Sign in
Sign in
Recover your password.
A password will be e-mailed to you.
ବିଜେପି ନେତା ଦିଲ୍ଲୀପ ନାୟକ ବିଜେଡ଼ିରେ ଯୋଗଦେଲେ
ଭୁବନେଶ୍ୱର, ୦୪/୦୪/୨୦୨୪:ପୁରୀଜିଲ୍ଲା ଅନ୍ତର୍ଗତ ନିମାପଡା ନିର୍ବାଚନ ମଣ୍ଡଳୀର ବିଜେପି ନେତା ଦିଲ୍ଲୀପ ନାୟକଙ୍କ ସମେତ ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖ ଭବନ ଠାରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସମୀର ଦାସ ଓ ରାଜ୍ୟସଭା ସାଂସଦ ଡ.ସସ୍ମିତ ପାତ୍ରଙ୍କ…
କିମ୍ସରେ ପ୍ରୋଷ୍ଟେଟ୍ କର୍କଟ ରୋଗର ସଫଳ ଚିକିତ୍ସା
ଭୁବନେଶ୍ୱର,୩ା୪: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (କିମ୍ସ) ଭୁବନେଶ୍ୱରର ଡାକ୍ତରଙ୍କୁ ପ୍ରୋଷ୍ଟେଟ୍ କର୍କଟ ରୋଗ ଚିକିତ୍ସାରେ ମିଳିଛି ସଫଳତା। ଜଣେ ୬୧ ବର୍ଷୀୟ ରୋଗୀ ଅତ୍ୟାଧୁନିକ ଲାପାରୋସ୍କୋପିକ୍ ଅସ୍ତ୍ରୋପଚାର ମାଧ୍ୟମରେ ପ୍ରୋଷ୍ଟେଟ୍ କର୍କଟ ରୋଗରୁ ସମ୍ପୂର୍ଣ୍ଣ…
ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ
ଗାଇସିଲାଟ/ମନ ଡନସନା-ପଞ୍ଚାୟତ ସମିତି ମହାବିଦ୍ୟାଳୟ, ଗାଇସିଲାଟ ଠାରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମାଜସେବୀ ରଞ୍ଜନ କୁମାର ପଣ୍ଡା ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବରେ…
୨୦୨୪-୨୫ ନୂତନ ଶିକ୍ଷା ବର୍ଷର ପ୍ରଥମ ଦିନରେ ଉତ୍ସାହ ଜନକ ଉପସ୍ଥାନ
ବିଭିନ୍ନ ଶ୍ରେଣୀରେ ନାମଲେଖା ଜାରି ରହିଛି
ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟରେ ୨୦୨୪-୨୫ ନୂତନ ଶିକ୍ଷାବର୍ଷ ପାଇଁ ପାଠପଢ଼ା ଆରମ୍ଭ ହୋଇଛିା ନୂତନ ଶିକ୍ଷାବର୍ଷକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍…
ଗୁଣୁପୁର ନିର୍ବାଚନମଣ୍ଡଳି ଆସନ ପାଇଁ ତିନି ଗମାଙ୍ଗ ମଧ୍ୟରେ ପ୍ରତିଦ୍ବନ୍ଦିତା।
ବିଜେଡିରୁ ରଘୁନାଥ ବିଜେପିରୁ ତ୍ରିନାଥ କଂଗ୍ରେସ ରୁ ସତ୍ୟଜିତ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସାଧାରଣ ନିର୍ବାଚନ ପାଇଁ ବଢିଛି ରାଜନୈାତିକ ଉଷ୍ଣତା। ବିଜେଡି ପାର୍ଥୀ ରଘୁନାଥ ଗମାଙ୍ଗ ବିଜେପି ରୁ ତ୍ରିନାଥ ଗମାଙ୍ଗ କଂଗ୍ରେସ ରୁ ସତ୍ୟଜିତ ଗମାଙ୍ଗ ଗୁଣୁପୁର ନିର୍ବାଚନ ମଣ୍ଡଳି ପାଇଁ…
ଭକ୍ତି ସଙ୍ଗୀତ ସଂସଦ ପରିବାର ପକ୍ଷରୁ ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ସ୍ୱର୍ଗତା ଶାନ୍ତିଲତା ବାରିକଙ୍କୁ ଭକ୍ତିପୂତ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ସର୍ବ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ଭକ୍ତି ସଙ୍ଗୀତ ସଂସଦ ପରିସରରେ ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ସ୍ୱର୍ଗତା ଶାନ୍ତିଲତା ବାରିକଙ୍କ ଶୋକସଭା ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର…
ଅମର ଶହୀଦ ରଘୁ-ଦିବାକରଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳନ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
ଭୁବନେଶ୍ୱର-ତା.୦୪.୦୪.୨୦୨୪- ଅମର ଶହୀଦ ରଘୁ-ଦିବାକରଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳନ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ନିର୍ବାଚନ ଆଚରଣ ବିଧି ପାଳନ ପୂର୍ବକ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ରାଜ୍ୟସ୍ତରୀୟ ଶହୀଦ ରଘୁ-ଦିବାକର…
କଂଗ୍ରେସର ପରିବର୍ତନ ସମାବେଶ ରେ ବିଜୟ ପଟ୍ଟନାୟକଙ୍କ ଶକ୍ତି ପ୍ରଦର୍ଶନୀ
ମଜେସ ଶବର ଓ ଇନାସ ଦଳବେହେରା ସହିତ ଶତାଧିକ ନେତା କର୍ମୀ ବିଭିନ୍ନ ଦଳ ଛାଡ଼ି କଂଗ୍ରେସ ରେ ଯୋଗଦାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଏକ ବିଶାଳ ଜନ ସମାଗମ ରେ କଂଗ୍ରେସ ର ପରିବର୍ତନ ସମାବେଶ ଅନୁଷ୍ଠିତ ହୋଇଛି। ଏହି…
ଜଗତସିଂହପୁର : ବିଜେଡିରୁ ଇସ୍ତଫା ଦେଲେ ଅମରେନ୍ଦ୍ର ଦାସ
ଜଗତସିଂହପୁର,ତା-୦୪.୦୪.୨୦୨୪/ସୁମନ୍ତ କୁମାର ଦାସ: ଟିକଟରୁ ବଞ୍ଚିତ ହେବା ପରେ ଦଳର ପ୍ରାଥମିକ ସଦସ୍ୟ ପଦରୁ ରାତିରେ ଇସ୍ତଫା ଦେଇଛନ୍ତି ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ | ଏହି ମର୍ମରେ ସେ ଦଳ ସୁପ୍ରି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ତାଙ୍କ ଇସ୍ତଫାପତ୍ର…
ବିଜେଡ଼ିରେ ଯୋଗଦେଲେ ବିଜେପି ନେତା ଭୃଗୁ ବକ୍ସିପାତ୍ର
ଭୁବନେଶ୍ୱର, ୦୩/୦୪/୨୦୨୪:୨୦୧୯ ସାଧାରଣ ନିର୍ବାଚନର ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଆଜି ଶଙ୍ଖଭବନ ଠାରେ ଲୋକସଭା ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଓ ଡ. ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ…