Sign in
Sign in
Recover your password.
A password will be e-mailed to you.
ଓଡ଼ିଶା ଦିବସ ସମ୍ପର୍କିତ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟିତ
ଭୁବନେଶ୍ୱର, ୦୧.୦୪.୨୦୨୪- ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଦିବସ ସମ୍ପର୍କିତ ଫଟୋ ଚିତ୍ର ପ୍ରଦର୍ଶନୀ ସ୍ଥାନୀୟ ଜୟଦେବ ଭବନ ପ୍ରଦର୍ଶନୀ କକ୍ଷରେ ଉଦଘାଟିତ ହୋଇଯାଇଛି I ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ…
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଓଡ଼ିଶା ଦିବସ ପାଳିତ
ଭୁବନେଶ୍ୱର,୦୧/୦୪/୨୦୨୪:ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ କାର୍ଯ୍ୟାଳୟରେ ଓଡ଼ିଶା ଦିବସ ପାଳିତ ହୋଇଯାଇଛିା ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲୋ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ…
୧୪୭ ବିଧାନସଭା ଛାଡନ୍ତୁ ୮୦ ଆସନ ପାଇଁ ମଧ୍ୟ ପ୍ରାର୍ଥୀ ପାଉନାହିଁ ଓଡିଶା ବିଜେପି: ବିଜେଡି
ଓଡିଶା ବିଜେପିର ଏହି ସ୍ଥିତି ଦେଖ୍ ଓଡିଶାବାସୀ ହସିବା ଆରମ୍ଭ କଲେଣି
ଭୁବନେଶ୍ୱର, ୦୧/୦୪/୨୦୨୪: ବିଜୁ ଜନତା ଦଳ ପକ୍ଷରୁ ଯାହା କହି ଆସୁଛୁ ତାହା ସତ୍ୟ ବୋଲି ପ୍ରମାଣିତ ହେଉଛି । ଓଡିଶା ବିଜେପି ପାଖରେ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଛାଡନ୍ତୁ, ୮୦ ଆସନ ପାଇଁ ମଧ୍ୟ…
ହାଇଡ୍ରୋସିଲ ଅପରେସନ କରିବାକୁ ଯାଇ ଡାକ୍ତର ଖାନାରୁ ଚମ୍ପଟ କଏଦୀ
* ଭସ୍ମା ଥାନା ଅଞ୍ଚଳରେ ହତ୍ୟା ମାମଲାରେ ସଜା କାଟୁଥିବା ବିଚାରଧୀନ କଏଦୀ ଅର୍ଜୁନ ମୁଣ୍ଡା ଫେରାର
* ହାଇଡ୍ରୋସିଲ ଅପରେସନ ପାଇଁ ସୁନ୍ଦରଗଡ ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିଲେ କଏଦୀ ଅର୍ଜୁନ ମୁଣ୍ଡା
*ଜେଲ କତୃପକ୍ଷଙ୍କ ପକ୍ଷରୁ ଟାଉନ ଥାନାରେ ଅଭିଯୋଗ, ପୋଲିସ ବିଭାଗ…
ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ଅଙ୍ଗନବାଡି କେନ୍ଦ୍ର ହେଲା ସକାଳୁଆ
ଭୁବନେଶ୍ୱର: ଚଳିତ ବର୍ଷ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ଅଙ୍ଗନବାଡି କେନ୍ଦ୍ରର କାର୍ଯ୍ୟ ସମୟକୁ ପରିବର୍ତ୍ତନ କରାଯାଇଛିା ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ନିମନ୍ତେ ଅଙ୍ଗନବାଡି କେନ୍ଦ୍ରର କାର୍ଯ୍ୟସମୟକୁ ସକାଳ ୭ଟା ରୁ ୧୧.୩୦ ଯାଏ ଧାର୍ଯ୍ୟ କରାଯାଇଛିା ଏନେଇ ମହିଳା ଶିଶୁ…
ଅନାଥ ଯୁବକଙ୍କ ବାହାଘର କରାଇଲେ ଗ୍ରାମବାସୀ।
କଲ୍ୟାଣସିଂହପୁର/ମାଲେଶ କୌଶଲ୍ୟା :ଅନାଥ ଯୁବକଙ୍କ ବାହାଘର କରାଇଲେ ଗ୍ରାମବାସୀ | ଏହିପରି କଥା ନଜରକୁ ଆସିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ର ସୁନାଖଣ୍ଡି ପଞ୍ଚାୟତର ବାରିଆ ପଡ଼ା ଗାଁ ରେ। ବାପା ମା ଛେଉଣ୍ଡ ଅନାଥ ଯୁବକ ଙ୍କୁ ଆଜି ନିଜ ପରମ୍ପରା ରିଥି ନୀତି ନିୟମ ଅନୁଯାୟୀ ପୂଜା…
ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନେତୃତ୍ବରେ ଲୋକସଭା ବିଜେଡ଼ି ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ବିଶାଳ ସ୍ବାଗତ…
https://youtu.be/kL5xRzpw3BQ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜାଶଧାରାକୁ ତ୍ବରାନ୍ବିତ କରିବା ପାଇଁ ସହଯୋଗ କରିବାକୁ ଆହ୍ବାନ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ) କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀର ନୂତନ ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ମାହାଙ୍ଗା…
ଆସ୍କା ଲୋକ ସଭା ସାଂସଦ ପ୍ରାର୍ଥୀନୀ ଅନିତା ଶୁଭଦର୍ଶିନୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା।
(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା): ରାଜନୀତିର ଏନ୍ତୁଡ଼ିଶାଳ ଖଲ୍ଲିକୋଟ, କାହିଁ କେଉଁ ଆବହମାନ କାଳରୁ ଏ ଚିରାଚରିତ ପ୍ରଥା ଚାଲୁରହିଛି । ରାଜତନ୍ତ୍ର ର ଅଵସାନ ଘଟିଥିବା ବେଳେ ଏବେ ଖଲ୍ଲିକୋଟ ର ସ୍ଥାନୀୟ ବାସିନ୍ଦା ମାନେ ଗଣତନ୍ତ୍ର ର ସ୍ବାଦ ଚାଖିବାକୁ ପ୍ରୟାସ ଜାରି ରଖିବା…
ରୁଦ୍ର ସାମନ୍ତରାୟଙ୍କ ଦ୍ଵାରା ଆୟୋଜିତ ପାଞ୍ଚ ଦିନିଆ ରକ୍ତଦାନ ଶିବିର ସମାପିତ
ଭୁବନେଶ୍ୱର : ବିଗତ କିଛିଦିନ ହେବ ରାଜଧାନୀର ହସ୍ପିଟାଲ ମାନଙ୍କରେ ଦେଖାଯାଉଥିବା ରକ୍ତର ଅଭାବକୁ ଦୂର କରିବା ନିମନ୍ତେ ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ଦ୍ଵାରା ଆୟୋଜିତ ପାଞ୍ଚ ଦିନିଆ ରକ୍ତଦାନ ଶିବିରର ଆଜି ଶେଷଦିନ ଅନୁଷ୍ଠିତ ହୋଇଯାଇଛି।ଏହି…