ବେଦାନ୍ତ ଆଲୁମିନିୟମ ପକ୍ଷରୁ ଭାରତ ସରକାରଙ୍କ ‘ଏକ ପେଡ୍ ମା କେ ନାମ’ ଅଭିଯାନ ଅଧୀନରେ ବ୍ୟାପକ ବୃକ୍ଷରୋପଣ ଅଭିଯାନ

6

ଦେଶବ୍ୟାପୀ ବୃକ୍ଷରୋପଣ ଅଭିଯାନକୁ ସମର୍ଥନ କରି କମ୍ପାନି ପକ୍ଷରୁ ଝାରସୁଗୁଡ଼ାରେ ‘ମାତୃ ବନ’ ପ୍ରତିଷ୍ଠା

ଝାରସୁଗୁଡ଼ା, ୧୭ ଜୁଲାଇ ୨୦୨୪: ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାରେ ଭାରତ ସରକାରଙ୍କ ‘ଏକ ପେଡ୍ ମା କେ ନାମ’ ଅଭିଯାନର ଏକ ଅଂଶ ଭାବରେ ଏକ ବୃକ୍ଷରୋପଣ ଅଭିଯାନ ଅନୁଷ୍ଠିତ ଷ୍ଠିତ ହୋଇଯାଇଛି। ହୋଇ ପରିବେଶ, ଜଙ୍ଗଲ ଓ ଓ ଜଳବାୟୁ ଜଳ ପରିବର୍ତନ ମନ୍ତ୍ରଣାଳୟ (ଏମଓଇଏଫସିସି) ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ସ୍କୁଲ ପିଲା ଓ କର୍ମଚାରୀ ସ୍ବେଚ୍ଛାସେବୀଙ୍କ ମିଳିତ ଉଦ୍ୟମରେ ୨.୫ ଏକର ପରିମିତ ଅଞ୍ଚଳରେ ୨ ହଜାରରୁ ଅଧିକ ଚାରା ରୋପଣ କରାଯାଇଥିଲା । ଚଳିତ ବର୍ଷ ଝାରସୁଗୁଡ଼ା ଭିତରେ ତରେ ୫୦ ଏକର ପରିମିତ ଅଞ୍ଚଳରେ ୧ ଲକ୍ଷରୁ ଅଧିକ ଚାରା ରୋପଣ କରିବାକୁ କମ୍ପାନି ଲକ୍ଷ୍ୟ ରଖିଛି ଯାହା ସ୍ଥାନୀୟ ପରିବେଶର ସଂରକ୍ଷଣ ଓ ପ୍ରୋତ୍ସାହନ ପାଇଁ ଏହାର ପ୍ରୟାସର ପ୍ରମାଣ I ସେମାନେ ମିଳିତ ଭାବେ ଝାରସୁଗୁଡ଼ାରେ ଥିବା ଏକ ପୁନରୁଦ୍ଧାର ହୋଇଥିବା ଆଶ ଡାଇକ୍ (ଷ୍ଟୋରେଜ୍ ଅଂଚଳ) କାପୁମାଳ€ ଳରେ ଏକ ‘ମାତୃ ବନ’ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିଥିଲେ I ନିମ, କରଞ୍ଜ, ଅର୍ଜୁନ ଓ ତିଳ ଆଦି ଗଛର ଚାରା ରୋପଣ କରାଯାଇଥିଲା I
ଦେଶର ସବୁଜ ବଳୟ ଲକ୍ଷ୍ୟ ହାସଲ କରିବା ଏବଂ ନାଗରିକମାନଙ୍କୁ ପରିବେଶ ସଚେତନ ଜୀବନଶୈଳୀ ଗ୍ରାହଣ କରିବାକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ବିଶ୍ବ ପରିବେଶ ଦିବସରେ ‘ଏକ ପେଡ୍ ମା କେ ନାମ’ ଅଭିଯାନର ଶୁଭାରମ୍ଭ କରିଥିଲେ । ଝାରସୁଗୁଡ଼ାରେ ରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ଝାରସୁଗୁଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀମତୀ ଅବୋଲି ସୁନୀଲ ନରବଣେ, ଝାରସୁଗୁଡ଼ା ଆରକ୍ଷୀ ଅଧୀକ୍ଷକ ପରମାରସ୍ମିଥ ପୁରୁଷୋତ୍ତମଦାସ, ଝାରସୁଗୁଡ଼ା ଜିଲ୍ଲା ବନ ଅଧିକାରୀ ମନୁ ଅଶୋକ ଭଟ୍ଟଙ୍କ ସମେତ ଅନ୍ୟ ବରିଷ୍ଠ ଏନଜିଓ ପ୍ରତିନିଧି, ଛାତ୍ର ଓ ସ୍ବୟଂ ସହାୟକ ଗାଷ୍ଠୀ (ଏସ୍ଏଚଜି) ସଦସ୍ୟଙ୍କ ଉପସ୍ଥିତିରେ ଆଭାସୀ ମାଧ୍ଯମରେଗୋଷ୍ଠୀ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ଫ୍ଲାଏ ଆଶ୍ ଆଶ୍ ହେଉଛି ତାପଜ ଶକ୍ତି ଉତ୍ପାଦନ ସମୟରେ ଉତ୍ପନ୍ନ ହେଉଥିବା ଏକ ଉପ-ଉତ୍ପାଦ ଯାହାକୁ ସର୍କୁଲାର ଅର୍ଥନୀତି ନୀତି ପ୍ରତିଷ୍ଠା ଦିଗରେ ଇଟା ତିଆରି ଏବଂ ସଡ଼କ ନିର୍ମାଣ ଭଳି ପ୍ରୟୋଗରେ ବ୍ୟବହାର କରାଯାଉଛି । ଏହାକୁ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରସ୍ତୁତ କରାଯାଇଥିବା ଆଶ ଡାଇକ୍ ବା ସ୍ବତନ୍ତ୍ର ଷ୍ଟୋରେଜ୍ ପିଟରେ ରଖାଯାଉଛି। ବୃକ୍ଷରୋପଣ ଭଳି ଉଦ୍ଦେଶ୍ୟରେ ଏକ ବହୁସ୍ତରୀୟ ପ୍ରସ୍ତୁତି ପ୍ରକ୍ରିୟାରେ ମାଟି ଆଚ୍ଛାଦନ, ସ୍ଥିରତା ରତା ଏବଂ ଲ୍ୟାଣ୍ଡସ୍କେପିଂ ଅନ୍ତର୍ଭୁକ୍ତ ହେବା ପରେ ଏହାକୁ ସ୍ଥାୟୀ ଭାବରେ ପୁନଃନିର୍ମାଣ କରାଯାଇପାରିବ।

