Sign in
Sign in
Recover your password.
A password will be e-mailed to you.
ରୁରାଲ ଡେଭଲପମେଣ୍ଟ ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୭ରୁ
ରାଉରକେଲା, (ବସନ୍ତ କୁମାର ଜେନା): ସାମାଜିକ ଅନୁଷ୍ଠାନ ଲେଡି ଲାୟନ ତରଫରୁ ଆସନ୍ତା ୧୭ ତାରିଖ ଠାରୁ ୨୨ତାରିଖ ପର୍ଯ୍ୟନ୍ତ ପ୍ରଥମ ରାଉରକେଲା ରୁରାଲ ଡେଭଲପମେଣ୍ଟ ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସେକ୍ଟର ୬ସ୍ଥିତ ଇସ୍ପାତ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ରାଉରକେଲା କ୍ଲବ୍…
ରାଜ୍ୟସରକାରଙ୍କୁ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଦାବି
ଜଗତସିଂହପୁର: ରାଜ୍ୟ ସରକାର ସବୁ ବର୍ଗର କର୍ମଚାରୀ ତଥା ଅନୁଷ୍ଠାନମାନଙ୍କର ଦାବି ପ୍ରତି ଦୃଷ୍ଟି ଦେଇ ପ୍ରତିଦିନ ଘୋଷଣା କରି ଚାଲିଥିବା ବେଳେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଦାବି ପ୍ରତି ଅଣଦେଖା କରି ଚାଲିଛନ୍ତି । ରାଜ୍ୟରେ ସମ୍ବାଦିକ ସୁରକ୍ଷା ଆଇନ ଲାଗୁ,60 ବର୍ଷ ପରେ…
ମିଶନ ଶକ୍ତି ମା’ ମାନେ ସର୍ବଦା ମୁଖ୍ୟମନ୍ତ୍ରୀଙ୍କ ସହିତ ଅଛନ୍ତି: ବିଜେଡି
ମିଶନ ଶକ୍ତିରେ ୭୦ଲକ୍ଷରୁ ଅଧିକ ମହିଳା ସାମିଲ
ବିନା ସୁଧରେ ଏସଏଚଜିଙ୍କୁ ୫ଲକ୍ଷ ଟଙ୍କାର ଋଣ
ପ୍ରତିଷ୍ଠା ହେବ ୫୦୦ ମିଶନ ଶକ୍ତି ବଜାର
ଏସଏଚଜିଙ୍କୁ ଉଦ୍ୟୋଗୀ କରିବା ହେଉଛି ମୁଖ୍ୟ ଲକ୍ଷ୍ୟ
ଭୁବନେଶ୍ୱର, ୧୪/୦୩/୨୦୨୪: ମହିଳାମାନେ ହେଉଛନ୍ତି ଶକ୍ତିର…
ନିରୁଦ୍ଦିଷ୍ଟ ଭିନ୍ନକ୍ଷମ ନାବାଳକ ଉଦ୍ଧାର ପରେ ଛାତ୍ରାବାସକୁ ଫେରାଇଲା ଖଲିକୋଟ ପୋଲିସ
https://youtu.be/d-QHhRym6mI
(ଶାସକ ପ୍ରଶାସକ/ ଖଲ୍ଲିକୋଟରୁ ଶିବରାମ ଜେନା) ; ରାତ୍ରି ଜାଗୁଆଳୀଙ୍କ ଅସାବଧାନତା କାରଣରୁ ଏକ ଭିନ୍ନକ୍ଷମ ଛାତ୍ରାବାସରୁ ଖସି ପଳାଇ ଆସିଥିବା ଦୁଇ ଭିନ୍ନକ୍ଷମ ଛାତ୍ରଙ୍କୁ ଖଲିକୋଟ ପୋଲିସ ସଂପୃକ୍ତ ଛାତ୍ରାବାସ କର୍ତ୍ତୃପକ୍ଷକୁ ହସ୍ତାନ୍ତର କରିଛନ୍ତି |…
ନିର୍ବାଚନ ସାମଗ୍ରୀ ବିଷୟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମୀକ୍ଷା ବୈଠକ
ଭୁବନେଶ୍ୱର,:ଓଡ଼ିଶାରେ ଆସନ୍ତା ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ସୁପରିଚାଳନା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ଜିଲ୍ଲାର ନିର୍ବାଚନ ସାମଗ୍ରୀ ନୋଡ଼ାଲ ଅଧିକାରୀମାନଙ୍କର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ…
