ଝାରପୋଖରିଆ ପୋଲିସର ଫ୍ଲାଗ ମାର୍ଚ୍ଚ

 ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ (ଶାସକ ପ୍ରଶାସକ:) ଆଗାମୀ ସାଧାରଣ ନିର୍ବାଚନରେ ଅବାଧ ଓ ଶାନ୍ତିପୂର୍ଣ ଭାବେ ମତଦାନ ପରିପ୍ରେକ୍ଷୀରେ ଝାରପୋଖରିଆ ଥାନା ତରଫରୁ ମିଳିତ ଫ୍ଲାଗ ମାର୍ଚ୍ଚ ହୋଇଯାଇଛି । ମୟୁରଭଂଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଝରପୋଖରିଆ ଥାନା ଅଧିକାରୀ ଶ୍ରୀ…

ଗୁଣପୁର ଠାରେ ସ୍ବାମୀ ଆୟ୍ୟାପା ଭଗବାନଙ୍କ ଜନ୍ମ ଦିବସ ପାଳିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆୟାପାସ୍ଵାମୀ ଙ୍କ ଜନ୍ମ ଦିବସ ଅବସରରେ ଗୁଣୁପୁର ଆୟାପା ମନ୍ଦିରରେ ଶ୍ରୀ ଆୟାପାସ୍ଵାମୀ ଙ୍କୁ ଆଜି ପ୍ରଭାତରେ ରୁପାହାଣ୍ଡିରେ ପଞ୍ଚାମୃତ ,ଜଳ ଆଦି ନେଇ ସ୍ନାନ , ଅଭିଷେକ କରାଯାଇ ଠାକୁରଙ୍କୁ ବିଭିନ୍ନ ଅଳଙ୍କାରରେ ସଜ୍ଜା ଯାଇଥିଲା । ଆୟାପା ଭକ୍ତଙ୍କ…

“୨୦୨୪ ରୁ ୨୦୩୪ ଓଡିଶାର ଯୁବକଙ୍କ ପାଇଁ ସୁବର୍ଣ୍ଣ ସମୟ”

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୭୦୦୦ ହାଇସ୍କୁଲକୁ ୫-ଟି ହାଇସ୍କୁଲରେ ରୂପାନ୍ତରିତ କରାଯାଇଛି ।ସେହିଭଳି ଅଧିକାଂଶ କଲେଜର ରୂପାନ୍ତରଣ ମଧ୍ୟ ହୋଇଛି ।ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶରେ ଏବଂ ୫-ଟି ଅଧ୍ୟକ୍ଷଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ କଠିନ ପରିଶ୍ରମରେ ଏହା ସଫଳ…

“ପ୍ରଧାନମନ୍ତ୍ରୀଙ୍କ ବିକାଶକୁ ସମ୍ବଲପୁରରେ ତ୍ୱରାନ୍ୱିତ କରିବା ପାଇଁ ସମ୍ବଲପୁରର ଜନତା ମୋତେ ଗୁଣ୍ଡୁଚି ମୂଷାର…

ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ଲିଙ୍ଗରାଜ ଓ ମା’ ହିଙ୍ଗୁଳାଙ୍କ ଆଶୀର୍ବାଦ ନେଲେ କେନ୍ଦ୍ରମନ୍ତ୍ରୀ ନିଜର ଦକ୍ଷତା ଓ ପୂର୍ଣ୍ଣ ସାମର୍ଥ୍ୟ ସହ ଜନସେବା ପାଇଁ ସବୁବେଳେ ପ୍ରୟାସ ଜାରି ରଖିବି – ଧର୍ମେନ୍ଦ୍ର ପ୍ରଧାନ • ସମ୍ବଲପୁରରୁ ଲୋକସଭାର ପ୍ରାର୍ଥୀ ହେବା ପରେ ମହାପ୍ରଭୁଙ୍କ ଆଶୀର୍ବାଦ…

ପୂର୍ବତଟ ରେଳପଥ ପକ୍ଷରୁ ୨୫୦ ନିୟୁତ ଟନ ପଣ୍ୟ ପରିବହନ ରେକର୍ଡ

ଆର୍ଥିକ ବର୍ଷର ଛଅ ଦିନ ପୂର୍ବରୁ ସଫଳତା ହାସଲ କଲା ପୂର୍ବତଟ ରେଳପଥ | 250 ନିୟୁତ ଟନ୍ ମୂଳ ପଣ୍ୟ ବୋଝେଇ କ୍ଷେତ୍ରରେ ପ୍ରଥମ ରେଳବାଇ ଜୋନ୍ | ପୂର୍ବ ରେକର୍ଡଗୁଡିକ ଅତିକ୍ରମ କରି ଯେକୌଣସି ଜୋନ୍ ଦ୍ୱାରା ସର୍ବାଧିକ ପଣ୍ୟ ପରିବହନ | ଏହି ସମୟ ମଧ୍ୟରେ 149.507 ନିୟୁତ…

