ମାର୍ଚ୍ଚ ୩ରେ ନୟାଗଡ଼ ସାହିତ୍ୟ ଉତ୍ସବ, ପ୍ରସ୍ତୁତି ବୈଠକରେ ରୂପରେଖ ପ୍ରସ୍ତୁତ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ଆନୁକୂଲ୍ୟରେ ଆୟୋଜିତ ହେଉଛି ଜିଲ୍ଲାର ସର୍ବବୃହତ୍ ସାରସ୍ୱତ ସମାବେଶ ତୃତୀୟ ନୟାଗଡ଼ ସାହିତ୍ୟ ଉତ୍ସବ। ଆଜି ଅପରାହ୍ଣରେ ସ୍ଥାନୀୟ ସିନ୍ଦୁରିଆ ବିଦ୍ୟାଳୟ ପ୍ରାଙ୍ଗଣରେ ଏ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବାବେଳେ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ରେ ଡାବୁଗାଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପୁରସ୍କୃତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବ୍ଲକ ସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛି।ନବରଙ୍ଗପୁର ଜିଲ୍ଲା ରେ ଆଜି ଅନୁଷ୍ଠିତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର କାର୍ଯ୍ୟକ୍ରମରେ ଡାବୁଗାଁ ବ୍ଲକ ର ଶ୍ରେଷ୍ଠ ୩…

ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟର ଭାଇସ ପ୍ରିନ୍ସିପାଲଙ୍କୁ ଫାର୍ମାସିରେ ପିଏଚଡ଼ି

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟର ଭାଇସ ପ୍ରିନ୍ସିପାଲ ପ୍ରଫେସର ଡଃ. କାହ୍ନୁଚରଣ ପାଣିଗ୍ରାହୀଙ୍କୁ ସମ୍ମାନଜନକ PhD ଉପାଧିରେ ସମ୍ମାନିତ କରାଯାଇଛି । ଏହି ଉପାଧି ବିପିୟୁଟିର ୧୦ମ ସମାବର୍ତ୍ତନ ଉତ୍ସବରେ ରାଜ୍ଯପାଳ ଶ୍ରୀଯୁକ୍ତ ରଘୁବର ଦାସ ,…

ମା ବସ୍ଥରେନ କ୍ରିକେଟ କ୍ଲବ ପକ୍ଷରୁ ତ୍ରିଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଫତକାବାହାଳୀକୁ ହରାଇ ରାକ୍ସି ବିଜୟୀ ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଗାଡେବନ୍ଦ ପଞ୍ଚାୟତ ଫତକାଵାହାଲି ଗ୍ରାମରେ ୨୧ତମ ମା ବସ୍ତେରେନ କ୍ରିକେଟ କ୍ଲବ ପକ୍ଷରୁ ତ୍ରିଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉଦଯାପନୀ କାର୍ଯ୍ୟକ୍ରମରେ…

ବରଗଡ ଜିଲ୍ଲାରେ ଦୁଇ ଗୋଟି ନୂଆ ଏନ.ଏ.ସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

https://youtu.be/CBY6x3wRsno ଉପନିର୍ବାଚନ ରେ ଦେଇଥିବା ପ୍ରତିଶ୍ରୁତି ପୂରଣ କଲେ ମୁଖ୍ୟମନ୍ତ୍ରୀ :-ବିଧାୟିକା ବର୍ଷା ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଲେ ଅଞ୍ଚଳ ବାସୀ ବରଗଡ :- ବରଗଡ ଜିଲ୍ଲାରେ ରେ ଆଜି ନୂତନ ଭାବରେ ଦୁଇ ଗୋଟି ନୁଆଁ ଏନ.ଏ.ସି ( ବିଜ୍ଞାପିତ ଅଞ୍ଚଳ ପରିଷଦ ) ଗଠନ…

ଗୌତମବୁଦ୍ଧଙ୍କୁ ଅତିରିକ୍ତ ଭାବେ ପାଲଲହଡା ବିଧାନସଭା ନିର୍ବାଚନମଣ୍ଡଳୀ ଦାୟିତ୍ୱ

ଭୁବନେଶ୍ୱର : ବିଜୁ ଜନତା ଦଳର ଯୁବ ନେତା ଗୌତମବୁଦ୍ଧ ଦାସଙ୍କୁ ପାଲଲହଡା ବିଧାନସଭା ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ | ସେ ପୂର୍ବରୁ ଥିବା ଦେବଗଡ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ସହ ଏହି ନୂତନ ଦାୟିତ୍ୱ ଅତିରିକ୍ତ ଭାବେ…

ଦେବଗଡ଼ ଜିଲ୍ଲା ନାଗରିକ କମିଟିର ବୌଦ୍ଧିକ ଆଲୋଚନା ଚକ୍ରରେ କେନ୍ଦ୍ରମନ୍ତ୍ରୀ

ଉନ୍ନତ କୃଷି, ଜ୍ଞାନ, ପର୍ଯ୍ୟଟନ ଓ ଶିଳ୍ପାୟନ ମାଧ୍ୟମରେ ବିକାଶର ପେଣ୍ଠସ୍ଥଳୀ ହେବ ଦେବଗଡ଼ - ଧର୍ମେନ୍ଦ୍ର ପ୍ରଧାନ • “ଦେବଗଡ଼ ଜିଲ୍ଲାର ବର୍ତ୍ତମାନ ଓ ଭବିଷ୍ୟତ” ଉପରେ ମତ ରଖିଲେ କେନ୍ଦ୍ରମନ୍ତ୍ରୀ • ଦେବଗଡରେ ସ୍ୱାସ୍ଥ୍ୟ ସମସ୍ୟା, ଶିଶୁଙ୍କ ଅପପୁଷ୍ଟି ଓ ରକ୍ତହୀନତା ସମସ୍ୟା…

ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବା ପାଇଁ “ଟେଲିମାନସ’ ସେବା

୧୪୪୧୬ ନମ୍ବରରେ କଲ୍ କରି ଛାତ୍ରଛାତ୍ରୀ ନେଇ ପାରିବେ ସହାୟତା ସ୍ୱାସ୍ଥ୍ୟ ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମିଳିତ ପ୍ରୟାସ ଭୁବନେଶ୍ୱର: ରାଜ୍ୟରେ ଏବେ ମାଟ୍ରିକ ପରୀକ୍ଷା ଚାଲୁଥିବାବେଳେ ଆଗାମୀ ଦିନରେ ଅନ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବାକୁ ଯାଉଛିା…

ଦେବଗଡ଼ରେ ଚଷା ସମାଜ ଏବଂ ପଛୁଆ ବର୍ଗ ସମାଜର ବନ୍ଧୁ ମିଳନରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

ସମାଜକୁ ଆଗକୁ ନେବାକୁ ହେଲେ ସବୁ ବର୍ଗର ଲୋକଙ୍କୁ ସାଙ୍ଗରେ ନେବାକୁ ପଡିବ - ଧର୍ମେନ୍ଦ୍ର ପ୍ରଧାନ • ଚାଷୀ ଭାଇ ଭଉଣୀଙ୍କ ସହ ମିଶି ଭୋଜନ କଲେ କେନ୍ଦ୍ରମନ୍ତ୍ରୀ • ଦେବଗଡ଼ ସହ ମୋର ସମ୍ପର୍କ ବହୁତ ପୁରୁଣା, ଏହି ସ୍ଥାନକୁ ଆସିଲେ ମୋର ଆତ୍ମବିଶ୍ୱାସ ବଢେ • ଦେବଗଡକୁ ଜ୍ଞାନ ଓ…

ଭଞ୍ଜନଗରରେ ଅର୍ଥମନ୍ତ୍ରୀ ଙ୍କ ବହୁମୁଖି ଉନ୍ନୟନମୂଳକ କାର୍ଯ୍ୟକ୍ରମ

ଭଞ୍ଜନଗରରୁ ( ଉଦୟନାଥ ପଣ୍ଡା ): ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଙ୍କ ଦ୍ଵାରା ଆଜି ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଭିନ୍ନଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି । ଏଥିସହ ସାବିତ୍ରୀ ମହିଳା ମହାବିଦ୍ୟାଳୟ ର ନୂତନ କୋଠା, ଗାନ୍ଧୀ ସ୍ମୃତି ଭବନର…