ଅନିଲ ସିଂ ମେମୋରିଆଲ T-20 ଆନ୍ତ ରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଗତ ମାର୍ଚ୍ଚ ୧୬ ତାରିଖ ରୁ ଚାଲିଥିବା ଅନିଲ ସିଂ ମେମୋରିଆଲ T-20 କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ୨୩/୦୩/୨୦୨୪ ରେ ଉଦଯାପିତ ହୋଇ ଯାଇଛି . ଆଜି ର ଏହି ଶୁଭ ଉଦଯାପନୀ ଦିବସରେ ଫାଇନାଲ ମ୍ୟାଚ ଇଣ୍ଡିଆନ ନାଭି ଏବଂ ଭାଇଜଗ ସୁପର ନୋଭାସ ଭିଶାକାପାଟଣା ମଧ୍ୟ ରେ ଖେଳାଯାଇଥିଲା. ଏହି ମ୍ୟାଚ ରେ…

କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ଉଦଘାଟନ

ରାଉରକେଲା(ବସନ୍ତ କୁମାର ଜେନା): ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ କଂଗ୍ରେସ ତରଫରୁ ଗ୍ୟାରେଣ୍ଟି କାର୍ଡ ଉଦଘାଟିତ ହୋଇଯାଇଛି। ଦଳର ସଭାପତି ରବି ରାୟ ଙ୍କ ସଭାପତିତ୍ବରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ପ୍ରମୁଖ ତଥା ପ୍ରାକ୍ତନ ବିଧାୟକ ପ୍ରଭାତ ମହାପାତ୍ର,ବିରେନ ସେନାପତି,…

ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ଼ଃ ତିରୁମାଲା ନାୟକଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

ରାୟଗଡ/ସରୋଜ ସାହୁ- ଚଳିତ ସମାକାଳୀନ ସାଧାରଣ ନିର୍ବାଚନ ୨୦୨୪ର ପ୍ରସ୍ତୁତି ନେଇ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ଼ଃ ତିରୁମାଲା ନାୟକ ରାୟଗଡ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ନିର୍ବାଚନ ପ୍ରସ୍ତୁତିକୁ ସମୀକ୍ଷା କରିଛନ୍ତି l ଆଜି ସକାଳ ୧୦.୦୦ଘଟିକା ସମୟରେ ରାୟଗଡ ଜିଲ୍ଲାପାଳ ମନୋଜ…

ଆଇଆଇଟି ଭୁବନେଶ୍ୱରରେ ‘କୋଣାର୍କ ମନ୍ଥନ’ ସମ୍ମିଳନୀ

ସୂର୍ଯ୍ୟ ମନ୍ଦିରର ନିର୍ମାଣ ସାମଗ୍ରୀ ଏବଂ ସ୍ଥାପତ୍ୟ ଉତ୍କର୍ଷର ରହସ୍ୟ ଉନ୍ମୋଚନ ପାଇଁ ବିଶଦ ଆଲୋଚନା ଭୁବନେଶ୍ୱର, ୨୨ ମାର୍ଚ୍ଚ୍ ୨୦୨୪: ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ସୂର୍ଯ୍ୟ ମନ୍ଦିରର ନିର୍ମାଣ ସାମଗ୍ରୀ ଏବଂ ସ୍ଥାପତ୍ୟ ଉତ୍କର୍ଷର ଗୁଡିକର…

ଇଣ୍ଡିଆନ ଷ୍ଟିଲ ଆସୋସିଏସନର ସଭାପତି ଭାବରେ ନବୀନ ଜିନ୍ଦଲଙ୍କ ଦାୟିତ୍ବ ଗ୍ରହଣ

ନୂଆଦିଲ୍ଲୀ/ଭୁବନେଶ୍ୱର ମାର୍ଚ୍ଚ ୨୩: ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ସର୍ବସମ୍ମତିକ୍ରମେ `ଇଣ୍ଡିଆନ୍ ଷ୍ଟିଲ୍ ଆସୋସିଏସନ୍ (ଆଇଏସ୍ଏ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ୨୦୨୪ ମାର୍ଚ୍ଚ ୨୧ରେ ଏଏମ୍ଏନ୍ଏସ୍ ଇଣ୍ଡିଆର ସିଇଓ ତଥା ଆର୍ସେଲର ମିତ୍ତଲର…

ଜେଆରଜି ଏଜୁକେଶନାଲ ଟ୍ରଷ୍ଟ ପକ୍ଷରୁ ଉତ୍କର୍ଷ କାର୍ଯ୍ୟକ୍ରମ ଉଦଘାଟିତ

ଖୋର୍ଦ୍ଧା/ ଯୋଗେଶ୍ୱର ପଣ୍ଡା -ଖୋର୍ଦ୍ଧା ସଦର ମହକୁମା ସ୍ଥିତ ଶିଳ୍ପାଞ୍ଚଳ ଅନ୍ତର୍ଗତ ଜେଆରଜି ଏଜୁକେସନାଲ ଟ୍ରଷ୍ଟ ଆନୁକୂଲ୍ୟରେ ରାଧାକ୍ରୀଷ୍ଣ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଆଣ୍ଡ ଇଞ୍ଜନିୟରିଂ,କ୍ରିପ୍ଟନ ଯୁକ୍ତ ଦୁଇ ବିଜ୍ଞାନ ଉଚ୍ଚ ବିଦ୍ୟାଳୟ,ଜେଆରଜି କଲେଜ ଅଫ ଫାର୍ମାସି ଓ ଡିଡିୟୁ…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର ନବରଙ୍ଗପୁର ଜିଲ୍ଲା ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

ଭୁବନେଶ୍ୱର,୨୩/୦୩/୨୦୨୪: ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଆଜି ନବରଙ୍ଗପୁର ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତିା ସେ ଅତିରିକ୍ତ ପୋଲିସ ଡିଜି ତଥା ରାଜ୍ୟ ପୋଲିସ ନୋଡ଼ାଲ ଅଧିକାରୀ ଶ୍ରୀ ସଂଜୟ କୁମାରଙ୍କ ସହ ମିଶି ନବରଙ୍ଗପୁର ଜିଲ୍ଲାର ନିର୍ବାଚନ…

ବିପଦପୂର୍ଣ୍ଣ ଅବସ୍ଥାରେ ଟ୍ରାନସଫରମର

https://youtu.be/542pyBoRzn8 ଶାସକ ପ୍ରଶାସକ, ଖଲିକୋଟ ରୁ ଶିଵରାମଜେନା: ଖଲିକୋଟ ର ଇତିହାସ ପୃଷ୍ଠାରୁ ଅବଲୋକନ କଲେ ଜଣାଯାଏ ଯେ, ଖଲିକୋଟ ରେ ଅବସ୍ଥିତ ପାୱ।ର ହାଉସ୍ ରାଜାଙ୍କ ଶାସନ କାଳରେ ଡାଇନାମା ମୋଟର ଯୋଗେ ବିଜୁଳି ବତି ଜଳୁଥିଲା। ପରବର୍ତ୍ତୀ ସମୟରେ ରାଜା ଜନହିତକର କାର୍ଯ୍ୟ…

ଅରେଞ୍ଜ ହୁଇଲ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ଼ ପକ୍ଷରୁ ଭୁବନେଶ୍ୱରଠାରେ ଅତ୍ୟାଧୁନିକ କ୍ଲିନିକ୍ ଉଦ୍‌ଘାଟିତ

ଭୁବନେଶ୍ୱର : ଶ୍ରବଣ ସମ୍ପର୍କିତ ସ୍ୱାସ୍ଥ୍ୟସେବା ଶିଳ୍ପରେ ଏକ ଅଗ୍ରଣୀ ସଂସ୍ଥା ଓ ସିଗନିଆ ଶ୍ରବଣ ଯନ୍ତ୍ରର ଏକ ସ୍ୱୀକୃତିପ୍ରାପ୍ତ ବିତରକ ଭାବେ ପ୍ରତିଷ୍ଠିତ ଅରେଞ୍ଜ ହୁଇଲ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ଼ର ନୂତନ ଶ୍ରବଣ ଓ ସ୍ପିଚ୍ କ୍ଲିନିକ୍ ଭୁବନେଶ୍ୱରଠାରେ ଉଦ୍‌ଘାଟିତ ହୋଇଯାଇଛି ।…

ପ୍ରଦୀପ୍ତ ଦାସ ହେଲେ ପିସିସି ସାଧାରଣ ସମ୍ପାଦକ l

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମାହାଙ୍ଗା ବିଧାନସଭା କ୍ଷେତ୍ରର କଂଗ୍ରେସ ଯୁବ ନେତା ପ୍ରଦୀପ୍ତ କୁମାର ଦାସ(ବୁଲୁ)ଙ୍କୁ ପ୍ରଦେଶ କଂଗ୍ରେସ କମିଟି (ପି.ସି.ସି) ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି । ପ୍ରଦେଶ କଂଗ୍ରେସ ରାଜନୈତିକ ବ୍ୟାପାର କମିଟି ଅନୁମୋଦନ କ୍ରମେ ସଭାପତି ଶରତ…