Sign in
Sign in
Recover your password.
A password will be e-mailed to you.
ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଭଞ୍ଜ ଜୟନ୍ତୀ ସମାରୋହ
ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା): ଅତ୍ୟନ୍ତ ଗୈାରବମୟ ଇତିହାସକୁ ବହନ କରି ୧୮୮୪ ମସିହାରୁ ଅଦ୍ୟାବଧି ସଗର୍ବେ ଦଣ୍ଡାୟମାନ ହୋଇ ରହିଥିବା ଓଡ଼ିଶାର ଅନ୍ୟତମ ପ୍ରାଚୀନ ଶିକ୍ଷାନୁଷ୍ଠାନ ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ରେ ଆନନ୍ଦ ଉଲ୍ଲାସର ସହ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ…
ବିଜେପିରେ ଯୋଗ ଦେଲେ ଜଗତସିଂହପୁର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ
ଜଗତସିଂହପୁର,ତା-୦୬.୦୪.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁରର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ କାଜୁ ନିଗମର ପୂର୍ବତନ ଚେୟାରମ୍ୟାନ ଅମରେନ୍ଦ୍ର ଦାସ ନିଜ ହଜାର ହଜାର ସମର୍ଥକଙ୍କ ସହ ବିଜେଡି ଛାଡି ଆନୁଷ୍ଠାନିକଭାବେ ବିଜେପିରେ ସାମିଲ ହୋଇଛନ୍ତି । ବିଜେପିରେ ଯୋଗଦେବା ପରେ…
କାର୍ଯ୍ୟ ରେ ଯୋଗଦେଲେ ଜଗତସିଂହପୁର ର ନୂଆ ଜିଲ୍ଲାପାଳ ଅନୁପମ ସାହା
ଜଗତସିଂହପୁର,ତା-୦୬.୦୪.୨୦୨୪/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନ ରେ ଜଗତସିଂହପୁର ଜିଲ୍ଲା ର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟ ରେ ଯୋଗଦେଇଛନ୍ତି ଶ୍ରୀ ଅନୁପମ ସାହା,ଭା ପ୍ର ସେ। ଶ୍ରୀ ସାହା ପୂର୍ବରୁ ଓସେପା ର ରାଜ୍ଯ ପ୍ରକଳ୍ପ ନିର୍ଦ୍ଦେଶକ ତଥା ମୋ ସ୍କୁଲ୍ ଏବଂ ଶ୍ରମ କମିଶନର ର ସଦସ୍ୟ…
ବାହାରୁ ଶିକୁଳି ବୁଜି ଲକ୍ଷାଧିକ ମୁଲ୍ୟର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁତ୍ତ
ସନ୍ଧାନୀ କୁକୁର ନେଇ ପୋଲିସ କରୁଛି ଛାନଭିନ
ଓଡ଼ଗାଁ, ୬।୪ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଓଡ଼ଗାଁ ଏନଏସି ଅନ୍ତର୍ଗତ ଜାରିଙ୍ଗି କଲ୍ୟାଣ ସାହିରେ ବାହାର ପଟୁ ଶିକୁଳି ବନ୍ଦ କରି ଦୁର୍ବୁତ୍ତ ଲକ୍ଷାଧିକ ମୁଲ୍ୟର ସୁନା ଅଳଙ୍କାର ଲୁଟି ନେଇଥିବା ନେଇ ଓଡ଼ଗାଁ…
୧୩ ଲକ୍ଷରୁ ଉର୍ଦ୍ଧ୍ଵ ମୂଲ୍ୟର ୧୦୮ କିଲୋ ଚନ୍ଦନ କାଠ ଜବତ ସହିତ: ସରଞ୍ଜାମ ଜବତ, ୨ ଗିରଫ
ଓଡ଼ଗାଁ, ୬|୪ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ବନଖଣ୍ଡ ଓଡ଼ଗାଁ ବନାଞ୍ଚଳ ଓଡ଼ଗାଁ ସେକ୍ସନ ଅନ୍ତର୍ଗତ ବାଣ୍ଠପୁର ପଞ୍ଚାୟତ ନୂଆପଲ୍ଲୀ ଅଞ୍ଚଳରୁ ଓଡ଼ଗାଁ ବନ ବିଭାଗ ୧୦୮ କିଲୋ ଓଜନର ମୂଲ୍ୟବାନ ଚନ୍ଦନ କାଠ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ କୁରାଳ…
