Sign in
Sign in
Recover your password.
A password will be e-mailed to you.
ଅଙ୍ଗନୱାଡ଼ି ଜିଲ୍ଲା ସଭାନେତ୍ରୀଙ୍କ ପରଲୋକ
ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲା ଅଙ୍ଗନବାଡ଼ି ସଂଘ ସଭାନେତ୍ରୀ ଜ୍ୟୋତ୍ସାମୟୀ ପଣ୍ଡାଙ୍କ ଆଜି ସଂନ୍ଧ୍ୟାରେ ପରଲୋକ ଘଟିଛି । ସେ ନୟାଗଡ଼ ସଦରବ୍ଲକ କ୍ରିଦାଶପୁର ଗ୍ରାମର ଅଙ୍ଗନୱାଡ଼ି କର୍ମୀ ଭାବେ କାର୍ଯ୍ୟ କରୁଥିଲେ । ନୟାଗଡ଼ର ପ୍ରମୂଖ କୃଷକ ନେତା ଜଗନ୍ନାଥ ପଣ୍ଡାଙ୍କ କନ୍ୟା ତଥା…
ବେଆଇନ୍ ବାଲି ଗୋଦାମ ଉପରେ ଚଢ଼ାଉ ; ବିପୁଳ ପରିମାଣର ବାଲି ଜବତ
ବେଲଗୁଣ୍ଠା,୦୬/୦୭-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ଖଣି ବିଭାଗ,ରାଜସ୍ବ ବିଭାଗ ଏବଂ ଗାଙ୍ଗପୁର ପୋଲିସ୍ ବାହିନୀ ପକ୍ଷରୁ ମିଳିତ ଚଢାଉ କରାଯାଇ ଏକ ବେଆଇନ୍ ବାଲି ଗୋଦାମକୁ ଜବତ କରାଯାଇଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ବେଲଗୁଣ୍ଠା ତହସିଲ୍ ଅଂଚଳ ର ସବୁ ବାଲି ଘାଟ ରେ ଏହି ପରି ବେଆଇନ…
ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ତରଫରୁ ହାପିନେସ୍ କୁ ହାଏ, ଟେନସନ୍ କୁ ବାଏ ବାଏ କାର୍ଯ୍ୟକ୍ରମ
ବେଲଗୁଣ୍ଠା,୦୬/୦୭,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ ଗୋବରା ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ପକ୍ଷରୁ ସମାଜ କଲ୍ୟାଣ ପାଇଁ ହାପିନେସ୍ କୁ ହାଏ, ଟେନସନ୍ କୁ ବାଏ ବାଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ମୁଖ୍ୟ ଯାଜ୍ଞସେନୀ ଭଉଣୀଙ୍କ…
କୁଚିଣ୍ଡା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ନିର୍ମାଣ ହେଉଥିବା ସଭାଗୃହ ଶେଷ ପର୍ଯ୍ୟାୟରେ, ସୂଚନା ଫଳକ ନାହିଁ
କୁଚିଣ୍ଡା/ଜମନକିରା,୬|୭ : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅଧିନସ୍ଥ ସୁବର୍ଣ୍ଣପାଲି ପଞ୍ଚାୟତ ଲଛିମାଲ ଯିବା ରାସ୍ତାରେ ଏକ କିସାନ ସମାଜର ସଭାଗୃହ ନିର୍ମାଣ ପାଇଁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, କୁଚିଣ୍ଡା ପକ୍ଷରୁ ନିର୍ମାଣ ହୋଇଥିବା କାମ ଶେଷ ପର୍ଯ୍ୟାୟରେ କିନ୍ତୁ କୌଣସି କାମ ଏକ…
ସମ୍ ହସ୍ପିଟାଲରେ ଏକ ଅସୁସ୍ଥ ନବଜାତ ଶିଶୁକୁ ନୂଆ ଜୀବନ ଦେଲେ ଡାକ୍ତର
