ବଦଳିଲେ ପୁରୀ ଜିଲ୍ଲାପାଳ; ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ନୂଆ ଜିଲ୍ଲାପାଳ

ପୁରୀ (ଅନିମେଶ ପଟ୍ଟନାୟକ): ପୁଣି ବଦଳିଲେ ପୁରୀ ଜିଲ୍ଲାପାଳ। ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କ ଯାଗା ନେଇଛନ୍ତି ଆଇଏଏସ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ଏ ନେଇ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ବୁଧବାର ବଦଳିଛନ୍ତି ୩ ଜିଲ୍ଲାର ଜିଲ୍ଲାପାଳ। ପୁରୀ ଜିଲ୍ଲାପାଳ…

ଗ୍ରୀଷ୍ମର ସର୍ବୋଚ୍ଚ ବିଜୁଳି ଚାହିଦା ପୂରଣ କରିବାକୁ ଟିପିଏସ୍ଓଡିଏଲର ପ୍ରସ୍ତୁତି

ସର୍ବୋଚ୍ଚ ବିଜୁଳି ଚାହିଦା ୮୨୦ ମେଗାୱାଟ୍ ହେବା ନେଇ ଆକଳନ ବିଭିନ୍ନ ଅଞ୍ଚଳରେ ପାଖାପାଖି ୫ ହଜାର କର୍ମଚାରୀ ନିୟୋଜିତ ବ୍ରହ୍ମପୁର :ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍), ଟାଟା ପାୱାର ଓ ଓଡିଶା ସରକାରଙ୍କର ଯୌଥ ଉଦ୍ୟୋଗ, ପକ୍ଷରୁ ଆସନ୍ତା…

ବାଲେଶ୍ୱରର ଶଙ୍ଖାରିରେ ମନ୍ମଥ-ମନୋଜ ସ୍ମୃତି ପୀଠ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

"ସାରା ଦେଶକୁ ଗର୍ବିତ କରିଛନ୍ତି ମନ୍ମଥ ଓ ମନୋଜ" ଜିଲ୍ଲାରେ ୨୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ  ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ୱର ଜିଲ୍ଲାରେ ୨୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବା ସହିତ ମହାନ ବରପୁତ୍ର ମନ୍ମଥ ଦାସ ଓ…

ଇଲେକ୍ଟ୍ରିକ୍ ଯାନ ଓ ସୌର ଶକ୍ତି ମାଧ୍ୟମରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅନୁଗୁଳରେ ‘ଗୋ ଗ୍ରୀନ୍’…

ଅନୁଗୁଳ, ୨୬/୦୨/ ୨୦୨୪ - ପରିବେଶ ଉପରେ ସକାରାତ୍ମକ ପ୍ରଭାବ ପକାଇବା ଏବଂ ନେଟ୍ ଜିରୋ ଲକ୍ଷ ହାସଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଭାବରେ ଭାରତୀୟ ଅଗ୍ରଣୀ ଇସ୍ପାତ ଉତ୍ପାଦକ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ଏହାର ଅନୁଗୁଳ ଇସ୍ପାତ କାରଖାନରେ ୧୦ ଟି ଇଲେକ୍ଟ୍ରିକ ବସ୍ ଏବଂ…

ସୋଆ ଏବଂ ଅକ୍‌ଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର, ଫେବୃଆରୀ ୨୭: ଶୈକ୍ଷିକ ଆଦାନ ପ୍ରଦାନ ଓ ସହଯୋଗ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ ନ୍ୟୁଜିଲ୍ୟାଣ୍ଡ ସ୍ଥିତ ଅକ୍‌ଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍ ସାଇନ୍‌ସ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି । କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗ୍ ୨୦୨୪ରେ…

ବିଜେଡିରୁ କାର୍ତ୍ତିକ ବହିସ୍କୃତ |

ଭୁବନେଶ୍ୱର: ନିର୍ବାଚନ ଯେତେ ପାଖେଇ ଆସୁଛି , ସେତିକି ଦଳ ଡିଆଁ ଓ ନେତା ଫକ ଫକ ହେବା ବୃଦ୍ଧି ପାଇଛି | ଦଳ ବିରୋଧୀ କାର୍ଯ୍ୟରେ ନିଲମ୍ବନ ଓ ବହିଷ୍କାର ପର୍ବ ଜୋର ଧରିଛି | ଏହି କ୍ରମରେ ଆଜି ବିଜେଡିରୁ ବହିସ୍କୃତ ହେଇଛନ୍ତି କାର୍ତ୍ତିକ |ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକର କାର୍ତ୍ତିକ…

ସାଧାରଣ ନିର୍ବାଚନ କୁ ଭୋଟ ବର୍ଜନ କରିବେ ଗ୍ରାମ ବାସି

ଜଗତସିଂହପୁର,ତା-୨୭.୦୨.୨୦୨୪/ସୁମନ୍ତ କୁମାର ଦାସ :ଜଗତସିଂହପୁର ବ୍ଲକ ମୁଖ୍ୟାଳୟ ଠାରୁ ମାତ୍ର ୬ କିମି ଦୂରରେ ଅବସ୍ଥିତ ଶାଳଜଙ୍ଗ ପଂଚାୟତର କାଂଶ ଗ୍ରାମ ୧୬ ନମ୍ବର ୱାର୍ଡ । ଏହି ଗାଁ ଏକ ଅଭିଶପ୍ତ ଗ୍ରାମ କହିଲେ ଅତ୍ୟୁକ୍ତି ହେବନାହିଁ। କାରଣ ଗ୍ରାମରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା…

ରଘୁନାଥପୁର ବ୍ଲକ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

ଜଗତସିଂହପୁର,ତା-୨୭.୦୨.୨୦୨୪/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ରଘୁନାଥପୁର ବ୍ଲକ କାର୍ଯ୍ୟାଳୟର ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି,ଭା. ପ୍ର .ସେ.…

ପଲ୍ସ ପୋଲିଓ ଅଭିଯାନ ପାଇଁ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ

ଜଗତସିଂହପୁର,ତା-୨୭.୦୨.୨୦୨୪/ସୁମନ୍ତ କୁମାର ଦାସ: ଜି ଜିଲ୍ଲା ସ୍ଵାସ୍ଥ୍ୟ ସମିତି, ଜଗତସିଂହପୁର ତରଫରୁ ଆଗାମୀ ମାର୍ଚ୍ଚ 3,4 ଏବଂ 5 ତାରିଖ ରେ ହେବାକୁ ଥିବା ପଲ୍ସ ପୋଲିଓ ଅଭିଯାନ ପାଇଁ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକ ଡି ପି ଏମ୍ ୟୁ କନଫରେନ୍ସ ହଲରେ ଅତିରିକ୍ତ ଜିଲ୍ଲାପାଳ…