କାଳବୈଶାଖୀ ନେଲା ଜୀବନ

3

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ଆଜି ପ୍ରାୟ 3ଘଂଟିକା ସମୟରେ ଅଦିନିଆ କାଳ ବୈଶାଖୀ ପବନ ସହ ଘଡଘଡି ସହ କଳା ମେଘ ଢାଙ୍କି ଆସିଥିଲା ଓ ମହିଳାଙ୍କ ଜୀବନ ନେଇଥିଲା ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର ଗତ ନକଟିଗୁଡା ପଞ୍ଚାୟତ ସାନମାଟିକଣା ଗ୍ରାମରେ ପବନ ଓ ଗଡ଼ଗଡି ସମୟରେ ପବନ ହେଉଥିବା ହେତୁ ସାନମାଟିକଣା ଗ୍ରାମରେ ସାହି ନିକଟସ୍ତ ଆମ୍ବ ଟୁଟରେ କିଛି ପୁରୁଷ ଓ ମହିଳା ଆମ୍ବ କାଡିବା ପାଇ ଯାଇଥିଲେ ହଟାତ ଗଡ଼ଗଡି ସହ ପ୍ରବଳ ବର୍ଷା ହେଇଥିଲା ସେହି ସମୟରେ ଆମ୍ବ କାଡିବା ସମୟରେ ହଇକ ମାଝୀ ବୟସ 39 ହେଇଥିବା ବେଳେ ତାଙ୍କ ଉପରେ ବର୍ଜପାତ ବିଜୁଳି ମାରିଥିଲା ସେହି ସ୍ଥାନରେ ହି ହଇକ ମାଝୀ ଙ୍କ ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଥିଲା

Leave A Reply

Your email address will not be published.