ଉତ୍କଳ ଆଲୁମିନାର ନିରୋଗଶାଳା : ଉତ୍ତମ ସ୍ୱାସ୍ଥ୍ୟଯତ୍ନ ଦିଗରେ ପ୍ରୟାସ
ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପର ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ଼ (ୟୁଏଆଇଲ) ବହୁବିଧ ପ୍ରକଳ୍ପରେ ଗଭୀର ଭାବରେ ନିୟୋଜିତ ରହିଛି ଯାହା ବଂଚିତ ବର୍ଗଙ୍କ ଜୀବନରେ ଗୁଣାତ୍ମକ ପାର୍ଥକ୍ୟ ଆଣୁଛି। ଏହାର ପ୍ରମୁଖ ପ୍ରୟାସ ଗୁଡିକ ମଧ୍ୟରେ ଅନ୍ୟତମ ହେଉଛି ସ୍ୱାସ୍ଥ୍ୟଯତ୍ନ। ଏହା ନିଜର…
ସମ୍ ଫୁଲନଖରା କ୍ୟାମ୍ପସ୍ରେ ସଫଳ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ ସର୍ଜରୀ
ଭୁବନେଶ୍ୱର, ଏପ୍ରିଲ୍ ୬: ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଫୁଲନଖରା କ୍ୟାମ୍ପସ୍ରେ ଏକ ଡାକ୍ତରୀ ଟିମ୍ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ ଏଣ୍ଡୋନାଜାଲ ପ୍ରକ୍ରିୟା ପ୍ରୟୋଗ କରି ଜଣେ ୧୬ ବର୍ଷୀୟ ବାଳକର ନାକରୁ ଭାସ୍କୁଲାର ଟ୍ୟୁମର ବାହାର କରିବାରେ ସଫଳ…
ଆଠମଲ୍ଲିକ ବିଜେପିରେ ବିଧାୟକ ରମେଶ ସାଏଙ୍କୁ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ
ବୀର ସୁରେନ୍ଦ୍ର ସାଏଙ୍କ ଅନୁଯାୟୀ ରମେଶ ସାଏ ବିଜେପିରେ ଯୋଗଦେଇ ଓଡ଼ିଆ ଅସ୍ମିତା ସାଙ୍ଗରେ ଯିବାର ନିଷ୍ପତି ନେଇଛନ୍ତି - ଧର୍ମେନ୍ଦ୍ର ପ୍ରଧାନ
• ଆସନ୍ତାକାଲି ବିଜେପିର ପ୍ରତିଷ୍ଠା ଦିବସକୁ ଘରେ ଘରେ ବିଜେପି ପତକା ଲଗାଇ ପାଳନ କରିବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଲେ…
ଵିଜେପିରେ ସାମିଲ ହେଲେ ଆରତୀ ଦେବୀ।
(ଖଲିକୋଟ ରୁ ଶିବରାମ ଜେନା/ଶାସକ ପ୍ରଶାସକ): ଓଡ଼ିଶାର ରାଜନୈତିକ ପରିବର୍ତ୍ତନ ତଥା ଚିତ୍ରପଟର ରୂପ ରେଖ ବଦଳିବା ସାଙ୍ଗକୁ ଏଵେ ଜଣେ ଜଣେ ଶଙ୍ଖ କୁ ଛାଡି ପଦ୍ମ ଫୁଲ କୁ ଆପଣେଇ ନେବାର ପରିଲକ୍ଷିତ ହେଉଛି।ଗଞ୍ଜାମରେ ଚାଲିଛି ଜୋରଦାର ଗୋଷ୍ଠୀ କନ୍ଦଳ। ନେତା ମାନଙ୍କ ଖେଳ କୁ ଜନତା ଙ୍କ ପାଇଁ…
ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇଁ ଟିପିଏସ୍ଓଡିଏଲ୍ ଦ୍ଵାରା ନୂତନ ଟ୍ରାନ୍ସଫର୍ମର ସ୍ଥାପିତ
ବ୍ରହ୍ମପୁର: ଗ୍ରୀଷ୍ମ ଋତୁରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣର ଆବଶ୍ୟକତାକୁ ସୁନିଶ୍ଚିତ କରିବା ପାଇଁ ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ ଲିମିଟେଡ଼ (ଟିପିଏସ୍ଓଡିଏଲ୍) ନିରନ୍ତର ଭାବେ ପ୍ରୟାସ କରୁଛି। କମ୍ପାନୀ ଦୃଢ଼ ପ୍ରତିବଦ୍ଧତା ସହ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବ୍ୟାପକ ଭାବେ ବିଦ୍ୟୁତ…