ଚୋରଙ୍କ ଦୋୖରାତ୍ମ୍ୟ ଥମିବା ନାଁ ଧରୁନି, ଥାନାକୁ ଦୋୖଡି ଦୋୖଡି ନୟାନ୍ତ ଗ୍ରାମବାସୀ

ଢ଼େଙ୍କାନାଳ / ରବିନ୍ ଦାସ ; ଦୀର୍ଘ ଦିନ ହେବ ଭୁବନ ଥାନା ଅଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଛି ଚୋରି ଡକାୟତି ଯାହାକୁ ନେଇ ଆତଙ୍କିତ ଅଞ୍ଚଳବାସୀ । ବିଶେଷକରି ବାଲିବୋ ଗ୍ରାମରେ ଏହାର ପ୍ରାଦୁର୍ଭାବ ମାତ୍ରାଧିକ ନଜର ଆସୁଛି ଏବଂ ଏନେଇ ଭୁବନ ଥାନାରେ ବହୁ ଅଭିଯୋଗ ମଧ୍ୟ ରହିଛି । ଘରେ ବାହାରେ…

ବିଭିନ୍ନ ସ୍ଥାନରେ ସରସ୍ଵତୀ ପୂଜା ମହାସମାରୋହରେ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିରରେ ୩୪ତମ ସରସ୍ଵତୀ ପୂଜା ମହା ସମାରୋହରେ ପାଳିତ ହୋଇଥିଲା । ପ୍ରାତଃ ୮.୦୦ଘ ସମୟରେ ଛାତ୍ରଛାତ୍ରୀ ତଥା ପୁରୋହିତଙ୍କ ଦ୍ଵାରା ମାଁ ଙ୍କ ଆବାହନ , ପୂଜନ ଏବଂ ହୋମ , ପୂଷ୍ପାଞ୍ଜଳି କାର୍ଯ୍ୟକ୍ରମ…

ବିଦ୍ୟାଳୟ ପରିଚାଳନା କମିଟି ଓ ପୁରାତନ ଛାତ୍ର ସଂସଦଙ୍କ ବିଦ୍ୟାଳୟ ନିର୍ମାଣ ସମୀକ୍ଷା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ମହେନ୍ଦ୍ରଗିରି ସରକାରୀ (ପୌର) ଉଚ୍ଚ ବିଦ୍ୟାଳୟ ଭାରତ ସରକାରଙ୍କ ଦ୍ୱାରା ନୂତନ କୋଠା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ନିର୍ମାଣ ପାଇଁ ଅନୁମୋଦିତ ହୋଇଛି। ଏହାର ନିର୍ମାଣ କାମ ଜୋରସୋରରେ ଚାଲିଛି।…

ନୂତନ ବନଖଣ୍ଡ ଅଧିକାରୀଙ୍କ ଯୋଗଦାନ l

ରାୟଗଡ:- ତ ୧୪.୦୨.୨୦୨୪ ରିଖ ରେ ଶ୍ରୀ ଓହୋଲ ସଚିନ ଆନ୍ନାସାହେବ,ଆଇ.ଏଫ.ଏସ ( ୨୦୨୧ ବ୍ୟାଚ ) ରାୟଗଡ଼ ବନଖଣ୍ଡ ର ନୂତନ ବନଖଣ୍ଡ ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ସେ ଶ୍ରୀ ଏସ. ଆନନ୍ଦ, ଆଇ.ଏଫ.ଏସଙ୍କ ଠାରୁ ଭାର ଗ୍ରହଣ କରିଛନ୍ତି । ଏସ ଆନନ୍ଦ ଗଜପତି ଓ ରାୟଗଡ ଦୁଇଟି ଜିଲ୍ଲାରେ ଗତ…

ପୁଲୱ।ମା ସହିଦ୍ ଙ୍କ ସ୍ମୁତି ରେ ଭଞ୍ଜନଗରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

 ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ଭାରତ ସୀମା ରେ ଦେଶ ପାଇଁ ନିଜ ପ୍ରାଣକୁ ଉତ୍ସର୍ଗ କରିଦେଇଥିବା ବୀର ଯବାନଙ୍କ ବଳିଦାନ ଅତୁଳନୀୟ। ଗତ ୨୦୧୯ ମସିହାରେ ଜାମୁ କାଶ୍ମୀରର ପୁଲୱାମା ଠାରେ ହୋଇଥିବା ଆତଙ୍କି ହାମଲାରେ ଭାରତୀୟ ଯବାନଙ୍କ ବଳିଦାନ କୁ ଦେଶ କେବେ ମଧ୍ୟ ଭୁଲିବ ନାହିଁ। ସେହି ସାହାସୀ…

‘ଆମ ବସ୍‌ ଷ୍ଟାଣ୍ଡ’ ଯୋଜନାରେ ୧୩ଟି ଜିଲ୍ଲାରେ ୨୦ଟି ନବନିର୍ମିତ ବସ୍‌ ଷ୍ଟାଣ୍ଡ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଯୋଗାଯୋଗ ହେଉଛି ବିକାଶର ଆଧାର, ଆମ ଅର୍ଥନୀତିର ମୁଖ୍ୟ ଶକ୍ତି, ସାଧାରଣ ପରିବହନ ବ୍ୟବସ୍ଥାକୁ ବହୁଳ ଭାବେ ବ୍ୟବହାର କରିବା ପାଇଁ ବ୍ୟାପକ ସଚେତନତା ଆବଶ୍ୟକ– ମୁଖ୍ୟମନ୍ତ୍ରୀ ସହରର ପରିଚୟ ସୃଷ୍ଟି କରିବାରେ ବସ୍‌ ଷ୍ଟାଣ୍ଡର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ, ବସ୍‌ ଷ୍ଟାଣ୍ଡ ଗୁଡିକ…

ପଦ୍ମପୁର ରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l

ପଦ୍ମପୁର :- ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ରାଜାଜୀ ଟାଉନ ହଲ ରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କୁ ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ଏନ୍.ଏ.ସି. ଅଧ୍ୟକ୍ଷା…

ଅର୍ଦ୍ଧ ନିର୍ମିତ ଓଭର ବ୍ରିଜ କୁ ସଂପୂର୍ଣ୍ଣ କରିବା ପାଇଁ ଭୂମି ପୂଜନ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ।

ମୟୂରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ (ଶାସକ ପ୍ରଶାସକ) :: ମୟୁରଭଂଜ ଜିଲ୍ଲା ତିନିରାଜ୍ୟ ସୀମାନ୍ତ ୧୮ ଓ ୪୯ ନମ୍ବର ଜାତୀୟ ରାଜପଥର ମିଶ୍ରଣ ସ୍ଥଳୀ ଝାରପୋଖରିଆ ଠାରେ ନିର୍ମାଣ ହୋଇଥିବା ଅର୍ଦ୍ଧନିର୍ମିତ ଓଭର ବ୍ରିଜ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା କୁ ନେଇ ଭୂମି ପୂଜନ କଲେ…

କେନ୍ଦ୍ରାପଡାରେ ଉଦ୍ଘାଟିତ ହେଲା ରୋଲେକ୍କ ସର୍କସ

କେନ୍ଦ୍ରାପଡ଼ା, ୧୪ା୨: କେନ୍ଦ୍ରାପଡା ସହର ଉପକଣ୍ଠ ଗୁଲନଗର ପଞ୍ଚାୟତର ସୁଜାନଗର ଗ୍ରାମରେ ଥିବା ବାଲିଯାତ୍ରା ପଡିଆରେ ଏନ୍.କେ. ରୋଲେକ୍କ ସର୍କସ ଉଦ୍ଘାଟିତ ହୋଇଯାଇଛି । ଏହାକୁ ମୁଖ୍ୟ ଅତିଥି ଭାବରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଯୋଗଦେଇ ଉଦଘାଟନ କରି କହିଲେ ଯେ ଆଧୂନିକ ଯୁଗରେ…

ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଝାରସୁଗୁଡାରେ ଜାତୀୟ ସଡକ ସୁରକ୍ଷା ମାସ ପାଳନ

ତୃଣମୂଳ ସ୍ତରର ସଚେତନତା ପ୍ରୟାସ ୨୫,୦୦୦ ରୁ ଅଧିକ ବ୍ୟକ୍ତିଙ୍କ ନିକଟରେ ପହଂଚିଛି । ଝାରସୁଗୁଡା, ଓଡିଶା; ୧୪ ଫେବୃଆରୀ, ୨୦୨୪: ଭାରତର ସର୍ବ ବୃହତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍, ଝରସୁଗୁଡାବିରେ ଏହାର କାର୍ଯ୍ୟ ପରିସରରେ ଜାତୀୟ ସଡକ ସୁରକ୍ଷା ମାସ ପାଳନ କରଛି, ଯେଉଁଥିରେ…