ଖଲିକୋଟ ରେ ନୂତନ ମଧୁବାବୁ ଭତ୍ତା କାର୍ଡ ବଣ୍ଟନର ଶୁଭାରମ୍ଭ।

ଖଲ୍ଲିକୋଟ,/ଶିବରାମ ଜେନା: ପଞ୍ଚାୟତ ସମିତି ଆନୁକୁଲ୍ୟରେ ନୂତନ ମଧୁବାବୁ ଭତ୍ତା କାର୍ଡ ବଣ୍ଟନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏ ପରିପ୍ରେକ୍ଷୀରେ ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରୁ ବହୁ ଦୂରଦୂରାନ୍ତରୁ , ୨୯ ଗୋଟି ପଞ୍ଚାୟତର ହିତାଧିକାରୀ ମାନେ ଉପସ୍ଥିତ ଥିଲେ ବୋଲି…

ଜୋର ଧରିଲା ବାଣପୁରକୁ ରାଜସ୍ୱ ଉପଖଣ୍ଡ ଦାବି ସଚିବାଳୟ ପର୍ଯ୍ୟନ୍ତ ପଦଯାତ୍ରା କରିବେ ଯୁବ ସମାଜସେବୀ ଶେଷଦେବ

ବାଣପୁର (ସେକ କୌସର ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳକୁ ରାଜସ୍ୱ ଉପଖଣ୍ଡ ଦାବି ଜୋର ଧରିଛି। ଦୀର୍ଘ ଦିନ ଧରି ଚାଲିଥିବା ଏହି ଦାବିକୁ ଆଗକୁ ବଢେଇବା ପାଇଁ ଯୁବ ସମାଜସେବୀ ଶେଷଦେବ ବରାଳ ପ୍ରସ୍ତୁତ ହୋଇଛନ୍ତି। ଅଭିନବ ଉପାୟରେ ଏହି ଦାବିକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ଶେଷଦେବ…

ଅଜଣା ଗାଡି ଧକ୍କାରେ ବାଇକ ଚାଳକ ଙ୍କ ମୃତ୍ୟୁ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ):  ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବଡ ଓଲମା ଗ୍ରାମ ନିକଟରେ ରବିବାର ରାତ୍ର ପ୍ରାୟ 9 ଘଣ୍ଟ ସମୟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଚାଳକ ଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଛାଲିପିଟ୍ଟା…

ନୂଆଦିଲ୍ଲୀ ଠାରେ ସ୍ୱୟମ୍ ପ୍ଲସ ପ୍ଲାଟଫର୍ମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଟେକ୍ନୋଲୋଜି ଜରିଆରେ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଶିକ୍ଷା ଉପଲବ୍ଧ କରାଇବା ଲକ୍ଷ୍ୟ – ଧର୍ମେନ୍ଦ୍ର ପ୍ରଧାନ • ସ୍ୱୟମ୍ ଏକ ବୃହତ ଓପନ୍ ଅଲାଇନ କୋର୍ସ, ଯାହା ବହୁ ଶିକ୍ଷାର୍ଥୀଙ୍କ ପାଇଁ ଶିକ୍ଷା ସୁଯୋଗ ପ୍ରଦାନ କରୁଛି • ସେମି-କଣ୍ଡକ୍ଟର ଏବଂ ଏଆଇ ଭଳି ଭବିଷ୍ୟତର ପାଠ୍ୟକ୍ରମ ପ୍ରଦାନ…

ପଦ୍ମପୁର ଡ଼ିଗ୍ରୀ ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ପଦ୍ମପୁର:- ସ୍ଥାନୀୟ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା କ୍ଳବ୍ ଗଠନ କରାଯାଇ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ରାଣୀ ନାଥଙ୍କ ସଭାପତିତ୍ବରେ ଆତ୍ମସୁରକ୍ଷା ଶିବିର ଉଦ୍‌ଘାଟିତ ହେଲା। ଏହି କାର୍ଯ୍ୟକ୍ରମକୁ ନୋଡାଲ ଅଫିସର ଡ଼. ଚନ୍ଦ୍ରିକା ଭୋଇ ଓ ସହ ସଂଯୋଜିକା ସୁଶ୍ରୀ ସଂଗୀତା…

ମିଶନ ଶକ୍ତି ମା’ ମାନଙ୍କ ପାଇଁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ: ମିଳିବ ୟୁନିଫର୍ମ ଓ ବ୍ଲେଜର

