Sign in
Sign in
Recover your password.
A password will be e-mailed to you.
କେନ୍ଦୁପତ୍ର ଅସ୍ଥାୟୀ କର୍ମଚାରୀଙ୍କ ବୈଠକ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )-ନବରଙ୍ଗପୁର (କେନ୍ଦୁପତ୍ର) ଡିଭିଜନର ଋତୁକାଳୀନ କର୍ମଚାରୀ ଓ ତୋଳାଳୀଙ୍କ ଏକ ବୈଠକ ଡାବୁ ଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ୧୧ ତାରିଖରେ ସମ୍ବଲପୁର ଚାରମାଳ ମହା ସମାବେଶ ଠାରେ କର୍ମଚାରୀ ଓ ତୋଳାଳୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ…
ମାଟିର ବରପୁତ୍ର କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ଉତ୍ସବ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା}: ଓଡ଼ିଶାର ଅନ୍ୟତମ ପ୍ରାଚୀନ ପବିତ୍ର ସାରସ୍ଵତ ପୀଠ ଭଞ୍ଜନଗର ଭଞ ସାହିତ୍ୟ ପରିଷଦରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ୭୯ତମ ସାମ୍ଵତ୍ସରିକ ଜୟନ୍ତୀ ସମାରୋହରେ ପବିତ୍ର ବସନ୍ତ ପଞ୍ଚମୀ ତିଥିରେ ବୁଧବାର ଦିନ ପାଳିତ ହୋଇଯାଇଛି।
ପାରମ୍ପରିକ ଭିତ୍ତିରେ ଵାଗଦେଵୀ…
ଦାରିଙ୍ଗବାଡ଼ି କଂଗ୍ରେସର ନିଆରା ବାହାଘର ଆୟୋଜିତ, ବିଜେପି ବରକୁ ବିଜେଡି କନ୍ୟା..
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ରାଜନୀତିରେ ନିଆରା ବାହାଘର, ବିଜେପି ବରକୁ ବିଜେଡି କନ୍ୟା । ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ଏକ ଭିନ୍ନ ଧରଣର ବିବାହ କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି । ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ…
ନବରଙ୍ଗପୁର ଜିଲ୍ଲା ଉତ୍କଳ ସମାଜ ପରିବାରର ବନ୍ଧୁମିଳନ କାର୍ଯ୍ୟକ୍ରମ |
ନବରଙ୍ଗପୁର ଅଶୋକ ସାହୁ, ଶାସକ ପ୍ରଶାସକ ତା ୧୪/୦୨-ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟରତ ଉତ୍କଳ ସମାଜ ଦୈନିକ ଖବର କାଗଜର ସମସ୍ତ ସାମ୍ବାଦିକ ମାନଙ୍କୁ ନେଇ ଉମରକୋଟ ସ୍ଥିତ ବ୍ଲକ କନଫରେନ୍ସ ହଲରେ ଆଜି ଉତ୍କଳ ସମାଜ ଜିଲ୍ଲା ସାମ୍ବାଦିକ ପରିବାରର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…
ମା ଦଣ୍ଡ କାଳୀ ମନ୍ଦିର ପୀଠରେ ନୂତନ ବହି ପୁଜନ ।
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )- ମନ୍ଦିରମାଳିନୀ ସହର ବେଲଗୁଣ୍ଠାରେ ବୁଧବାର ଦିନ ପବିତ୍ର ଶ୍ରୀପଞ୍ଚମୀ ଅବସରରେ ଆଗାମୀ ଦଣ୍ଡଯାତ୍ରା ଅବସରରେ ପରମ୍ପରା ଅନୁଯାୟୀ ଏଠାରେ ବିରାଜିତ ପୁରାତନ ଶ୍ରୀ ଶ୍ରୀ ଆନନ୍ଦ କବିଚନ୍ଦ୍ର ଦଣ୍ଡକାଳୀ ନାଟ୍ୟ ପରିଷଦ ଓ ଖଦାଳ ସାହି-ବାଙ୍କବଜାର ରୁଦ୍ର କାଳୀ ନାଟ୍ୟ…
