Sign in
Sign in
Recover your password.
A password will be e-mailed to you.
ବିଧାନସଭା ସ୍ତରୀୟ ମାଷ୍ଟର ପ୍ରଶିକ୍ଷକଙ୍କ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା, ୧୫/୦୨(ଶାସକ ପ୍ରଶାସକ): ଜିଲ୍ଲା ପ୍ରଶାସନ ପକ୍ଷରୁ ବିଧାନସଭାସ୍ତରୀୟ ମାଷ୍ଟର ପ୍ରଶିକ୍ଷକମାନଙ୍କର ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ…
ଗୁଣପୁରରେ ରାଜନୀତି, ବିଜେଡି ବିଜେପି ମଧ୍ୟରେ ବାହାଘର କରାଇଲା କଂଗ୍ରେସ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁରରେ ରାଜନୀତିର ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ବିଜେଡି-ବିଜେପି ମଧ୍ୟରେ ବାହାଘର କରାଇଛି କଂଗ୍ରେସ । କଂଗ୍ରେସ ଦଳର ଅଭିଯୋଗ ହେଲା, ଦୀର୍ଘ ବର୍ଷ ହେଲା ବିଜେଡି ଓ ବିଜେପି ସମ୍ପର୍କରେ ଅଛନ୍ତି । ତେଣୁ ପ୍ରତିକାତ୍ମକ ବିବାହରେ ସମ୍ପର୍କକୁ…
ବାଗ୍ଚୀ ଶ୍ରୀ ଶଂକର କ୍ୟାନସର ହସ୍ପିଟାଲ ଓ ଗବେଷଣା ପ୍ରତିଷ୍ଠାନ ଉଦ୍ଘାଟିତ
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡିଶା ଆଜି ସବୁ ରାଜ୍ୟ ପାଇଁ ଆଦର୍ଶ, ଗୁଣାତ୍ମକ ଓ ସୁଲଭ କ୍ୟାନସର ଚିକିତ୍ସା ପାଇଁ ଓଡିଶା ପୂର୍ବ ଭାରତରେ ଅଗ୍ରଣୀ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରଠାରେ ବାଗ୍ଚୀ ଶ୍ରୀ ଶଂକର କ୍ୟାନସର ହସ୍ପିଟାଲ ଓ ଗବେଷଣା…
ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ
ଭୁବନେଶ୍ବର,: ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଉଥିବା ବ୍ୟକ୍ତିଙ୍କ ତ୍ୟାଗ ଓ ସାହସର ସ୍ୱୀକୃତି ସ୍ୱରୂପ ସେମାନଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ଏହା ଦ୍ୱାରା ଅଙ୍ଗଦାନ କ୍ଷେତ୍ରରେ ବ୍ୟାପକ ସଚେତନତା ଆସିବା…
ଓଡିଶା ମିନିଗଲ୍ଫ୍ ଟିମ୍ ରେ ସୋଆର ୬ଜଣ ଛାତ୍ରଛାତ୍ରୀ ଓ ଜଣେ ଫ୍ୟାକଲ୍ଟି ମନୋନୀତ
ଭୁବନେଶ୍ୱର, ୧୫/୦୨: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ର ଛଅ ଜଣ ଛାତ୍ରଛାତ୍ରୀ ଓ ଜଣେ ଫ୍ୟାକଲ୍ଟି ଆସନ୍ତା ମାର୍ଚ୍ଚ ମାସ ୩ ତାରିଖ ରୁ ୬ ତାରିଖ ପର୍ଯ୍ୟନ୍ତ ନାଗପୁରଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ପୁରୁଷ ଓ ମହିଳା ମିନି ଗଲ୍ଫ ଚାମ୍ପିଅନ୍ସିପ୍ରେ ଭାଗ ନେବା ନିମନ୍ତେ…
ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ ସୋଆ କବାଡି ଟିମକୁ ଦ୍ୱିତୀୟ ସ୍ଥାନ
ଅଭିନନ୍ଦନ ଜଣାଇଲେ ସୋଆ ପ୍ରତିଷ୍ଠାତା ସଭାପତି
ଭୁବନେଶ୍ୱର, ୧୫/୦୨: ଗତ ଫେବୃୟାରୀ ୧୩ ତାରିଖ ଦିନ କଟକରେ ଶେଷ ହୋଇଥିବା ଦ୍ୱିତୀୟ ଓଡିଶା ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବବିଦ୍ୟାଳୟର ପୁରୁଷ କବାଡି ଦଳ ଦ୍ୱିତୀୟ ସ୍ଥାନ ଅଧିକାର କରିଛି।…
କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଅଗ୍ରଣୀ ଟେକ୍ନୋଲୋଜି ସଂସ୍ଥା ଓ ଏନଏସଡିସି ମଧ୍ୟରେ ଏମଓୟୁ
ଗୁଗଲ୍, ମାଇକ୍ରୋସଫ୍ଟ ଭଳି ୧୫ଟି ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ସହ ଏମଓୟୁ ଭାରତର ଯୁବଶକ୍ତିଙ୍କୁ ଦକ୍ଷ ଏବଂ ସଶକ୍ତ କରିବ -ଧର୍ମେନ୍ଦ୍ର ପ୍ରଧାନ
• ଗୁଗୁଲ, ମାଇକ୍ରୋସଫ୍ଟ. ଫ୍ଲିପକାର୍ଟ, ଟିମ୍ ଲିଜ୍, ଅପଗ୍ରେଡ, ରିଲାଏନ୍ସ ଫାଉଣ୍ଡେସନ, ହନିଓ୍ୱେଲ, ଇନୋଫୋସିସ ସହ ଏନଏସଡିସି ସହ ଏମଓୟୁ…
ସ୍ଵତନ୍ତ୍ର ଉନ୍ନୟନ ପରିଷଦ, ରାୟଗଡ଼ ଆନୁକୂଲ୍ୟରେ ବାଦ୍ୟ ଯନ୍ତ୍ର ଉପକରଣ ବିତରଣ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଆନୁକୂଲ୍ୟରେ ପଞ୍ଚାୟତ ସମିତି ଗୁଣପୁର ଠାରେ ଜନଜାତି ଲୋକଙ୍କ କଳା ଓ ସଂସ୍କୃତିର ବିକାଶପାଇଁ ବାଦ୍ୟ ଯନ୍ତ୍ର ଉପକରଣ ବିତରଣ କାର୍ଯ୍ୟକ୍ରମ ପଞ୍ଚାୟତ…
ଓଡିଶାର ସ୍ୱାର୍ଥ ଏବଂ ବିକାଶ ପାଇଁ ନିସ୍ୱାର୍ଥପର କାର୍ଯ୍ୟ କରିବି : ଅଶ୍ୱିନୀ ବୈଷ୍ଣବ
ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ
ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ବିଧାୟକ ଏବଂ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତିରେ ଦାଖଲ କଲେ ନାମାଙ୍କନ ପତ୍ର
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା…
ରାଜ୍ୟ ବାହାରକୁ ୩୦ଲକ୍ଷ ଯୁବକ ଯୁବତୀ ଦାଦନ ଖଟିବାକୁ ଯିବା ଓଡ଼ିଶା ଶିଳ୍ପର ‘ବିକାଶ ନା ବିଫଳତା’? : ଦିଲୀପ ମଲ୍ଲିକ
ନୂଆ ଲୋକଙ୍କ ମୁହଁରେ ନୂଆ ମିଛ କୁହାନ୍ତି ମୁଖ୍ୟମନ୍ତ୍ରୀ
ରାଜ୍ୟର ଶିଳ୍ପାଂଚଳ ବର୍ତମାନ ‘ୱେୟାର ହାଉସ’(ଗୋଦାମ ଘର)ରେ ପରିଣତ ହୋଇଛି
ରାଜ୍ୟ ସରକାରଙ୍କ ଅହେତୁକ ଅନୁକମ୍ପା କାରଣରୁ ଶିଳ୍ପଦ୍ୟୋଗୀମାନେ ଶିଳ୍ପ ପ୍ରତିଷ୍ଠା ନକରି କେବଳ ଜମି ହଡପରେ ଲିପ୍ତ ରହୁଛନ୍ତି…