ସୁବର୍ଣ୍ଣରେଖା ନଦୀ ନିକଟସ୍ଥ ପାଣ୍ଡରା ଘାଟ ପାଲଟିଛି ଚୋରା ବାଲି ଚାଲାଣ ର ଗନ୍ତାଘର . ଚରା ବାଲି ଚାଲାଣ ବେଳେ…

ମୟୂରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର :: ମୟୁରଭଂଜ ଜିଲ୍ଲା ସାରସକଣା ବ୍ଲକ ସୁବର୍ଣ୍ଣରେଖା ନଦୀ ପାଲଟିଛି ବାଲି ମାଫିଆ ମାନଙ୍କ ପେଣ୍ଠ ସ୍ଥଳୀ । ନୂତନ ଭାବରେ ମୃତ୍ୟୁଞ୍ଜୟ ପ୍ରଧାନ ଝାରପୋଖରିଆ ଥାନା ରେ ଦାଇତ୍ୱ ନେବା ପର ଠାରୁ ବାଲି ମାଫିଆ ମାନଙ୍କ ଭିତରେ କୋକୁଆ ଭୟ ଦେଖିବାକୁ ମିଳିଛି ।…

ମିଶନ୍ ଶକ୍ତି ମାଆଙ୍କ ପାଇଁ ବିନା ସୁଧରେ ଋଣ ମେଳା; ସୁଧ ଟଙ୍କା ଫେରସ୍ତ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ରେ ମିଶନ୍ ଶକ୍ତି ମାଆଙ୍କ ପାଇଁ ବିନା ସୁଧରେ ଋଣ ମେଳା ଆୟୋଜନ କରାଯାଇ ସେମାନଙ୍କ ଠାରୁ ଆଦାୟ ହୋଇଥିବା ସୁଧ ଟଙ୍କାକୁ ଫେରସ୍ତ କରାଯାଇଛି I ଆଜି ଏନେଇ ମଧ୍ୟାହ୍ନ ବାର ଘଣ୍ଟା ସମୟରେ ବେଲଗୁଣ୍ଠା ବ୍ଳକ୍ ପଡ଼ିଆ ଠାରେ ଆୟୋଜିତ…

ମିଶନ ଶକ୍ତି ସୁଧ ଫେରସ୍ତ କାର୍ଯ୍ୟକ୍ରମ ଅନଷ୍ଠିତ

ନବରଙ୍ଗପୁର 27.02.2024, ଅଶୋକ ସାହୁ, ଶାସକ ପ୍ରଶାସକ:ନବରଙ୍ଗପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ମିଶନଶକ୍ତି ବିଭାଗ, ନବରଙ୍ଗପୁର ତରଫରୁ ରାଜ୍ଯ ସରକାରଙ୍କ ନୂତନ ମିଶନ ଶକ୍ତି ସୁଧ ଫେରସ୍ତ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର…

ଡାବୁଗାଁ ରେ ଏସ ଏଚ ଜି ସୁଧ ପରିସୋଧ ଉପରେ ମେଗା କାର୍ଯ୍ୟକ୍ରମ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ):  ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ମହିଳା ସ୍ଵୟଂ ସହାୟକ ଦଳ ର ସୁଧ ପରିଶୋଧ ଉପରେ ଏକ ମେଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଡିପିଓ ମିନତି ଦାଶ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…

ମୁଖ୍ୟମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ପୋଷାକ, ବ୍ଲାଜର ପାଇଁ ଟଙ୍କା ସହିତ ଓ଼ ସୁଧ ଫେରସ୍ତ କଲେ l ବିନା ସୁଧରେ…

ରାୟଗଡ:-ତା.୨୭/୦୨/୨୪-ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏସଏଚଜି ମହିଳା ମାନଙ୍କୁ ପୋଷାକ ଓ଼ ବ୍ଲାଜର ବାବଦକୁ ଆର୍ଥିକ ସହାୟତା ସହିତ ମିଶନ ଶକ୍ତିକୁ ଆଗରୁ ନେଇଥିବା ଋଣ ବାବଦ ସୁଧକୁ ଫେରସ୍ତ କରିଦେଇଛନ୍ତି l ଭାରଚୁଆଲ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମ ରେ…

