ବାଲ୍ୟବିବାହ ବନ୍ଦ କଲା ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ରଣଦେବୀ ଏବଂ ଗୁରାଣ୍ଡି ଗ୍ରାମରେ ଆଗାମୀ ଦିନରେ ହେବାକୁ ଥିବା ଦୁଇଟି ବାଲ୍ୟବିବାହକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ। ଉକ୍ତ ବାଲ୍ୟ ବିବାହ ସମ୍ପର୍କରେ ବିଶ୍ବସ୍ଥ ସୂତ୍ରରୁ ଗୋଷାଣୀ ବାଲ୍ୟବିବାହ ନିଷେଧ…

ମିଶ୍ରଣ ପର୍ବ : ସାମର୍ଥ୍ୟ ବଢ଼ାଉଛି ବିଜେପି

( ଶାସକ ପ୍ରଶାସକ/ ଖଲ୍ଲିକୋଟରୁ ଶିବରାମ ଜେନା); ସ୍ଥାନୀୟ ଖଲ୍ଲିକୋଟ ବିଜେପି ପକ୍ଷରୁ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ବାସଭବନ ରେ ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଅଛି। ଏ ଅବସରରେ ଖଲିକୋଟ ବ୍ଳକ୍ ଅନ୍ତର୍ଗତ ଚିକିଲି ଗ୍ରାମ ପଞ୍ଚାୟତର ଶତାଧିକ ବିଜେଡି ଦଳର ନେତା ଓ…

କିମ୍‍ସରେ ଖୋଲିଲା ଅତ୍ୟାଧୁନିକ ଷ୍ଟ୍ରୋକ୍‍ ସେଣ୍ଟର

ଭୁବନେଶ୍ୱର,୧୫ ।୪: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡ଼ିକାଲ ସାଇନ୍‍ସେସ୍‍ (କିମ୍‍ସ) ହସ୍ପିଟାଲରେ ଅତ୍ୟାଧୁନିକ ଷ୍ଟ୍ରୋକ୍‍ ସେଣ୍ଟର କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ସୋମବାର ଉଦ୍‍ଘାଟିତ ହୋଇଯାଇଛି। ମୃତ୍ୟୁର କାରଣ ହେଉଥିବା ବିଭିନ୍ନ ପ୍ରକାର…

ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ମହିଳା ବିଜେଡି ଉପସଭାନେତ୍ରୀ ଦଳରୁ ନିଲମ୍ବିତ

ଭୁବନେଶ୍ୱର : ରାଜ୍ୟ ବିଜୁ ମହିଳା ଜନତା ଦଳ ରାଜ୍ୟ ଉପସଭାନେତ୍ରୀ ତଥା ସମ୍ବଲପୁର ଓ ଦେବଗଡ ପର୍ଯ୍ୟବେକ୍ଷକ ଶ୍ରୀମତୀ ମିନତୀ ଦେବତାଙ୍କୁ ଆଜି ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଦଳରୁ ନିଲମ୍ବିତ କରାଯାଇଛି | ଦଳର ସଂଗଠନ ସମ୍ପାଦକ (ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ) ପ୍ରବଣ…

ମାଷ୍ଟରଷ୍ଟ୍ରୋକ ଖେଳିବେ କି ନବୀନ ପଟ୍ଟନାୟକ

କଣ୍ଟାବାଞ୍ଜି କୁ ମିଳିବ କି ମହିଳା କାର୍ଡ ଏବେ ବି ସସ୍ପେନ୍ସ ରେ କଣ୍ଟାବାଞ୍ଜି ଆସନ ଆଦିବାସୀ ମହିଳା କାର୍ଡ ଖେଳିବା ନେଇ ଚାଲିଛି କି ମନ୍ତ୍ରଣା. ଟିଟିଲାଗଡ଼/ଭୂମିସୁତା ବିଶିଙ୍କ ରିପୋର୍ଟ:  ନିର୍ବାଚନ ବିଗୁଲ ବାଜି ସାରିଛି l ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟ…