ଫେଡେରେସନ ଲିଡର ଓ କମ୍ୟୁନିଟି ସପୋର୍ଟ ଷ୍ଟାଫ ପାଇଁ ଖୁବ୍‌ ଶୀଘ୍ର ଖୁସି ଖବର ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟରେ ୫ ହଜାର ମିଶନ ଶକ୍ତି ବଜାର ଓ Retail Outlet ଖୋଲାଯିବ ଆସନ୍ତା ୫ ବର୍ଷ ମଧ୍ୟରେ ୭୫ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ମା’ ମାନଙ୍କୁ ଯୋଗାଇ ଦିଆଯିବ ଓଡିଶାର…

ବରମୁଣ୍ଡା ଆମ୍ବେଦକର ବସ୍‌ ଟର୍ମିନାଲରେ ହେବ ପୋଲିସ୍‌ ଆଉଟପୋଷ୍ଟ

ନିଯୁକ୍ତି ପାଇବେ ୮୯ ପୋଲିସ୍‌ କର୍ମଚାରୀ ଦୈନିକ ୩୫ ରୁ ୪୫ ହଜାର ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ଦେଖି ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଭୁବନେଶ୍ବର: ନିକଟରେ ଉଦ୍‌ଘାଟିତ ହେବାକୁ ଥିବା ଡ. ବାବା ସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲରେ ଏକ ପୋଲିସ୍‌ ଆଉଟପୋଷ୍ଟ…

ତାଳଚେରରୁ ଅମୃତ ଭାରତ ଷ୍ଟେସନର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମରେ ଯୋଡିହେଲେ କେନ୍ଦ୍ରମନ୍ତ୍ରୀ

ଏକବିଂଶ ଶତାବ୍ଦୀର ଆଧୁନିକ ଭିତ୍ତିଭୂମି ନିର୍ମାଣ ଦିଗରେ ଆଉ ଏକ ପଦକ୍ଷେପ - ଧର୍ମେନ୍ଦ୍ର ପ୍ରଧାନ ତାଳଚେର, ଫେବୃୟାରୀ ୨୬, ୨୦୨୪ – ଅମୃତ ଭାରତ ଷ୍ଟେସନ୍ ଗୁଡ଼ିକ ଆତ୍ମନିର୍ଭର ଭାରତର ନୂଆ ପରିଚୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଆଜି ଓଡ଼ିଶା ସମେତ ଦେଶର ୪୧,୦୦୦ କୋଟି…

ଅନୁଗୋଳରେ ବିଜେପିର ‘ଲାଭାର୍ଥୀ ସମ୍ପର୍କ ଅଭିଯାନ’ରେ କେନ୍ଦ୍ରମନ୍ତ୍ରୀ

ଓଡ଼ିଶା ପରିବର୍ତ୍ତନ ଆଡକୁ ମୁହାଁଇଛି, ମୋଦୀଙ୍କ ସାଙ୍ଗରେ ଓଡ଼ିଶା ଅଛି - ଧର୍ମେନ୍ଦ୍ର ପ୍ରଧାନ • ପ୍ରଧାନମନ୍ତ୍ରୀ ଘର, ଚାଉଳ, ଶୌଚାଳୟ ସହ ସମସ୍ତ ସୁବିଧାର ଗ୍ୟାରେଣ୍ଟି ଦେଇଛନ୍ତି • ମୋଦି ସରକାର ଓଡ଼ିଶା ପ୍ରତି ୧୮ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଛନ୍ତି • ମୋଦୀ…

ଦୋଳଗୋବିନ୍ଦପୁର ଠାରୁ ଢୋଲମସ୍କା ରାସ୍ତାର ଶିଳାନ୍ୟାସ କଲେ ବିଧାୟକ:୭କୋଟି ୧୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ

ଓଡ଼ଗାଁ,୨୬।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରବିଗାଡିଆ ପଞ୍ଚାୟତ ଦୋଳଗୋବିନ୍ଦପୁର ଗାଁ ଠାରୁ ପାଇକ ବାଙ୍କତରା ଦେଇ ଓଡ଼ଗାଁ ବାହାଡାଝୋଲା ରାଜ୍ୟ ରାଜପଥର ଢୋଲମସ୍କା ଠାରେ ସଞ୍ଜୋଗ ହୋଇଥିବା ଉକ୍ତ ୬ କି.ମି. ରାସ୍ତା ପକାସଡକ ନିର୍ମାଣର ଶିଳାନ୍ୟାସ କଲେ ନୟାଗଡ଼…