ନିଶାମୁକ୍ତ ଓଡିଶା ପାଇଁ କଂଗ୍ରେସର “ନିଶା ମୁକ୍ତ ରଥ” ଝାରସୁଗୁଡାରେ ନଗର ପରିକ୍ରମା

ଲୋକମାନଙ୍କୁ ସଚେତନ କରିବା ସହ ଯୁବ ପିଢ଼ିକୁ ନିଶାରୁ ଦୂରେ ରଖିବାରେ ଜୋର ଝାରସୁଗୁଡା, ୪ ମେ: ପ୍ରଦେଶ କଂଗ୍ରେସର ପ୍ରୟାସରେ ନିଶାମୁକ୍ତ ଓଡିଶା ଗଠନ ଲକ୍ଷ୍ୟରେ “ନିଶା ମୁକ୍ତ ରଥ” ରାଜ୍ୟ ସାରା ଭ୍ରମଣ କରୁଛି। ଏହି ଅଭିଯାନର ଅଂଶ ଭାବେ ଗତ ୦୩ ମେ ତାରିଖରେ ଝାରସୁଗୁଡା ଜିଲ୍ଲାରେ ରଥଟି ନଗର…

ବରପାଲି ବ୍ଳକରେ ଦୁର୍ଭାଗ୍ୟଜନକ ଘଟଣା: ବିଦ୍ୟୁତ୍ ଆଘାତରେ ଯୁବତୀଙ୍କ ମୃତ୍ୟୁ, ଅଞ୍ଚଳରେ ଶୋକର ଛାୟା

 ବରଗଡ଼: ବରଗଡ଼ ଜିଲ୍ଲା ବରପାଲି ବ୍ଳକ ଅନ୍ତର୍ଗତ ବରିକେଲ ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। ଗ୍ରାମର ୧୮ ବର୍ଷୀୟା ଯୁବତୀ ରେଖା ବଗର୍ଭି ବିଦ୍ୟୁତ୍ ଆଘାତରେ ପ୍ରାଣ ହାରାଇଥିବାରୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଏହି ଘଟଣା ନେଇ ଗଭୀର…

ବାଲେଶ୍ଵରରେ ‘ମୁଖ୍ୟମନ୍ତ୍ରୀ କପ୍-୨.୦’ର ଭବ୍ୟ ଉଦଯାପନୀ ସମାରୋହ: ବାଲେଶ୍ଵର ଏଫ୍.ସି ଏବଂ ତେଲିପାଳ ଏସ.ଏସ.ଡି ଏଫ୍ ସି…

ବାଲେଶ୍ଵର, ତାରିଖ: ୪ ମେ ୨୦୨୬: ବାଲେଶ୍ଵର ଜିଲ୍ଲା ପ୍ରଶାସନ, ଜିଲ୍ଲା କ୍ରୀଡ଼ା ସଂଘ, ବାଲେଶ୍ଵର ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ଯୁକ୍ତ ଆନୁକୂଲ୍ୟରେ ଆୟୋଜିତ ପ୍ରତିଷ୍ଠିତ ‘ମୁଖ୍ୟମନ୍ତ୍ରୀ କପ୍-୨.୦’ କ୍ରୀଡ଼ା ମହୋତ୍ସବର ଉଦଯାପନୀ ସମାରୋହ ଆଜି ଭବ୍ୟ ଭାବେ ଆୟୋଜିତ ହୋଇ ସଫଳତାର ସହ…

ଭାଉଜ ଖଣ୍ଡା ଚୋଟରେ ଦିଅର ଗୁରୁତର।

 ବସ୍ତା ୪/୫ (ପି ଏନ ଏସ):ପାରିବାରିକ କଳହର କରୁଣ ପରି ଣତି,ବସ୍ତା ଡାକ୍ତରଖାନାରେ ଭର୍ତ୍ତି,ଗୁରୁତ୍ୱର ଯୁବକ ହେଲେ ରୁପ୍ସା ଥାନା ମିରିଗୁଣ୍ଡି ଗ୍ରାମର ଭଜ ହରି ବେହେରା। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରୁପ୍ସା ଥାନା ମିରିଗୁଣ୍ଡି ଗ୍ରାମରେ,ଗ୍ରାମର ଭଜ ହରି ବେହେରା ଦୀର୍ଘ ଦିନ ହେବ…

ବାଲେଶ୍ବର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ୱର, ତା: ୦୪/୦୫/୨୦୨୬: ଆଜି ସକାଳ ଘ: ୭.୦୦ ଟିକା ସମୟରେ ବାଲେଶ୍ୱର ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ବାଲେଶ୍ୱର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ବାଲେଶ୍ୱର ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୧୬୭ ଜଣ ଅଭିଯୋଗକାରୀ ନିଜର…

ଦଶମ ପାସ୍ ଶିଶୁଙ୍କୁ ସମ୍ବର୍ଦ୍ଧନା ଓ ବିଦ୍ୟାଳୟ ନୂତନ ପ୍ରକୋଷ୍ଠ ପ୍ରତିଷ୍ଠା

ବେଲଗୁଣ୍ଠା -:4/5/26-:(ଶିବରାମ ଚୌଧୁରୀ )-ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବେଲଗୁଣ୍ଠା ର ଦଶମ ବୋର୍ଡ ପରୀକ୍ଷା-୨୦୨୬ ରେ ଉତ୍ତୀର୍ଣ୍ଣ ଶିଶୁମାନଙ୍କୁ ଆଜି ବିଦ୍ୟାଳୟରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଶେଷ କରି ବିଦ୍ୟାଳୟର ଶୀର୍ଷ ସ୍ଥାନ ଅଧିକାର କରିଥିବା ଛାତ୍ର ଶ୍ରୀମାନ ଚନ୍ଦ୍ରଶେଖର…

ବିଶ୍ୱ ପ୍ରେସ୍ ସ୍ବାଧୀନତା ଦିବସରେ ଗଜପତି ଜିଲ୍ଲା ର ଡ଼କ୍ଟର ଆଲୋକ କୁମାର ବୋଷ ସମ୍ମାନୀତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସାରା ଭାରତ ବର୍ଷରେ ବିଶ୍ଵ ପ୍ରେସ୍ ସ୍ୱାଧୀନତା ଦିବସ ତଥା ବିଶ୍ ବ୍ରହ୍ମାଣ୍ଡର ପ୍ରଥମ ସାମ୍ବାଦିକ ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳନ କରାଯାଇଥିବା ବେଳେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ର ଗୀତଗୋବିନ୍ଦ ସମ୍ମିଳନା କକ୍ଷରେ ଇଣ୍ଡିୟାନ୍ ମିଡିଆ…

ଜଟିଳ ଅସ୍ତ୍ରୋପଚାର – ଶୀତଳାପଲ୍ଲୀ ସମ୍ ହସ୍ପିଟାଲର ଅଭୂତପୂର୍ବ ସଫଳତା

ଭୁୁବନେଶ୍ୱର, ମଇ ୪ : ଅତ୍ୟାଧୁନିକ ଅସ୍ତ୍ରୋପଚାର ପାରଦର୍ଶିତା ଓ ବିଭିନ୍ନ ବିଭାଗର ସମନ୍ୱୟ ଫଳରେ ବ୍ରହ୍ମପୁର ଶୀତଳାପଲ୍ଲୀ ସ୍ଥିତ ସମ ହସ୍ପିଟାଲ୍‌ରେ ଦୁଇଟି ବିରଳ ଓ ଅତ୍ୟନ୍ତ ଜଟିଳ ଅସ୍ତ୍ରୋପଚାର ସଂପାଦନ କରାଯିବା ଦ୍ୱାରା ହସ୍ପିଟାଲ ଅଭୂତପୂର୍ବ ସଫଳତା ହାସଲ କରିଛି । ଚିକିତ୍ସା…

ଲଇକେରାରେ ବିଜେଡିକୁ ଝଟକା, ଭାଜପାରେ ଶତାଧିକ କର୍ମୀଙ୍କ ଯୋଗଦାନ

ଝାରସୁଗୁଡା : ଝାରସୁଗୁଡା ସହର ବିଟିଏମ ସ୍ଥିତ ଭାଜପା କାର୍ଯ୍ୟାଳୟରେ ସୋମବାର ଏକ ଭବ୍ୟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଲଇକେରା ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଶତାଧିକ ବିଜେଡି କର୍ମୀ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ ହୋଇଥିଲେ। ବିଧାୟକ…

ମଧୁମେହ ସଚେତନତା ଓ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

 ( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ମଧୁମେହ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ଆଳସ୍ୟ, ଅଧିକ ଧାତୁକ୍ଷୟ,ମଧୁର, ଦହି ଜାତୀୟ…