ବିକାଶ ଠୁ ବହୁ ଦୂରରେ କଣ୍ଟାବାଞ୍ଜି

ନବୀନ ଙ୍କ ବହୁମୁଖୀ ଯୋଜନା ବି ପହଂଚିପାରୁ ନାହିଁ ସାଧାରଣ ଲୋକଙ୍କ ପାଖରେ ସୁଖ ଶାନ୍ତି ଓ ଭାଇଚାରାର ସହରରେ ଏବେ ପରିବର୍ତନ ର ହାୱା ଟିଟିଲାଗଡ଼/ଭୂମିସୁତା ବିଶିଙ୍କ ରିପୋର୍ଟ .:  ରାଜ୍ୟ ର ଏକ ପ୍ରମୁଖ ବିଧାନସଭା ନିର୍ବାଚନ ମଣ୍ଡଳୀ ଭାବରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି…

ରାଉରକେଲାରୁ ଲଢ଼ିବେ ଦିଲ୍ଲୀପ ରାୟ, ରଣପୁରରୁ ସୁରମା

ପ୍ରକାଶ ପାଇଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା. ଘୋଷିତ ହେଲା ଆଉ 21 ଜଣଙ୍କ ନାମ  ଭୁବନେଶ୍ୱର : ବିଜେପି ପକ୍ଷରୁ ଆଉ ୨୧ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ରାଉରକେଲାରୁ ଦିଲ୍ଲୀପ ରାୟ ପ୍ରାର୍ଥୀ ହୋଇଥିବା ବେଳେ ରଣପୁରରୁ ତାପସ ରଞ୍ଜନ ମାର୍ଥାଙ୍କ ବଦଳରେ ସୁରମା…

ମାହାଙ୍ଗା : ପ୍ରତାପଙ୍କ ରଣନୀତି ବିଜେପିକୁ କରୁଛି ଦୁର୍ବଳ

https://youtu.be/KOUqYyLsdU8 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ -ବିଧାୟକ ପ୍ରତାପ ଜେନାଙ୍କ ନେତୃତ୍ବରେ ବିଜେଡ଼ିରେ ଯୋଗଦାନ କଲେ ଶତାଧିକ ବିଜେପି କର୍ମୀ   (ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ…

ଦୁର୍ଘଟଣା ଆହତଙ୍କ ନିକଟରେ ପହଁଚିଲେ ପାଣ୍ଡିଆନ

କଟକ :  ଯାଜପୁର ବାରବାଟୀ ବସ୍‌ ଦୁର୍ଘଟଣାରେ ଆହତଙ୍କୁ ଏସସିବି ମେଡିକାଲରେ ଭେଟିଛନ୍ତି 5T ଅଧ୍ୟକ୍ଷ ଭିକେ  ପାଣ୍ଡିଆନ। ଆଜି ଭୋର ସମୟରେ ଏସସିବି ବଡ଼ ମେଡିକାଲ କାଜୁଆଲଟିରେ ପହଞ୍ଚି ଆହତଙ୍କୁ ଭେଟିବା ସହ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି।  ଶ୍ରୀ ପାଣ୍ଡିଆନ …

ଦିବ୍ୟାଙ୍ଗଙ୍କ ସହିତ ଜନ୍ମଦିନ ପାଳିଲେ ଉପାଧ୍ୟକ୍ଷ ଅଶୋକ ଓଝା l

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ସବୁ ବ୍ୟକ୍ତି ଚାହାଁନ୍ତି ନିଜର ଜନ୍ମଦିନ ଏକ ରଙ୍ଗିନ୍ ସାଜସଜ୍ଜା ମଧ୍ୟରେ ଧୁମ୍ଧାମର ସହିତ ପାଳନ କରିବା ପାଇଁ । ହେଲେ କିଛି ସମାଜସେବୀ ଏବଂ ମହତ୍ ଚିନ୍ତାଧାରା ବ୍ୟକ୍ତି ନିଜର ଜନ୍ମଦିନକୁ ସବୁବେଳେ ଏକ ନିଆରା ଢଙ୍ଗରେ ପାଳନ କରିବା ପାଇଁ ଉଦ୍ୟମ…