ଓଡ଼ିଶାର ରାଜସ୍ୱ ମାନଚିତ୍ରରେ ‘ମାଛକୁଣ୍ଡ ନଦୀ’ ନ ଥିବା ଖବର ନେଇ ଚିନ୍ତାପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ

ଭୌଗୋଳିକ ସ୍ଥାନ ଓ ସୀମାନ୍ତ ପ୍ରସଙ୍ଗ ଗୁଡିକର ସମ୍ବେଦନଶୀଳତାକୁ ଓଡ଼ିଶା ସରକାର ବୁଝି ନ ପାରିବା ଚିନ୍ତାଜନକ - ଧର୍ମେନ୍ଦ୍ର ପ୍ରଧାନ • ମାଛକୁଣ୍ଡ ନଦୀ କୋରାପୁଟର ଜୀବନରେଖା ଓ ଆମର ଅସ୍ମିତା,ଏହା ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ ମାଛକୁଣ୍ଡ ନଦୀର ଗୁରୁତ୍ୱ ଅଧିକ ଓ ବେଶ୍…

ବିଜେପିରେ ସାମିଲ ହେଲେ ରାଜ୍ୟ କଂଗ୍ରେସ ଦୁଇ ଟାଣୁଆ ନେତା ବିଶ୍ୱଭୂଷଣ ଓ ରଜତ

ଓଡିଆ ଯୁବକଯୁବତୀଙ୍କ ଭବିଷ୍ୟତକୁ ଅନ୍ଧକାରମୟ କରିଛି ବିଜେଡି : ମନମୋହନ ସାମଲ ଭୁବନେଶ୍ୱର,ତା.୦୫/୦୪: ବିକଶିତ ଭାରତ ଗଠନରେ ଯୁବକମାନଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନିଯୁକ୍ତି ଏବଂ ଆତ୍ମନିଯୁକ୍ତି କ୍ଷେତ୍ରରେ ଯୁବବର୍ଗଙ୍କୁ ସମସ୍ତ ପ୍ରକାରର ସହଯୋଗ, ସହାୟତା ଏବଂ ପ୍ରୋତ୍ସାହନ…

ସମ୍ମମ୍ ସିଇଓଙ୍କୁ ‘ଉତ୍କଳ ପ୍ରତିଭା ସମ୍ମାନ’

ଭୁବନେଶ୍ୱର, ଏପ୍ରିଲ୍ ୫ : ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌)ର ଚିଫ୍ ଏଗ୍‌ଜିକ୍ୟୁଟିଭ୍ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶଙ୍କୁ ଏପ୍ରିଲ୍ ୧ ତାରିଖ ଉତ୍କଳ ଦିବସ ଅବସରରେ ଉତ୍କଳ ପ୍ରତିଭା ଫାଉଣ୍ଡେସନ୍ ପକ୍ଷରୁ ‘ଉତ୍କଳ ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯାଇଛି । ସ୍ୱାସ୍ଥ୍ୟ ସେବା…

ବିଇଓ ଅଫିସର ଚତୁର୍ଥ ଶ୍ରେଣୀ କର୍ମଚାରୀ ନିର୍ମଳ ବାଙ୍କଙ୍କ ଅବସର ଗ୍ରହଣ l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ବିଇଓ ଅଫିସର ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀ ନିର୍ମଳ ବାଙ୍କ ଅବସର ଗ୍ରହଣ କରିଛନ୍ତି। ସେ ଜଣେ ନିର୍ମଳ ଭାବମୂର୍ତ୍ତି ,କର୍ମଠ , ତଥା ସମୟାନୁବର୍ତୀ କର୍ମଚାରୀ ଭାବରେ ଦୀର୍ଘଦିନ ଧରି କାର୍ଯ୍ଯ କରିଥିଲେ । ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ତାଙ୍କର…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବରଗଡ଼ ଜିଲ୍ଲା ନିର୍ବାଚନ ସମୀକ୍ଷା

ବରଗଡ଼:- ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ବରଗଡ଼ ଗସ୍ତକରି ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି ବିଧାନସଭା ଏବଂ ବରଗଡ଼ ସଂସଦୀୟ କ୍ଷେତ୍ରର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି I ସ୍ଥାନୀୟ ପଂଚାୟତ କଲେଜ ସ୍ତିତ ଭୋଟ ଗଣନା କେନ୍ଦ୍ର ପରିଦର୍ଶନ କରିବା…

ବୀରମିତ୍ରପୁର : ଜର୍ଜଙ୍କ ପୁଅଙ୍କୁ ବିଜେଡି ପ୍ରାର୍ଥୀ କଲା ପରେ ତୀବ୍ର ଅସନ୍ତୋଷ

https://youtu.be/JUBpukz_YL4 ବୀରମିତ୍ରପୁର : "ଆମଦାନୀ ପ୍ରାର୍ଥୀଙ୍କୁ ବିରୋଧ କରିବୁ | ଆମଦାନୀ ପ୍ରାର୍ଥୀଙ୍କ ବିରୋଧରେ ପ୍ରାର୍ଥୀ ହୋଇ ଯିତିବି  | ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନିରାଶ କରିଛନ୍ତି ମୁଖ୍ୟମନ୍ତ୍ରୀ | ମୁ ସ୍ୱାଧୀନ ପ୍ରାର୍ଥୀ ହୋଇ ନିଶ୍ଚୟ ବିଜୟୀ ହେବି  ବୀରମିତ୍ରପୁର…

କଂଗ୍ରେସ ଛାଡିଲେ ପିସିସି ଉପ ସଭାପତି ବିଶ୍ବଭୂଷଣ ଦାସ ।

ଅସ୍ତରଙ୍ଗ/ ଦୁଃଶାସନ ନାୟକ : ପ୍ରଦେଶ କଂଗ୍ରେସ ର ଜଣେ ଟାଣୁଆ ଯୁବ ନେତା ତଥା କାକଟପୁର ମାଟିର ପୁଅ ଶ୍ରୀ ବିଶ୍ୱଭୂଷଣ ଦାସ ଆଜି କଂଗ୍ରେସ ଦଳର ପ୍ରାଥମିକ ସଭ୍ୟପଦ ସହ ପ୍ରଦେଶ କଂଗ୍ରେସ ଉପ ସଭାପତି ପଦରୁ ଇସ୍ତଫା ପ୍ରଦାନ କରି ଛନ୍ତି । ଏହି ସମ୍ପର୍କୀତ ଏକ ଲିଖିତ ନାମା ଓଡ଼ିଶା ପ୍ରଦେଶ…

ମୋନିଦୀପା ସର୍ଖେଲ ହେଲେ ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାନେତ୍ରୀ

ଭୁବନେଶ୍ୱର : ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିବା ପାରାଦୀପର ପୂର୍ବତନ ବିଧାୟକ ପ୍ରାର୍ଥୀ ବାପି ସର୍ଖେଲଙ୍କ ଧର୍ମପତ୍ନୀ ଶ୍ରମିକ ନେତ୍ରୀ ମୋନିଦୀପା ସର୍ଖେଲଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ |…