Sign in
Sign in
Recover your password.
A password will be e-mailed to you.
“ଦୋଳ ଉତ୍ସବ” – ୨୦୨୪ ଉଦ୍ଘାଟିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଦୋଳ ଉତ୍ସବ ଓ ଦୋଳବନ୍ଧ ଉନ୍ନୟନ କମିଟି ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ "ଦୋଳ ଉତ୍ସବ" - ୨୦୨୪ ଦୋଳବନ୍ଧ ନିକଟ ଦୋଳମଣ୍ଡପ ଠାରେ ଦୀର୍ଘ ୬ ଦିନ ବ୍ୟାପି ହେବାକୁ ଥିବା ଦୋଳତ୍ସବ ଉଦ୍ଘାଟିତ ହୋଇଯାଇଛି।…
ଅବସର ପରେ ବି ପତିଆରା
ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ପୈାରପରିଷଦ ଠାରେ ରହିଛି ଜନସ୍ବାସ୍ଥ୍ୟ ବିଭାଗ। ଏହି ବିଭାଗରେ ସହକାରି ଯନ୍ତ୍ରୀ ଅବସର ନେବା ପରେ ନିଜର ପତିଆରା ପୁଣି ଜନସ୍ବାସ୍ଥ୍ୟ ବିଭାଗରେ ଜାହିର କରୁଛନ୍ତି। ପୁର୍ବତନ ସହକାରି ଯନ୍ତ୍ରୀ ଗୋବର୍ଧନ ସେଠୀ ନିଜକୁ ପୁଣି ଭଲ କାମ କରିଥିବାରୁ…
୫ମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଟଲଣା ସ୍ଥିତ ଆଶ୍ରମ ବିଦ୍ୟାଳୟରେ ଜଣେ ୫ମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ର ଜଣକ ହେଲେ ଜୁଦାଶ୍ ଶବର (୧୧)। ପରିତ୍ୟକ୍ତ ଅବସ୍ଥାରେ ଥିବା ହଷ୍ଟେଲ ଗୃହ ପରିସରେ ବେକରେ ଗାମୁଛା ଦେଇ ଫ୍ୟାନରେ ଝୁଲନ୍ତା…
ଅଙ୍ଗଦାନ କରିବେ ସମାଜସେବୀ
ଜଗତସିଂହପୁର,ତା-୨୨.୦୩.୨୦୨୪/ସୁମନ୍ତ କୁମାର ଦାସ: ଯୁବ ବ୍ୟକ୍ତିତ୍ୱଙ୍କ ମହଲରେ ଅଙ୍ଗଦାନ କରିବାର ଆଗ୍ରହ ବୃଦ୍ଧି ପାଇଛି। ଅଙ୍ଗଦାନ ଏହି କ୍ରମରେ ଏବେ ମୃତ୍ୟୁ ପରେ ନିଜର ଅ କରିବାକୁ ନିଷ୍ପତ୍ତି ନେଇଛନ୍ତି ସ୍ଥାନୀୟ ଅତାମଳା ବେହେରା। ଏହି ଗ୍ରାମର ଯୁବ ସମାଜସେବୀ ଜଗନ୍ନାଥ ସେ ମୃତ୍ୟୁପରେ…
କଂଗ୍ରେସ ମଙ୍ଗ ଧରିବେ ଅର୍ଚ୍ଚନା
ଜଗତସିଂହପୁର:ଗୋଳିଆ ଧରିଥିବା ବିଜେଡି ରାଜନୀତିର ଫାଇଦା ଉଠାଇବା ସହ ଜଗତସିଂହପୁର ନିର୍ବାଚନମଣ୍ଡଳୀରେ କଂଗ୍ରେସ ସଂଗଠନର ନେତୃତ୍ବ ନେବାକୁ ମୁଣ୍ଡ ଟେକିଛନ୍ତି ପୌରାଧ୍ୟକ୍ଷା ଅର୍ଜନା ସିଂହ। ଏ.ଆଇ.ସିସି ଓ ପି.ସି.ସି ଅନୁମତି ଦେଲେ ସାଂଗଠନିକ କାର୍ଯ୍ୟକ୍ରମକୁ ତ୍ୱରାନ୍ଵିତ କରାଯିବ ବୋଲି…
ଦୁଃଖର ପାହାଡ଼ ତଳେ ପ୍ରଭାସିନୀ ଜୀବନ
ଜଗତସିଂହପୁର,:ଦୁଃଖ ଯେତେବେଳେ ଆସେ ବୋଧେ ଭାଇ ବନ୍ଧୁ କୁଟୁମ୍ବକୁ ନେଇ କରି ଆସେ l ବୋଝ ଉପରେ ନଳିତା ବିଡା ପରି ଦୁଃଖର ପାହାଡ଼ ତଳେ ଚାପି ହୋଇ ଲୁହ ଗଡ଼ାଇ ପେଟରେ ଓଦା କନା ଦେଇ ଭଙ୍ଗା ଘରେ ପଡିରହିଛନ୍ତି ଆକାଶକୁ ଅନାଇ l ହେ ଭଗବାନ ଦୁଃଖ କେବଳ କଣ ଆମକୁ ଦେଇଛନ୍ତି କାହି କହି କୋହଭରା କଣ୍ଠରେ…
ସୁନ୍ଦରଗଡ ଜିଲ୍ଲା କଁଅର ସମାଜକୁ ମିଳିଲା ସାମ୍ବିଧାନିକ ସ୍ତରରେ ଆଦିବାସୀ ମାନ୍ୟତା….
