Sign in
Sign in
Recover your password.
A password will be e-mailed to you.
ବେଳାଭୂମି ସାହିତ୍ୟ ସଂସଦ ର ପ୍ରସ୍ତୁତି ବୈଠକ ।
ଅସ୍ତରଙ୍ଗ/ଦୁଃଶାସନ ନାୟକ: ରାଜ୍ୟର ଏକ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଭାବେ ପ୍ରତିଷ୍ଠା ଲାଭ କରିଥିବା ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ପିର ଜହାନିଆ ନିକଟ, ବେଳାଭୂମି ସାହିତ୍ୟ ସଂସଦ ର ଏକ ପ୍ରସ୍ତୁତି ବୈଠକ ଶନିବାର ଦିନ ପିର ବେଳାଭୂମି ନିକଟରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି ପ୍ରସ୍ତୁତି…
ମା’ ସମଲେଇଙ୍କ ଭୂମି ସମ୍ବଲପୁରକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିବା ମୋ ପାଇଁ ବଡ଼ ସୌଭାଗ୍ୟର ବିଷୟ –…
https://youtu.be/BiwyhiSZn5g
ସମ୍ବଲପୁର ଲୋକସଭା ପ୍ରାର୍ଥୀ ହେବା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍
• ସମ୍ବଲପୁରର ଜନତାଙ୍କ ସେବା କରିବା ସହ ସେମାନଙ୍କ ସ୍ନେହ ଓ ଆଶୀର୍ବାଦ ପାଇବା ପାଇଁ ମୋ ଉପରେ ବିଶ୍ୱାସ କରିଥିବାରୁ ଧନ୍ୟବାଦ
• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ…
ମୋଦିଙ୍କ ଆଦର୍ଶରୁ ମୁହଁ ଫେରାଇ ନବୀନଙ୍କ ଆଦର୍ଶରେ ପ୍ରଭାବିତ ହେଲେ ଇରାନୀ
ବିଜେଡ଼ିରେ ଯୋଗଦେଲେ ନୟାଗଡ଼ ବିଜେପି ବିଧାୟିକା ପ୍ରାର୍ଥୀ ଇରାନୀ ରାୟ
ଭୁବନେଶ୍ୱର, ୨୪/୦୩/୨୦୨୪:ନୟାଗଡ଼ ନିର୍ବାଚନମଣ୍ଡଳୀର ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ବିଧାୟିକା ପ୍ରାର୍ଥୀ ଇରାନୀ ରାୟଙ୍କ ସହ ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖଭବନ ଠାରେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ…
ରାଜ୍ୟ ସରକାରଙ୍କ କଥା ପ୍ରବଳ, କାମ ଦୁର୍ବଳ: ପ୍ରଦୀପ ପାଣିଗ୍ରାହୀ
ରାଜ୍ୟରେ ସ୍ୱାସ୍ଥ୍ୟସେବା ପୂରା ହୁଗୁଳା, ମିଛ ବିଜ୍ଞାପନ ଓ ପ୍ରଚାର ପ୍ରସାରରେ ମାତିଛନ୍ତି ରାଜ୍ୟ ସରକାର
ମୋଦିଜୀଙ୍କ ଯୋଜନାରେ ନବୀନ ବାବୁ ନିଜ ଦଳୀୟ ରଙ୍ଗ ଓ ଚିହ୍ନ ଲଗାଇ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି
ମୋଦିଙ୍କ ଯୁଗରେ ଚିକିତ୍ସା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭାରତ…
ମହାକାଳ ବେଶରେ ଝଲସିଲେ ବାବା ହଟ୍ଟକେଶ୍ୱର
ଖୋର୍ଦ୍ଧା,୨୪/୩(ଯୋଗେଶ୍ୱର ପଣ୍ଡା): ଏସିଆ ମହାଦେଶରେ ପୁରାଣ ବର୍ଣ୍ଣିତ ପ୍ରସିଦ୍ଧ ଲାଭ କରିଥିବା ସର୍ବ ପୁରାତନ ମନ୍ଦିର ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରି ପଂଚାୟତ ଅନ୍ତର୍ଗତ ଅଟ୍ରି ସ୍ଥିତ ଏକାଦଶ ରୁଦ୍ର ତଥା ବାବା ହଟ୍ଟକେଶ୍ୱର ପୀଠ ପରିସର ଏବେ ଚଳ ଚଞ୍ଚଳ ରହିଛି। ପ୍ରତ୍ୟହ ବାବା…
ଶତାୟୁ ସ୍ବାଧିନତା ସଂଗ୍ରାମୀ ଶତାୟୁ ହଟ୍ଟନାଥଙ୍କ ପରଲୋକ
ଖୋର୍ଦ୍ଧା,୨୪/୩(ଯୋଗେଶ୍ୱର ପଣ୍ଡା):୧୮୧୭ ମସିହା ଭାରତର ପ୍ରଥମ ପାଇକ ମୁକ୍ତି ସଂଗ୍ରାମର ଆନ୍ଦୋଳନରେ ମାନ୍ୟତା ଦାବି ଅଭିଯାନରେ ଅଂଶ ଗ୍ରହଣ କରିଥିବା ମହାନ ବ୍ୟକ୍ତି ସ୍ୱର୍ଗତ ହଟ୍ଟନାଥ ମଙ୍ଗରାଜ ୧୦୨ ବର୍ଷରେ ପଦାର୍ପଣ କରି ଶନିବାର ଦିନ ବିଳମ୍ବିତ ରାତିରେ ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋ…
ହୀରାକୁଦରେ ଡାଇରିଆକୁ ନିୟନ୍ତ୍ରଣ କରିବା ପାଇଁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ
ହୀରାକୁଦରେ ତୁରନ୍ତ କେନ୍ଦ୍ରୀୟ ମେଡିକାଲ ଟିମ୍ ନିୟୋଜିତ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
• ଆକ୍ରାନ୍ତଙ୍କୁ ଅବିଳମ୍ବେ ଆବଶ୍ୟକ ମେଡିକାଲ ସହାୟତା ଯୋଗାଇଦେବା ପାଇଁ ହସ୍ତକ୍ଷେପ ଲୋଡିଲେ• ଡାଇରିଆର ମୂଳ କାରଣକୁ ଚିହ୍ନଟ…
ଏଚ୍ଡିଏଫ୍ସି ପରିବର୍ତନ ଷ୍ଟାର୍ଟଅପ୍ ଅନୁଦାନର ବିଜେତାଙ୍କ ନାମ ଘୋଷିତ
ଭୁବନେଶ୍ୱର : ଏକ ଅଗ୍ରଣୀ ଟେକ୍ନୋଲୋଜି ବିଜ୍ନେସ ଇନ୍କ୍ୟୁବେଟର ଏଆଇସି-ନାଳନ୍ଦା ପକ୍ଷରୁ ଏଚ୍ଡିଏଫ୍ସି ପରିବର୍ତନ ଷ୍ଟାର୍ଟଅପ୍ ଅନୁଦାନର ଏହାର ଟିମ୍ର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଏହି ଅନୁଦାନ ‘ସ୍ମାର୍ଟ ସିଟିଗୁଡିକ ପାଇଁ ସବୁଜ ସମାଧାନ ନିର୍ମାଣ କରିବା’ ଉପରେ ଗୁରୁତ୍ୱ…
ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ସହ ବିବାର ନୂଆ ସମର୍ କଲେକ୍ସନର ଶୁଭାରମ୍ଭ
ଭୁବନେଶ୍ୱର : ଭାରତର ଅଗ୍ରଣୀ ଓ ଘରୋଇ ଫ୍ୟାଶନ ବ୍ରାଣ୍ଡ ବିବା ପକ୍ଷରୁ ଭୁବନେଶ୍ୱରସ୍ଥିତ କମ୍ପାନୀର ଫ୍ଲାଗ୍ସିପ ଷ୍ଟୋର୍ଠାରେ ଏହାର ନୂଆ ସମର କଲେକ୍ସନର ଗ୍ରାଣ୍ଡ୍ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି ଯାହାର ବିଷୟବସ୍ତୁ ରହିଛି ‘ହର୍ ନଜର୍ ମେଁ କୁଛ୍ ନୟା’ । ଏହି ନୂତନ କଲେକ୍ସନ…
ପ୍ରଦେଶ କଂଗ୍ରେସ କମିଟି ସମ୍ପାଦିକା ଭାବେ ମନୋନୀତ ହେଲେ ପି.ନାଗାରତ୍ନମ
"ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କଂଗ୍ରେସ ପାଇଁ କାମ କରିବି ଓ ମୋର ଶେଷ ଯାତ୍ରା ରେ କଂଗ୍ରେସ ଦଳର ପତକା ମୋ ସାଥି ହୋଇ ରହିବ"
ତେନ୍ତୁଳିଖୁଣ୍ଟି .କୃପା ନିଧି ରାଉତ:ବରିଷ୍ଠ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ପି ନାଗାରତ୍ନମ ଙ୍କୁ ପ୍ରେଦେଶ କଂଗ୍ରେସ କମିଟି ସମ୍ପାଦିକା ଭାବେ ମନୋନୀତ କରାଯାଇଛି…