ପଦ୍ମପୁର:- ସ୍ଥାନୀୟ ସ୍ଵସ୍ତିନଗର ରେ ମହାକାଳେଶ୍ଵର ମହାଦେବ ମନ୍ଦିର ର ରତ୍ନମୁଦ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଧାୟିକା ବର୍ଷା ସିଂ ବରିହା ଯୋଗ ଦେଇଥିଲେ। ପଣ୍ଡିତ ରଘୁନାଥ ତ୍ରିପାଠୀ ଓ ଦେବେନ୍ଦ୍ର ତ୍ରିପାଠୀ ପୂଜାକାର୍ଯ୍ୟ ତୁଲାଇଥିବା ବେଳେ ରୁଦ୍ରମଣି ମେହେର ଓ ଅଞ୍ଜଳୀ ମେହେର କର୍ତ୍ତା ଦାୟିତ୍ଵ ବହନ କରିଥିଲେ। ପୀତବାସ ବଗର୍ତ୍ତି, ବିଶ୍ଵନାଥ ଖମାରୀ, ଲଳିତ ତ୍ରିପାଠୀ, ପ୍ରକାଶ ଡ଼ାଳୁଆ, ଆନନ୍ଦ କୁମାର ସିଂ ଭୁବନେଶ୍ୱର ମିଶ୍ର , କିସନ ହଂସ , ରୋସନ ହଂସ ଙ୍କ ସମେତ ସ୍ୱସ୍ତିନଗର ବାସୀ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.