ସୁନ୍ଦରଗଡ଼,(ବସନ୍ତ କୁମାର ଜେନା):ଦେଶରେ ଏବେ ମଧ୍ୟ ବିଭିନ୍ନ ଜାତିର ଲୋକେ ଜନଜାତିର ମାନ୍ୟତା ପାଇନାହାନ୍ତି, ତେବେ ବି ଲଢେଇ ଜାରି ରଖିଛନ୍ତି, ଏଇ ପରିପେକ୍ଷୀରେ,ଓଡ଼ିଶା କଅଁର ସମାଜକୁ ଆଦିବାସୀର ମାନ୍ୟତା ମିଳିଛି, ସରକାରୀ ସ୍ତରରେ ମଧ୍ୟ ଏବେ ପ୍ରମାଣପତ୍ର ପାଇବେ, ଏ ନେଇ ସୁନ୍ଦରଗଡ…
“ଲୋକଙ୍କ ଠାରୁ ଦୂରେଇ ଯାଇଥିବା ଭର୍ତ୍ତୃହରି ଜାଣିସାରିଥିଲେ ଯେ ଏଥର ସେ ଟିକଟ ପାଇବେ ନାହିଁ:”
ଟିକଟ ଓ ପଦ ପଦବୀ ଲୋଭରେ ବିଜେପିକୁ ଯାଉଛନ୍ତି ଭର୍ତ୍ତୃହରି ମହତାବ: ବିଜେଡି
ଭୁବନେଶ୍ୱର: ଶ୍ରୀ ଭର୍ତ୍ତୃହରି ମହତାବଙ୍କୁ ଛ ଛ ଥର ବିଜେଡି ଦଳ ରୁ ସାଂସଦ ଟିକଟ ଦିଆଯାଇ ଦିଲ୍ଲୀ ପଠା ଯାଇଥିଲା ଓ ୨୦୧୪ ଓ ୨୦୧୯ରେ ଶେଷ ମୁହୂର୍ତରେ ଟିକଟ ଦିଆଯାଇଥିଲା କାରଣ ତାଙ୍କ ସ୍ଥିତି କଟକରେ ଭଲ ନଥିଲା ଓ…
ମୁଖ୍ୟ ନିର୍ବାଚନ ଅଧିକାରୀ ଓ ରାଜ୍ୟ ପୋଲିସ ନୋଡ଼ାଲ ଅଧିକାରୀଙ୍କ ଅବିଭକ୍ତ କୋରାପୁଟ ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତି…
ଭୁବନେଶ୍ୱର:ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଓ ରାଜ୍ୟ ପୋଲିସ ନୋଡ଼ାଲ ଅଧିକାରୀ ଶ୍ରୀ ସଂଜୟ କୁମାର ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତରେ ଆସି ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ପ୍ରସ୍ତୁତି ସମୀକ୍ଷା କରିଛନ୍ତିା କୋରାପୁଟର ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିବା ଏହି…
ଲଢ଼ିବୁ ୧୪୭/୨୧, ଜିତିବୁ ଦୁଇ ତୃତୀୟାଂଶରୁ ଅଧିକ : ବବି
ଭୁବନେଶ୍ୱର : "ବିଜେଡି ସମସ୍ତ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ସମସ୍ତ ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦିତା କରିବା ସହିତ ଓଡ଼ିଶାବାସୀଙ୍କ ସମର୍ଥନ ଏବଂ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେୃତ୍ୱତ୍ୱରେ ତିନି ଚତୁର୍ଥାଂଶରୁ ଅଧିକ ଆସନରେ ବିଜୟୀ ହେବ।" ବୋଲି କହି ମେଣ୍ଟକୁ…