Sign in
Sign in
Recover your password.
A password will be e-mailed to you.
ଜାମୁକୋଣ ବୈଷ୍ଣୋଦେବୀ ମନ୍ଦିର ଚୋରି ଘଟଣାକୁ ପୁରିଲା ଦୁଇ ମାସ
ଚୋର ଓ ଚୋରି ସାମଗ୍ରୀ ହୋଇନି ଜବତ୍,ପୋଲିସ ତଦନ୍ତକୁ ନେଇ ବଢ଼ୁଛି ପ୍ରଶ୍ନ,
ଓଡ଼ଗାଁ, ୫।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଜାମୁକୋଣସ୍ଥିତ ମା' ବୈଷ୍ଣୋଦେବୀ ମନ୍ଦିରରେ ଘଟିଥିବା ବହୁଚର୍ଚ୍ଚିତ ଚୋରି ଘଟଣାକୁ ଦୁଇ ମାସ ବିତିଥିଲା ବେଳେ ପୋଲିସ…
୬ ମାସ ୨୧ ଦିନରେ ମହାପ୍ରଭୁଙ୍କ ସେବାରେ ସର୍ବକନିଷ୍ଠ ଦଇତାପତି ଶ୍ରୀଅଂଶ
ପୁରୀ, ୫/୭ (ଅନିମେଶ ପଟ୍ଟନାୟକ): ଶ୍ରୀଜଗନ୍ନାଥଙ୍କ ସେବା ପରମ୍ପରାରେ ଆଉ ଏକ ନିଆରା ଅଧ୍ୟାୟ ଯୋଡ଼ିଛନ୍ତି ମାତ୍ର ୬ ମାସ ୨୧ ଦିନ ବୟସର ଶିଶୁ ଶ୍ରୀଅଂଶ ଦାସ ମହାପାତ୍ର। ସେ ବର୍ତ୍ତମାନ ଶ୍ରୀମନ୍ଦିରର ସର୍ବକନିଷ୍ଠ ଦଇତାପତି ସେବକ ଭାବେ ମହାପ୍ରଭୁଙ୍କ ଅଣସର ସେବାରେ ଯୋଗଦେଇଛନ୍ତି।…
“ଭାରତର ସ୍ୱାଧୀନତା ସଂଗ୍ରାମର ଆଦ୍ୟନାଦ : ଏକ ତୁଳନାତ୍ମକ ଅଧ୍ୟୟନ” ପୁସ୍ତକର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ପୁସ୍ତକ ଲୋକାର୍ପଣ ଉତ୍ସବ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ , ଛତ୍ରପୁର , ଗଞ୍ଜାମଠାରେ ଅଧ୍ୟକ୍ଷ ଶ୍ରୀ ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଅନୁଷ୍ଠିତ…
ଶ୍ରୀଲିପ୍ତା ପ୍ରିଣ୍ଟ ମିଡ଼ିଆ ଓ ଅପରାହ୍ନ ପରିବାର ର ମିଳିତ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ପୁସ୍ତକ ଉନ୍ମୋଚନ ଉତ୍ସବ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଶ୍ରୀଲିପ୍ତା ପ୍ରିଣ୍ଟ ମିଡ଼ିଆ ଓ ଅପରାହ୍ନ ପରିବାର ର ମିଳିତ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ପୁସ୍ତକ ଉନ୍ମୋଚନ ଉତ୍ସବ ୨୦୨୬ ଆୟୋଜନ ପରିପ୍ରେକ୍ଷୀରେ ପାରଳା ର ଯୁବ କବି ଅଞ୍ଜନା ପଟ୍ଟନାୟକ ଙ୍କ ଦ୍ଵାରା ସ୍ୱରଚିତ…
ଭଞ୍ଜନଗରରେ ଚିଠା ଭୋଟର ତାଲିକା ପ୍ରକାଶ ସହ ରାଜନୈତିକ ଦଳଗୁଡ଼ିକ ସହ ସମନ୍ୱୟ ବୈଠକ ଅନୁଷ୍ଠିତ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ନିର୍ଭୁଲ ଓ ବିଶ୍ୱସନୀୟ କରିବା ସହ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍.ଆଇ.ଆର୍.) କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଆଜି ରବିବାର ଦିନ ଭଞ୍ଜନଗର ସ୍ଥିତ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ…
ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ଅନ୍ତର୍ଗତ ଚିଠା ଭୋଟର ତାଲିକା ପ୍ରକାଶ
ଜଗତସିଂହପୁର,ତା-୦୫.୦୭.୨୦୨୬/ସୁମନ୍ତ କୁମାର ଦାସ: ଭାରତ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟକ୍ରମ ଅନୁଯାୟୀ ଓଡ଼ିଶାରେ ୩୦.୦୫.୨୦୨୬ ତାରିଖରୁ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।SIR ୨୦୨୬ ଅନ୍ତର୍ଗତ ଚିଠା ଭୋଟର ତାଲିକା ଆଜି ୦୫.୦୭.୨୦୨୬ ତାରିଖ ପୂର୍ବାହ୍ନରେ…
ପାଟଣାଗଡ଼ NACରେ ସରକାରୀ ଅର୍ଥର ବାଟମାରଣା ଅଭିଯୋଗ!
