Sign in
Sign in
Recover your password.
A password will be e-mailed to you.
ଧର୍ମଗଡ଼ ଗୋଳେଇଛକ ନିକଟରେ ୨ ବାଇକ ମୁହାଁମୁହିଁ ଧକ୍କା ଚାରୀ ବାଇକ ଆରୋହୀ ଗୁରୁତର
ଭବାନୀପାଟଣା (ନି ପ୍ର )ଆଜି ବୁଧବାର ସନ୍ଧ୍ୟା ୭ ଘଣ୍ଟା ସମୟରେ ଧର୍ମଗଡ ଥାନା ଅନ୍ତର୍ଗତ ଗୋଡ଼ଭଞ୍ଜା ଗୋଳେଇଛକ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥଲା । ଦୁର୍ଘଟଣା ହେବା ଫଳରେ ଚାରୀ (୪)ବାଇକ ଆରୋହୀ ଗୁରୁତର ହୋଇଥିଲେ। ଗୁରୁତର ମାନେ ହେଲେ ମାଲପଡା ଗ୍ରାମର ରାଜେନ୍ଦ୍ର ହଂସ,…
ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚକ୍ଷୁ ପରୀକ୍ଷା କେନ୍ଦ୍ର ଓ ରୋଗୀ ପରିଚାରକ କେନ୍ଦ୍ରକୁ ଉଦ୍ଘାଟନ କଲେ…
(ମାହାଙ୍ଗା-ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ସରକାରରେ ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିକାଶ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ସମ୍ଭବ ହୋଇପାରିଛି । ସେହିପରି ସାସ୍ଥ୍ୟ କ୍ଷେତ୍ରରେ ଆଉ ଏକ ବିକାଶମୂଳକ…
ଜଳେଶ୍ୱରପୁର ପଞ୍ଚାୟତରେ ଉନ୍ନତିମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କଲେ ବିଧାୟକ ପ୍ରତାପ ଜେନା l
(ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ବ୍ଳକ ଜଳେଶ୍ୱରପୁର ପଞ୍ଚାୟତରେ ବହୁ ଉନ୍ନତିମୂଳକ ପ୍ରକଳ୍ପ ମୁଖ୍ୟଅତିଥି ମାହାଙ୍ଗା ବିକାଶ ପୁରୁଷ, ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଦ୍ବାରା ଶୁଭ ଶିଳାନ୍ୟାସ ଓ ଉଦ୍ଘାଟିତ ହୋଇଯାଇଛି l ପଞ୍ଚାୟତର ହଜାର ହଜାର ଜନସାଧାରଣ…
୩କୋଟି ୨୫ଲକ୍ଷ ଟଙ୍କାରେ ନିର୍ମିତ ହେବାକୁ ଯାଉଥିବା ବରାହିପୁର ଦେବରିଓ-କେଉଟଖଣ୍ଡି ସେତୁର ଶିଳାନ୍ୟାସ କଲେ ବିଧାୟକ…
(ମାହାଙ୍ଗା-ଶାସକ ପ୍ରଶାସକ): ପର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ୨୦୦୯ ମସିହା ଠାରୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଦାୟିତ୍ଵ ନେବା ପରଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବହୁ ବିକାଶମୂଳକ କାର୍ଯ୍ୟ ମାହାଙ୍ଗା ଅଞ୍ଚଳରେ ଶତଗୁଣିତ ହୋଇପାରିଛି । ଶିକ୍ଷା ହଉ କି…
ଡାବୁଗାଁ ବିଧାୟକ ଙ୍କ ମାରାଥନ ଗସ୍ତ, ୭ ପ୍ରକଳ୍ପ ର ଶୁଭ ଉଦଘାଟନ, ୨୬୪ ଜଣ ଭୂମିହୀନ ଙ୍କୁ ଘରବାରି ପଟ୍ଟା ବଣ୍ଟନ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୩/୦୩/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ର ବିଭିନ୍ନ ସ୍ଥାନରେ ଆଜି ନବରଙ୍ଗପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରି ମାରାଥନ ଗସ୍ତ କରି ୭ ପ୍ରକଳ୍ପ ର ଶୁଭ ଉଦଘାଟନ କରିବା ସହ ୨୬୪ ଜଣ ଭୂମିହୀନ ଙ୍କୁ…
ଗାଇସିଲାଟ ନୂତନ ଥାନା ଉଦ୍ଘାଟନ
ଗାଇସିଲାଟ/ମନ ଡନସନା- ବରଗଡ ଜିଲ୍ଲା ଗାଇସିଲେଟ ନୂତନ ଥାନା ଗୃହ କନ୍ଫରେନ୍ସିଂ ମାଧ୍ୟାମରେ ରେ ଆଜି ମାନ୍ୟବର ମୁଖ୍ଯମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ଓଡିଶା ଡିଜି ପୋଲିସ ଅରୁଣ ଷଡଙ୍ଗୀ ସହିତ ଅନ୍ୟାନ୍ୟ ପୋଲିସ କର୍ମତାରୀ ଏହି ଉଦ୍ଘାଟନୀ ଉସବରେ ଯୋଗଦାନ କରିଥିଲେ।…
ଜଗତସିଂହପୁର ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଶିକ୍ଷଣ ଅନୁଷ୍ଠିତ
ଜଗତସିଂହପୁର, ତା 13.03.24 ରିଖ:ସାଧାରଣ ନିର୍ବାଚନ 2024 କୁ ସ୍ଵଚ୍ଛ ଓ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିବା ନିମନ୍ତେ ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟର ସଦ୍ଭାବନା ସଭାଗୃହରେ ଡି ଏଲ୍ ଏମ୍ ଟି ଓ ଏ ଏଲ୍ ଏମ୍ ଟି ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି…
ନର୍ଲା ବିଧାୟକ ଶ୍ରୀ ଭୂପିନ୍ଦର ସିଂ ଙ୍କ ନର୍ଲା ବିଧାନସଭା ମଣ୍ଡଳୀ ର ୪ ଟି ବ୍ଲକ୍ ର ସର୍ବାଙ୍ଗୀନ ଉନ୍ନତି ପାଇଁ…
ଭବାନୀପାଟଣା ତା: 13.3.2024 :- ଗତକାଲି ୧୨.୩.୨୦୨୪ ରିଖ ଦିନ ସ୍ଥାନୀୟ ଡି ଇ ଓ ଙ୍କ ସମ୍ମିଳନୀ କକ୍ଷରେ ମାନ୍ୟବର ନର୍ଲା ବିଧାୟକ ଶ୍ରୀ ଭୂପିନ୍ଦର ସିଂଙ୍କ ଅଧ୍ୟକ୍ଷତାରେ ନର୍ଲା ବିଧାନସଭା କ୍ଷେତ୍ରର କେସିଙ୍ଗା, ନର୍ଲା, କର୍ଲ।ମୁଣ୍ଡା, ଓ ଏମ.ରାମପୁର ର ସମସ୍ତ ବି. ଡି. ଓ, ତହସିଲଦାର,…
ଜୟପୁରରେ ସ୍ପୋର୍ଟସ କମ୍ପ୍ଲେକ୍ସ ଓ ବିଭିନ୍ନ ଜିଲ୍ଲାରେ ବହୁମୁଖୀ ଇନ୍ଡୋର ଷ୍ଟାଡିୟମର ଶୁଭ ଉଦ୍ଘାଟନ କଲେ…
ଜୟପୁରରେ ୧୧ ଏକର ବିଶିଷ୍ଟ ସ୍ପୋର୍ଟସ କମ୍ପ୍ଲେକ୍ସ
ତୃଣମୂଳ ସ୍ତରର କ୍ରୀଡ଼ାକୁ ପ୍ରୋତ୍ସାହନ ପାଇଁ ୧୨ଟି ଜିଲ୍ଲାରେ ୨୬ଟି ବହୁମୁଖୀ ଇନ୍ଡୋର ଷ୍ଟାଡିୟମ
ଦକ୍ଷ ଯୁବ ସମାଜ ଗଠନ ପାଇଁ ଆମେ କ୍ରୀଡା ଉପରେ ଅଧିକ ଗୁରୁତ୍ୱ ଦେଉଛୁ, କ୍ରୀଡା କ୍ଷେତ୍ରରେ ଆଜି ସବୁ ରାଜ୍ୟ ଓଡିଶା…
– କନିଷ୍ଠ ଶିକ୍ଷକଙ୍କୁ (Junior Teacher) ୧୩,୮୦୦ ପରିବର୍ତ୍ତେ ୨୦,୦୦୦ ଟଙ୍କାର ମାସିକ ପାରିଶ୍ରମିକ
- ପିଛିଲା ଭାବେ ୦୧.୦୧.୨୦୨୩ ଠାରୁ ଲାଗୁ ହେବ
ଭୁବନେଶ୍ବରL: ରାଜ୍ୟରେ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ନିୟୋଜିତ ହୋଇଥିବା କନିଷ୍ଠ ଶିକ୍ଷକ (Junior Teacher) (ଯେଉଁମାନେ ଯୋଜନା ଭିତ୍ତିକ ପଦବୀରେ ୩ ବର୍ଷ କାର୍ଯ୍ୟ କରିସାରିଛନ୍ତି) ସେମାନଙ୍କର ବିଭିନ୍ନ ଦାବୀକୁ…