ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫରୁ ସେବା କାର୍ଯ୍ୟ

ରାଉରକେଲା: ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫରୁ ସେକ୍ଟର ୮ ସ୍ଥିତ ଆଶାର ଆଲୋକ ଅନୁଷ୍ଠାନ ଏବଂ ଶ୍ରଦ୍ଧା ଅନୁଷ୍ଠାନ , ସେକ୍ଟର ୧୬ ର ଅନ୍ତେବାସୀଙ୍କ ସୁଖଦୁଖର ଖବର ନେବା ସହ ସମସ୍ତ ଅନ୍ତେବାସୀଙ୍କ ପାଇଁ ଜଳଖିଆ ବନ୍ଦୋବସ୍ତ କରାଯାଇଥିଲା । ସଂଗଠନ ର ସଭାପତି ବିଶ୍ବଜିତ ରାଉତ ଙ୍କ…

ସେମରକ୍ ପ୍ଲେ ସ୍କୁଲ ଏବଂ ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ।

ରାଉରକେଲା(ବସନ୍ତ କୁମାର ଜେନା): ବଣାଇଁ ବ୍ଲକ ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମରେ ଥିବା ସେମରକ୍ ପ୍ଲେ ସ୍କୁଲ ଏବଂ ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ବଣାଇଁ ରାଜା ସାହେବ ବୀର କେଶରୀ ଇନ୍ଦ୍ର ଦେଓ ଦେଵ ମୁଖ୍ୟ ଅତିଥି ଭାବେ…

କଟୁରୀଧୁଆ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ, ବକୁଳ ବଣର ଗୋପବନ୍ଧୁ ପର୍ଶୁରାମ ବାରିକ

ରାଉରକେଲା(ବସନ୍ତ କୁମାର ଜେନା): ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକ କଟୁରୀଧୁଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କମଲ ଲାକ୍ରା, ସୁନ୍ଦର ଗଡ଼ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଯୋଗ ଦେଇଥିଲାବେଳେ ଦେବବ୍ରତ ନାୟକ…

ସ୍ଥାନୀୟ ଶ୍ରମିକଙ୍କୁ ଛଟେଇ ନେଇ ଭାସ୍କର ସ୍ପଞ୍ଜ କାରଖାନା ସମ୍ମୁଖରେ ଶ୍ରମିକଙ୍କ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ ।

ରାଉରକେଲା(ବସନ୍ତ କୁମାର ଜେନା): ବଣାଇଁ ଉପଖଣ୍ଡ ତୁମକେଲା ନିକଟରେ ଥିବା ଭାସ୍କର ପ୍ଲାଣ୍ଟରେ କାର୍ଯ୍ଯରତ ଥିବା ଶ୍ରମିକଙ୍କୁ ଛଟେଇ ନେଇ ଗେଟ୍ ସାମ୍ନାରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ପୁନଃ ନିଯୁକ୍ତି ସହ ସ୍ଥାୟୀ ଚାକିରୀ ଦାବିରେ ଏହି ଧାରଣା ଦିଆ ଯାଇଥିବା ବେଳେ ହକ୍ ନ ମିଳିବା…

ଓଡିଶାରୁ ‘ଛାୟା ସରକାର’ ବିତାଡିତ ହେବା ଜରୁରୀ : ମନମୋହନ ସାମଲ

 ପୂର୍ବତନ ବରୀ ବିଧାୟକ ଦେବାଶିଷ ନାୟକ ଓ ବରିଷ୍ଠ କଂଗ୍ରେସ ନେତା ନିହାର ରଞ୍ଜନ ମହାନନ୍ଦଙ୍କ ବିଜେପିରେ ଯୋଗଦାନ ଭୁବନେଶ୍ୱର,ତା.୨୫/୦୨: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପାଇଁ ଦେଶରେ ଅଭୁତପୂର୍ବ ଜନଜାଗରଣ ସୃଷ୍ଟି ହୋଇଛି । “ଶ୍ରେଷ୍ଠ ଭାରତ, ଶ୍ରେଷ୍ଠ ଓଡ଼ିଶା ଗଠନର…

