର କଂଗ୍ରେସ କର୍ମୀ

Leave A Reply

Your email address will not be published.