କଂକ୍ରିଟ୍ ରାସ୍ତା ଉପାଡ଼ି ମାଟି ଉପରେ ବାଲି ବିଛାଇ ପେଭର ବ୍ଲକ୍; ନିମ୍ନମାନର କାମକୁ ନେଇ ଉଠିଲା ବଡ଼ ପ୍ରଶ୍ନ
ପାଟଣାଗଡ଼, ତା. ୦୫.୦୭.୨୬:- ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ NAC କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ରାସ୍ତା ନିର୍ମାଣ କାମକୁ ନେଇ ଏବେ ଗୁରୁତର ପ୍ରଶ୍ନ ଉଠିଛି। ସରକାରୀ ଅର୍ଥରେ…
ସ୍ୱତନ୍ତ୍ର ସଘନ ସଂଶୋଧନ : ଖସଡ଼ା ନିର୍ବାଚନ ତାଲିକା ପ୍ରକାଶନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ରବିବାର) ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ଅନ୍ତର୍ଭୁକ୍ତ ଖସଡ଼ା ନିର୍ବାଚନ ତାଲିକା ପ୍ରକାଶନ ହୋଇଯାଇଛି। ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ , ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ଉକ୍ତ…
ବଲାଙ୍ଗୀରରେ ବର୍ଷାଜନିତ ସମସ୍ୟା ମଧ୍ୟରେ ପୌରାଧ୍ୟକ୍ଷାଙ୍କ ତତ୍ପରତା
ବଲାଙ୍ଗୀର: ଲଗାତାର ବର୍ଷା ଯୋଗୁଁ ବଲାଙ୍ଗୀର ସହରର ବିଭିନ୍ନ ଅଞ୍ଚଳରେ ଜଳଜମା ସମସ୍ୟା ସୃଷ୍ଟି ହୋଇଥିବା ବେଳେ ପୌରାଧ୍ୟକ୍ଷା ଲିକା ସାହୁ ପ୍ରଭାବିତ ଅଞ୍ଚଳଗୁଡ଼ିକ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି। ବର୍ଷାକୁ ଖାତିର ନକରି ସେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସମସ୍ୟା ଶୁଣିବା ସହ…
ବରଗଡ଼ରେ ଚିଠା ଭୋଟର ତାଲିକା ପ୍ରକାଶ:ଦାବି ଓ ଆପତ୍ତି ପାଇଁ ସମୟସୀମା ଅଗଷ୍ଟ ୪
ବରଗଡ଼ :- ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସଭାଗୃହଠାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ଅନ୍ତର୍ଗତ ଚିଠା ନିର୍ବାଚନ ତାଲିକା ଆନୁଷ୍ଠାନିକ ଭାବେ ଆଜି ପ୍ରକାଶ ପାଇଛି। ଏହି ଉଦ୍ଦେଶ୍ୟରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବରଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା…