Sign in
Sign in
Recover your password.
A password will be e-mailed to you.
“ଅଂଶିତ”ର ଶୁଭ ଅନ୍ନପ୍ରସନ୍ନ ଅବସରରେ ରକ୍ତଦାନ ଶିବିର
ବିଜେପୁର : ବିଜେପୁର ବ୍ଲକ୍ ଅନ୍ତର୍ଗତ ଖରମୁଣ୍ଡା ଠାରେ ଖରମୁଣ୍ଡା ପଞ୍ଚାୟତ ର ସରପଞ୍ଚ ମନୋଜ ପଧାନଙ୍କ ପୁତ୍ର ଅଂଶିତ୍ ର ଶୁଭ ଅନ୍ନପ୍ରସନ୍ନ ଅବସରରେ ବରଗଡ ର ସ୍ବେଛାସେବୀ ଅନୁଷ୍ଠାନ "ନିଷ୍ଠା ପରିବାର" ସହଯୋଗରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ପରିଷଦ…
ଓଡ଼ିଶାରେ ବିଜେପି ୨୧ଲୋକସଭା ଓ ୧୪୭ ବିଧାନସଭାରେ ଏକାକି ଲଢ଼ିବ: ମନମୋହନ ସାମଲ
ଭୁବନେଶ୍ୱର, ତା.୨୨/୦୩: ଗତ ୧୦ବର୍ଷ ଧରି ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କୁ ରାଷ୍ଟ୍ରୀୟ ମହତ୍ୱ ଥିବା ଅନେକ ପ୍ରସଙ୍ଗରେ ସମର୍ଥନ କରିଆସୁଛି । ଏଥିପାଇଁ ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ…
ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭରସିଟି ଏବଂ ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ଦ୍ବାରା ସର୍ବବୃହତ ମାନବ ଜାତୀୟ ପତାକା ତିଆରି…
ସୋନିପତ, ୨୦ ମାର୍ଚ୍ଚ, ୨୦୨୪: ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ (ଏଫ୍ଏଫ୍ଆଇ) ସହଯୋଗରେ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟି (ଜେଜିୟୁ) ସର୍ବବୃହତ ମାନବ ଜାତୀୟ ପତାକା ତିଆରି କରି ଗିନିଜ୍ ୱାର୍ଲ୍ଡ ରେକର୍ଡ ସ୍ଥାପନ କରିଛି। ଏହି କାର୍ଯ୍ୟକ୍ରମରେ ଜେଜିୟୁର ୭୩୬୮ ଜଣ ଛାତ୍ରଛାତ୍ରୀ ଓ କର୍ମଚାରୀ…
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ”କଣ୍ଢେଇ ଦିବସ”
https://youtu.be/xRj-1CdMOfo
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ କଣ୍ଢେଇ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରାରମ୍ଭ ଓ ବୋଧ ଶ୍ରେଣୀର ପିଲାମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ସହ…
ପାରଳାଖେମୁଣ୍ଡି ବନଖଣ୍ଡରେ ବିଶ୍ୱ ବନ ଦିବସ ପାଳିତ
ପାରଳାଖେମୁଣ୍ଡି ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ଗୁରୁବାର ଦିନ) ପାରଳାଖେମୁଣ୍ଡି ସ୍ଥିତ ବନଖଣ୍ଡ କାର୍ଯ୍ୟାଳୟରେ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବନଖଣ୍ଡ ଅଧିକାରୀ ଶ୍ରୀ ଏସ୍. ଆନନ୍ଦ , ସହକାରୀ ବନ ସଂରକ୍ଷକ ଶ୍ରୀ ଅରୁଣ କୁମାର ସାହୁ , ଶ୍ରୀମତୀ ସାଇନ ଶ୍ରୀ ଦାଶ ଏବଂ…
ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ନିରଞ୍ଜନ ବେହୁରାଙ୍କ ସ୍ମୃତିରେ ‘ସ୍ମୃତି ନିର୍ଝର’ ସ୍ମରଣିକା ଉନ୍ମୋଚନ ଓ…
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଟରପଡ଼ା ପଞ୍ଚାୟତ ଗୌଡ଼ବିଶ ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ଓଡ଼ିଶା କାଜୁ ନିଗମର ପୂର୍ବତନ ପ୍ରବନ୍ଧକ ସର୍ଗତ ନିରଞ୍ଜନ ବେହୁରାଙ୍କ ଦ୍ବାଦଶାହ ଦିବସ ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଛି । ସାହିତ୍ୟିକ…
ଆନ୍ଧ୍ର ରୁ ଅଯୋଧ୍ୟା ପଦ ଯାତ୍ରା ରେ ସ୍ଵାମୀ ରାମାନୁଜ ଜି
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୧/୦୩/୨୪ ଆନ୍ଧ୍ର ପ୍ରଦେଶ ର କ୍ରିଷ୍ଣା ପରମ ଆଶ୍ରମ ରୁ ବ୍ରହ୍ମଚାରୀ ସ୍ଵାମୀ ରାମାନୁଜ ଜି ତାଙ୍କ ୧୩ ଜଣ ସହକର୍ମୀ ଙ୍କ ସହ ଅଯୋଧ୍ୟା ଅଭିମୁଖେ ପଦ ଯାତ୍ରା ରେ ବାହାରିଛନ୍ତି। ଆଜି ଆନ୍ଧ୍ର ପ୍ରଦେଶ ରୁ ବାହାରିଥିବା ସ୍ଵାମୀ ରାମାନୁଜ ଜି ଓ…
ଠେମରା ନଦୀ ବାଲିଘାଟରେ ବାଲି ଉଠାଣକୁ ନେଇ ଗ୍ରାମବାସୀଙ୍କ ବିରୋଧ: ଜିଲ୍ଲାପାଳଙ୍କୁ ଦାବିପତ୍ର l
ଭବାନୀପାଟଣା ୨୧ମାର୍ଚ୍ଚ (ଶାସକ ପ୍ରଶାସକ )ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଠେମରା ଗ୍ରାମ ସହ ସହ ମହିଳା ଓ ଗ୍ରାମ ବାସି ମାନେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଆସି ଦାବି ପତ୍ର ପ୍ରଦାନ କରିଛନ୍ତି. କାରଣ ଇତି ପୂର୍ବରୁ ୭ତାରିଖ ଫେବୃଆରୀ ରେ ଦାବି ପତ୍ର ଦେଇ ଥିଲେ ଯେ ଠେମରା…
ସାଧାରଣ ନିର୍ବାଚନ ପାଇଁ ପଦ୍ମପୁର ପୋଲିସ ର ଫ୍ଲାଗମାର୍ଚ୍ଚ l
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଆଗାମୀ ସାଧାରଣ ନିର୍ବାଚନ ୨୦୨୪ କୁ ଦୃଷ୍ଟି ରେ ରଖି ପଦ୍ମପୁର ପୋଲିସ ର ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି l ଫ୍ଳାଗ୍ ମାର୍ଚ୍ଚ ସହିତ ନାକା ପୋଷ୍ଟ , ଫ୍ଲାୟିଙ୍ଗ ସ୍କ୍ୱାଡ଼ ଗଠନ କରାଯାଇଛି ବୋଲି ପଦ୍ମପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭୋଇ ଜଣାଇଛନ୍ତି l…
କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ : ବିଜୟ ଆଉଟ, ଭକ୍ତ ଇନ
ଭୁବନେଶ୍ୱର :ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭକ୍ତ ଚରଣ ଦାସ ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ଏଆଇସିସି ଅଧ୍ୟକ୍ଷଙ୍କ ଦ୍ୱାରା ନିଯୁକ୍ତ ହୋଇଛନ୍ତି.| ବର୍ତ୍ତମାନ ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ୱରେ ଥିବା ବିଜୟ ପଟ୍ଟନାୟକଙ୍କୁ ନିର୍ବାଚନ ସମନ୍ୱୟ କମିଟିର…