ସ୍ୱଚ୍ଛ, ଅବାଧ ଓ଼ ଶାନ୍ତିପୂର୍ଣ ନିର୍ବାଚନ ପାଇଁ ପୋଲିସ ଅଧିକାରୀ ମାନଙ୍କର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ l

ରାୟଗଡ: ଆଜି ସ୍ଥାନୀୟ ରାୟଗଡ ଜିଲ୍ଲାପରିଷଦ ସଦଭାବନା ସମ୍ମିଳନୀ କକ୍ଷରେ ଚଳିତ ନିର୍ବାଚନକୁ ସ୍ୱଚ୍ଛ, ମୁକ୍ତ,ଅବାଧ ଓ଼ ଶାନ୍ତି ପୂର୍ଣ୍ଣ ଭାବରେ ଆୟୋଜନ କରିବା ନିମନ୍ତେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ରୟଗଡ଼ଙ୍କ ନିର୍ଦେଶ କ୍ରମେ ଜିଲ୍ଲାର ପୋଲିସ ଅଧିକାରୀ ମାନଙ୍କର ଏକ ଦିନିଆ…

ଭବାନୀପାଟଣା ଠାରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତ ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ଭବାନୀପାଟଣା ଠାରେ ତା: ୨୭.୨.୨୦୨୩ - ଗତକାଲି ତା ୨୬.୨.୨୦୨୪ ରିଖ ଜିଲାପାଳ କାର୍ଯ୍ୟଳୟ ନୂତନ ଓସ୍ଵ।ନ୍ ହଲ୍ ଠାରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତା ରେ ଆସନ୍ତା ଗ୍ରୀଷ୍ମ ପ୍ରବାହଜନିତ ପରିସ୍ଥିତିର ମୁକାବିଲା କରିବା ପାଇଁ ବିଭିନ୍ନ ବିଭାଗ ତରଫରୁ ଗ୍ରହଣ କରାଯାଇଥିବା…

ସୁନ୍ଦରଗଡ଼ ତହସିଲ କାର୍ଯ୍ୟାଳୟ ପକ୍ଷ ରୁ ରାଜସ୍ବ ମେଳା ଆୟୋଜିତ

ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଆଜି ବାରଗାଡ଼ ସ୍ଥିତ ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ପରିସର ରେ ରାଜସ୍ବ ମେଳା ଆୟୋଜିତ ହୋଇଯାଇଛି। ଏହି ଅବସର ରେ ହିତାଧିକାରୀ ମାନଙ୍କୁ ଘରଡିହ ପଟ୍ଟା ବଣ୍ଟନ କରାଯିବା ସହିତ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା…

-ନିଶ୍ଚିନ୍ତକୋଇଲିରେ ଲକ୍ଷ୍ମୀ ଯୋଜନାରେ ଗଡ଼ିଲା ୨ଟି ବସ୍: ଶୁଭାରମ୍ଭ କଲେ ବିଧାୟକ ପ୍ରତାପ ଜେନା l

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାରେ ପଞ୍ଚାୟତରୁ ବ୍ଲକ କାର୍ଯ୍ୟାଳୟକୁ ଯାତାୟତ ପାଇଁ ଯୋଗାଇ ଦିଆଯାଇଥିବା ବସ ସେବା ନିଶ୍ଚିନ୍ତକୋଇଲି ବ୍ଳକରେ ଶୁଭାରମ୍ଭ ହୋଇଛି । ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ପତାକା…

ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସୁଧ ଫେରସ୍ତ ଜାର୍ଯ୍ୟକ୍ରମକୁ ଶୁଭାରମ୍ଭ କଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ…

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ) ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ମହିଳାମାନଙ୍କୁ ସଶକ୍ତ କରି ଏକ ପ୍ରଗତିଶୀଳ ଓଡ଼ିଶା ଗଠନ ପାଇଁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଏବଂ ପୂର୍ବରୁ ଋଣକରି ଯେଉଁ ଗୋଷ୍ଠୀ ବ୍ୟାଙ୍କକୁ ସୁଧ ଦେଇଥିଲେ ସେହି ଅର୍ଥ କୁ ଫେରସ୍ତ କରାଯିବା…