“ଦୋଳ ଉତ୍ସବ”ର ଚତୁର୍ଥ ଦିନର ମୁଖ୍ୟ ଆକର୍ଷଣ ଥିଲା “ମଘାପୋଡି”

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଦୋଳ ଉତ୍ସବ ଓ ଦୋଳବନ୍ଧ ଉନ୍ନୟନ କମିଟି ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଦୋଳବନ୍ଧ ନିକଟ ଦୋଳମଣ୍ଡପ ଠାରେ ଦୀର୍ଘ ୬ଦିନ ଧରି ଚାଲିଥିବା ଦୋଳତ୍ସବର ଚତୁର୍ଥ ସନ୍ଧ୍ୟାରେ ରାମ ସ୍ୱାମୀ ମନ୍ଦିରରୁ ପ୍ରଭୁ…

ଗୁଣପୁରରେ ଉପଖଣ୍ଡସ୍ତରୀୟ ପୁଲିସ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ।

ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା କ୍ଷେତ୍ରରେ ପୁଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ - ଏଏସପି ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି - ନିର୍ବାଚନ ଆଚରଣ ବିଧିକୁ ପୁଲିସ ପ୍ରଶାସନ ପକ୍ଷରୁ କଢାକଢି ରୂପେ ପାଳନ କରିବାକୁ ହେବ । ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା କ୍ଷେତ୍ରରେ ପୁଲିସର…

ଗାୟତ୍ରୀ ବୈଷୟିକ ମହାବିଦ୍ୟାଳୟରେ ଯୁବ ମହୋତ୍ସବ ପାଳିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସ୍ଥିତ ଗାୟତ୍ରୀ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ଯୁବ ମହୋତ୍ସବ 'ଜେନିତ୍ ୧.୦' ପାଳିତ ହୋଇଯାଇଛି । ଅନୁଷ୍ଠାନର ଚେୟାରମେନ ଶ୍ରୀଯୁକ୍ତ ଅକ୍ଷୟ କୁମାର ଦାସ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ ସାହୁ ମହୋଦୟ ଏହାକୁ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ…

କୋରାଇ ନିର୍ବାଚନ ମଣ୍ଡଳୀ: କଂଗ୍ରେସ ପ୍ରାର୍ଥୀ ଭାବେ ନିଜର ଭାଗ୍ୟ ପରୀକ୍ଷା କରିବା ପାଇଁ ଅଣ୍ଟା ଭିଡିଛନ୍ତି ରାକେଶ

ବ୍ୟାସନଗର : ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି କୋରାଇ ନିର୍ବାଚନ ମଣ୍ଡଳୀର ରାଜନୀତି ସେତିକି ଉଷ୍ଣ ହେଉଛି । ଅତୀତରେ ଏହି ବିଧାନସଭା କ୍ଷେତ୍ରରୁ ସ୍ବର୍ଗତ ଅଶୋକ ଦାସ, ଶ୍ରୀଯୁକ୍ତ ରାମଚନ୍ଦ୍ର ଖୁଣ୍ଟିଆ ବିଧାୟକ ହୋଇ ସାରିଛନ୍ତି । ଚଳିତ ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିବା ପାଇଁ ଯୁବ…

ଟିପିଏସଓଡିଏଲ୍ ପକ୍ଷରୁ ଆର୍ଥ ଆୱାର ପାଳିତ

ବ୍ରହ୍ମପୁର, ମାର୍ଚ୍ଚ : ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ରୋକିବା ସହ ପରିବେଶ ପ୍ରଦୂଷଣକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ ଲିମିଟେଡ଼ ( ଟିପିଏସଓଡିଏଲ୍ ) ପକ୍ଷରୁ ଆର୍ଥ ଆୱାର ପାଳିତ ହୋଇଛି। ଏହି ଅବସରରେ ମାର୍ଚ୍ଚ ୨୩ ତାରିଖରେ ନିଜ ଘରେ ରାତି ୮.୩୦ ରୁ ୯.୩୦…