ପାକ୍ସ ଏବଂ ଲାମ୍ପ୍ସ କର୍ମଚାରୀମାନଙ୍କ ପାଇଁ ୬୬ ପ୍ରତିଶତ ମହଙ୍ଗାଭତ୍ତା
ସଂଘର କର୍ମକର୍ତ୍ତାମାନେ ଗତକାଲି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଭେଟି ସେମାନଙ୍କ ଦାବି ସଂପର୍କରେ କରିଥିଲେ ଆଲୋଚନା
ଭୁବନେଶ୍ବର: ରାଜ୍ୟ ସମବାୟ ବିଭାଗ ଅଧିନସ୍ଥ ସମସ୍ତ ପ୍ରାଥମିକ କୃଷି ସମବାୟ ସମିତି ଓ ବୃହଦାକାର ବହୁମୁଖୀ ସମବାୟ ସମିତି( ଲାମ୍ପ୍ସ )ରେ କାର୍ଯ୍ୟରତ…
ନିଶାମୁକ୍ତି ସଚେତନତା ବ୍ୟାପକ କରିବ ସାମାଜିକ ସୁରକ୍ଷା ବିଭାଗ
ସହଯୋଗ ପାଇଁ ମିଳିଲା ୧୯ଟି ସଂଗଠନର ସହମତି
ଭୁବନେଶ୍ୱର: ନିଶାମୁକ୍ତି ସଚେତନତା ଅଭିଯାନକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ବିଭିନ୍ନ ଆଧ୍ୟାତ୍ମିକ ତଥା ସେ୍ୱଚ୍ଛାସେବୀ ସଂଗଠନର ସହଯୋଗ ନେବା ସମଗ୍ର ରାଜ୍ୟରେ ହିଂସାମୁକ୍ତି ପାଇଁ ସଚେତନତା…
ବଡପଡାରେ ନୂତନ ଶିକ୍ଷା ସୌଧ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ପ୍ରଥମ ଶ୍ରେଣୀରୁ ଉଚ୍ଚ ମାଧ୍ୟମିକ ପର୍ଯ୍ୟନ୍ତ ପାଠପଢିବେ ପିଲା
ଏକ ହଜାର ରୁ ଅଧିକ ପିଲା ପାଠ ପଢିବେ
5T ଉପକ୍ରମରେ ସମସ୍ତ ଆଧୁନିକ ବ୍ୟବସ୍ଥା, ଖର୍ଚ୍ଚ ୧୯ କୋଟି ଟଙ୍କା
ବିକାଶ କାମରେ ମାଲକାନଗିରି ସବୁବେଳେ ମୋର ପ୍ରଥମ ପସନ୍ଦ
ଭୁବନେଶ୍ଵର: ଆଜି ସ୍ୱାଭିମାନ ଅଞ୍ଚଳରେ ସୃଷ୍ଟି…
ବଢିଲା ସର୍ବନିମ୍ନ ମଜୁରୀ, ୩୫୨ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି
ଭୁବନେଶ୍ବର: ରାଜ୍ୟ ସରକାର ଆଜି ସର୍ବନିମ୍ନ ମଜୁରୀରେ ବୃଦ୍ଧି କରିଛନ୍ତି। ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି । ଚାରୋଟି ବର୍ଗ ଯଥା ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଅତ୍ୟନ୍ତ କୁଶଳୀ ଶ୍ରମିକ ଏହି ନିଷ୍ପତ୍ତି ଦ୍ବାରା ଉପକୃତ ହେବେ ।
ଅଣକୁଶଳୀ…
ନୂଆ ଏନଏସି ହେବାରୁ ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କୁ ଧନ୍ୟବାଦ୍ ଜଣାଇଲେ ସୋହେଲାବାସୀ
ବରଗଡ :- ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀକୁ ଛାଡି ଦେଲେ ଅନ୍ୟ ଚାରି ଗୋଟି ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ଏକ କିମା ଏକାଧିକ୍ ପୌରସଂସ୍ଥା ରହିଥିଲା । ଆମ୍ବାଭନା, ଭଟଳି ଓ ସୋହେଲା ବ୍ଲକ୍ କୁ ନେଇ ଗଠିତ ଭଟଲି ନିର୍ବାଚନ ମଣ୍ଡଳୀର ଲୋକେ ଦୀର୍ଘ ଦିନ ଧରି ସୋହେଲାକୁ ଏକ ବିଜ୍ଞାପିତ…