ଭୁବନେଶ୍ୱର, ଜୁଲାଇ ୬: ଶିକ୍ଷା 'ଓ' ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଡାକ୍ତରମାନେ ମାତ୍ର ୨୪ ସପ୍ତାହରେ ଜନ୍ମ ହୋଇଥିବା ଗୋଟିଏ ଅସୁସ୍ଥ ଏବଂ ଅପରିପକ୍ୱ ଶିଶୁର ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି ।ଅନ୍ୟ ଏକ ହସ୍ପିଟାଲରେ…
ଗଣ୍ଠିବାତ ନିରାକରଣ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର
ବ୍ରହ୍ମପୁର: ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଗଣ୍ଠିବାତ ନିରାକରଣ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ଅଜୀର୍ଣ୍ଣ କାରକ ଆହାର ଦ୍ଵାରା ଆମ ସଞ୍ଚୟ ହୋଇ ଯୁବକଙ୍କ ଠାରୁ…
ଜନଶୁଣାଣିରେ ନବରଙ୍ଗପୁର ସହରରେ ସାର୍ବଜନୀନ ପରିଶ୍ରାଗାର ଓ ଶୌଚାଳୟ ସହିତ ସ୍ଵଚ୍ଚ ପାନୀୟ ଜଳ ନିମନ୍ତେ ଦାବି କଲା…
ନବରଙ୍ଗପୁର, ତା. ୬/୭/୨୦୨୬, ନବରଙ୍ଗପୁର ପୌରପାଳିକା ପରିସରରେ ଆଜି ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ୱେଲଫେର ଟ୍ରଷ୍ଟ ପକ୍ଷରୁ ସହରରେ ସାର୍ବଜନୀନ ପରିଶ୍ରାଗାର ତଥା ସ୍ୱଚ୍ଛ ଶୌଚାଳୟ ଓ଼ ସ୍ୱଚ୍ଛ ପାନୀୟ ଜଳ ପ୍ରଦାନ ନିମନ୍ତେ ଏକ ଦାବିପତ୍ର ପ୍ରଦାନ…
ରଥଯାତ୍ରାର ସ୍ୱତନ୍ତ୍ର ସମୀକ୍ଷା, ସମନ୍ୱୟ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
ରଥଯାତ୍ରାର ସୁପରିଚାଳନା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ
ମହାପ୍ରଭୁଙ୍କ ନିକଟରେ ସମର୍ପଣ ମନୋଭାବ ନେଇ ସମନ୍ୱୟ ରକ୍ଷା ସହିତ ଅଧିକାରୀ, କର୍ମଚାରୀ ଓ ସେବକ ବନ୍ଧୁମାନେ ରଥଯାତ୍ରା ପରିଚାଳନା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର/ପୁରୀ(ଅନିମେଶ ପଟ୍ଟନାୟକ),୦୬ ଜୁଲାଇ…
ଆମେରିକାରେ ଅଚ୍ୟୁତ ସାମନ୍ତ ସମ୍ମାନୀତ
ଭୁବନେଶ୍ୱର, ୫ ।୭: ଆମେରିକାନ ଆସୋସିଏସନ୍ ଅଫ୍ ଫିଜିସିଆନ୍ ଅଫ୍ ଇଣ୍ଡିଆନ୍ ଅରିଜିନ୍ (ଆପି) ପକ୍ଷରୁ ବିଶିଷ୍ଟ ଶିକ୍ଷାବିତ୍ ଓ ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ‘ଆପି ଆୱାର୍ଡ ଫର ଟ୍ରାନ୍ସଫରମେସନାଲ୍ ସୋସିଆଲ୍ ୱାର୍କ ଆଣ୍ଡ ଇଣ୍ଡୋ-ୟୁଏସ୍…
ଓଡ଼ଗାଁରେ ଚାରା ବିତରଣ କେନ୍ଦ୍ର ଉଦ୍ଘାଟିତ: ‘ମା’ ପାଇଁ ଗଛଟିଏ’ ଅଭିଯାନକୁ ମିଳିଲା ନୂଆ ଦିଶା
ଓଡ଼ଗାଁ, ୫।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ଗାଁ ସେକ୍ସନ ପକ୍ଷରୁ ଏକ ଚାରା ବିତରଣ କେନ୍ଦ୍ରର ଶୁଭ ଉଦ୍ଘାଟନ କରାଯାଇଛି। ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲିକ ଆନୁଷ୍ଠାନିକ ଭାବେ କେନ୍ଦ୍ରର ଉଦ୍ଘାଟନ କରିବା ସହ ଉପସ୍ଥିତ…