ମୋଦି ସରକାର ଙ୍କ କୁଶାସନ ଓ ଜନବିରୋଧୀ ନୀତିକୁ ବିରୋଧ
୧୬ ଫେବୃୟାରୀ ଦେଶବ୍ୟାପୀ ଧର୍ମଘଟ ଓ ହରତାଳ କୁ ସଫଳ କରିବା ପାଇଁ ମିଳିତ ଟ୍ରେଡ୍ ୟୁନିୟନ ପକ୍ଷରୁ ମୋଟର ସାଇକେଲ ରାଲି , ଜନସାଧାରଣ ସାମିଲ ହେବାକୁ ଆହ୍ୱାନ।
ରାଉରକେଲା, (ବସନ୍ତ କୁମାର ଜେନା): କେନ୍ଦ୍ର ମୋଦି ସରକାର ଙ୍କ କୁଶାସନ, ଶ୍ରମିକ, କୃଷକ ଓ ଜନବିରୋଧୀ ନୀତି ବିରୋଧରେ ଦେଶର ସମସ୍ତ…
ଟ୍ରକ ଚାପାରେ ସଫେଇ କର୍ମଚାରୀ ମୃତ, କ୍ଷତିପୂରଣ ଦାବୀରେ ରାସ୍ତା ରୋକ
ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ)କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ସହରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ଏହି ଦୁର୍ଘଟଣାରେ ଶଙ୍ଖ ସାହିର ଆଉଟ ସର୍ସିଙ୍ଗ ଏନଏସି ସଫେଇ କର୍ମଚାରୀ ଶରତ ନାୟକ( 40)ଙ୍କ ମୃତ୍ୟୁ ଘଟିଛି l ସୂଚନା ଅନୁସାର ଆଜି ଅପରାହ୍ନ ପାଖପାଖି ଚାରି ଘଣ୍ଟିକା ସମୟରେ…
ଶ୍ରୀ ରାଧା ଗୋବିନ୍ଦ ଜୀୟୁଙ୍କ ବସନ୍ତ ଉତ୍ସବ
କେନ୍ଦ୍ରାପଡ଼ା,୧୫ା୨: କେନ୍ଦ୍ରାପଡା ଜିଲ୍ଲା ପ୍ରସିଦ୍ଧ ଆରାଧ୍ୟ ସହରର ଚାଟରାପାଟଣାସ୍ଥିତ ଶ୍ରୀ ରାଧା ଗୋବିନ୍ଦ ଜୀୟୁ ମନ୍ଦିରର ଶ୍ରୀ ରାଧା ଗୋବିନ୍ଦଙ୍କ ବସନ୍ତ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଅନୁଯାଇ ଓଢଣ ଷଷ୍ଠୀ ଠାରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ଶୀତ ଦାଉରୁ…
ରେଡିଓ ଭାବଗ୍ରାହୀରେ ବିଶ୍ୱ ରେଡିଓ ଦିବସ ପାଳିତ
କେନ୍ଦ୍ରାପଡା- ବାରୋ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନର ଅକ୍ଷୟ ମହାନ୍ତି କକ୍ଷରେ ଜିଲ୍ଲାର ଏକମାତ୍ର ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ଭାବଗ୍ରାହୀ ଆନୁକୁଲ୍ୟରେ ବିଶ୍ୱ ରେଡିଓ ଦିବସ ଯଥାବିଧି ପାଳିତ ହୋଇ ଯାଇଛି । କଳା ନିକେତନ ତଥା ରେଡିଓ ଭାବଗ୍ରାହୀର…
ବିଜେପି ପକ୍ଷରୁ “ଗାଁ କୁ ଚାଲ ଅଭିଯାନ” କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା ୧୫/୦୨(ଶାସକ ପ୍ରଶାସକ): ବିଜେପି କେନ୍ଦ୍ରାପଡ଼ା ନଗର ମଣ୍ଡଳ ତରଫରୁ "ଗାଁ କୁ ଚାଲ ଅଭିଯାନ" ପୌରାଞ୍ଚଳର ୨୦ ନମ୍ବର ୱାର୍ଡରେ ଆୟୋଜିତ ହୋଇଯାଇଛି l ନଗର ସଭାପତି ପ୍ରଭାତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲା ଉପସଭାପତି ଅଭିମନ୍ୟୁ ଗୋଛାୟତ, ଜିଲ୍ଲା ସାଧାରଣ ସମ୍ପାଦକ…