ସୋହେଲା ରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବ ଅନୁଷ୍ଠିତ l

ପଦ୍ମପୁର :- ସୋହେଲା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବରଗଡ଼ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଭବ୍ଯ ସମାରୋହରେ ଜିଲ୍ଲା ଶିକ୍ଷାଅଧିକାରୀ ମିତ୍ରଭାନୁ କଚ୍ଛପ ଅଧ୍ୟକ୍ଷତା କରିଥିଲେ । ମୁଖ୍ଯ ଅତିଥି ପଦ୍ମପୁର ବିଧାୟିକା ବର୍ଷା ସିଂ…

ସୁବର୍ଣ୍ଣପୁର ର ବୀରମହାରାଜପୁର କୁ NAC ଘୋଷଣା କଲେ ମୁଖ୍ୟମନ୍ତ୍ରୀ .

ଭୁବନେଶ୍ବର: ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜାପୁର ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି |  ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଗତକାଲି 34 ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ବିଷୟ ଘୋଷଣା କରିଥିଲେ |  ବୀରମହାରାଜପୁର…

ଗୁଣପୁରର ବଂଶଧାରାର ପବିତ୍ର ସଙ୍ଗମ ସ୍ଥଳୀରେ ମାଘ ବୁଡ଼ ଏବଂ ଗଙ୍ଗା ଆଳତି ଅନୁଷ୍ଠିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସ୍ଥାନୀୟ ଲିମାମେଡା ଗ୍ରାମ ନିକଟରେ ଥିବା ଦକ୍ଷିଣ ଓଡ଼ିଶାର ଏକମାତ୍ର ତ୍ରିବେଣୀ ସଙ୍ଗମସ୍ଥାନ ରେ ଶନିବାର ମାଘ ପୂର୍ଣ୍ଣିମା ଅବସରରେ ବୁଡ଼ ପକାଇବା ସହ ହୋମ ଯଜ୍ଞ ଓ ଗଙ୍ଗା ଆଳତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଠାରେ ବଂଶଧାରା, ପୁରାଣ ବର୍ଣ୍ଣିତ…

ବିଜେଡି ଟିକଟ ପାଇଁ ପ୍ରାୟ ୧୦୦୦୦ରୁ ଅଧିକ ଲୋକ କଲେଣି ଆବେଦନ : ପ୍ରଣବ ପ୍ରକାଶ ଦାସ

ବହୁ ସଂଖ୍ୟକ ପେଶାଦାର ବ୍ୟକ୍ତି ଏବଂ ଜାତୀୟ ରାଜନୈତିକ ଦଳମାନଙ୍କର ନେତା ବି ଆବେଦନ କରିଛନ୍ତି ଟିକଟ ଚିନ୍ତାରେ ଦଳୀୟ ବିଧାୟକ ଓ ନେତା , ଟିକେଟ ପାଇବେ ନା ବାହାରୁ ଆସି ମାରିନେବେ ଟିକେଟ ଭୁବନେଶ୍ୱର : ବିଜେଡି ପ୍ରାର୍ଥୀ ହେବାପାଇଁ ପ୍ରାୟ ୧୦୦୦୦ରୁ ଅଧିକ ଲୋକ ଆବେଦନ…

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପୂର୍ବରୁ ବିଧାୟକଙ୍କ ଷ୍ଟେସନ ପରିଦର୍ଶନ

https://youtu.be/X5qx33Gx1Ns ପାରଳାଖେମୁଣ୍ଡି : ଆସନ୍ତା ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମୃତ ଷ୍ଟେସନ ଯୋଜନା ରେ ପାରଳାଖେମୁଣ୍ଡି ରେଳ ଷ୍ଟେସନ ନବୀକରଣ ର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅଭାସି ମାଧ୍ୟମରେ ଯୋଗ ଦେବେ ତେବେ ଏହା…