ନିଜ ଅଭି ଅଭିଜ୍ଞତାକୁ ବର୍ଣ୍ଣନା କରି ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି ଯେ, ‘ବେଦାନ୍ତ ଆଲୁମିନିୟମରେ ଆମେ ପରିବେଶ ସଂରକ୍ଷଣକୁ ବେଶ ସଂରକ୍ଷଣକୁ ଆମର ସ୍ଥାୟୀ ବ୍ୟବସାୟ ଅଭ୍ୟାସର ମୂଳଦୁଆ ଭାବରେ ଗ୍ରହଣ କରୁଛୁ ଛୁ । ଆମର ପଦକ୍ଷେପର ଉଦ୍ଦେଶ୍ୟ ସମୃଦ୍ଧ ପ୍ରାକୃତିକ ପରିବେଶର ସଂରକ୍ଷଣ ଏବଂ କରିବା ଏବଂ ସମୁଦାୟମାନଙ୍କୁ ସର୍ବୋତ୍ତମ ଅଭ୍ୟାସ ବିଷୟରେ ସଚେତନ କରିବା ଆମେ ମ ଭାରତ ସରକାରଙ୍କ ବଂ ପୋଷଣ ରଙ୍କ ‘ଏକ ପେଡ୍ ମା କେ ନାମ’ ଅଭିଯାନକୁ ସମର୍ଥନ କରି ଗର୍ବ ଅନୁଭବ କରୁଛ ଯାହା ନିର୍ଗମନକୁ ହ୍ରାସ କରି କରିବା ଏବଂ ପରିବେଶ ପରିଚାଳନାକୁ ପ୍ରୋତ୍ସାହିତ କରିବା ପାଇଁ ଆମର ପ୍ରତିବଦ୍ଧ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଆଗାମୀ ପିଢ଼ି ପାଇଁ ଆମ ପୃଥ‌ିବୀକୁ ସୁରକ୍ଷିତ ରଖିବା ପାଇଁ ଆମେ ପରିବେଶ-ସଚେତନ ଆଭିମୁଖ୍ୟ ଆପଣାଇବାକୁ ଚେଷ୍ଟା କରୁଛୁ”

ଏହି ଅବସ ବସରରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ଧର ତ୍ରିପାଠୀ କହିଛନ୍ତି, ଏହି ପ୍ରୟାସରେ ଆମକୁ ସହଯୋଗ କରିଥିବାରୁ ବେଦାନ୍ତକୁ ମୁଁ ପ୍ରଶଂସା କରୁଛି। ପ୍ରକୃତିର ସଂରକ୍ଷଣ କେବଳ ଏକ ପରିବେଶ ଗତ ଆବଶ୍ୟ ବଶ୍ୟକତା ନୁହେଁ ବରଂ ଉଭୟ ବ୍ୟବସାୟ ଏବଂ ସମାଜ ଜ ପାଇଁ ଏକ ଅଂଶୀଦାର ଦାୟିତ୍ବ ଏବଂ ଏକ ରଣନୈତିକ ଆଗ୍ରହ । ଆସନ୍ତୁ ମିଳିମିଶି ଆମ ସମ୍ପ୍ରଦାୟ ପାଇଁ ଏକ ସୁଖୀ, ସୁସ୍ଥ ଏବଂ ସବୁଜ ପରିବେଶ ସୃଷ୍ଟି କରିବା। “

ଭାବରେ ଝାରସୁଗୁଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଅବୋଲି ସୁନୀଲ ନରବଣେ କହିଛନ୍ତି ଯେ, ‘ଏହି ବୃକ୍ଷରୋପଣ ଅଭିଯାନ ପାଇଁ ମୁଁ ବେଦାନ୍ତ ଟିମକୁ ଧନ୍ୟବାଦ ଜଣାଉଛି I ଅନ୍ୟତମ ଅଗ୍ରଣୀ ପ୍ରାକୃତିକ ସମ୍ପଦ କମ୍ପାନି ଭାବ ସେମାନେ ସଠିକ୍ ଦିଗରେ ପଦକ୍ଷେପ ନେଇଛନ୍ତି । ବିଦ୍ୟମାନ ଗଛଗୁଡ଼ିକର ସୁରକ୍ଷା ନୂତନ ଗଛ ଲଗାଇବା ଏବଂ ସୁରକ୍ଷା ଦେବା ସମୟର ଆବଶ୍ୟକତା ଏବଂ ଏହି ଅଭିଯାନରେ ସକ୍ରିୟ ଅଂଶଗ୍ରହଣ ପାଇଁ ମୁଁ ବେଦାନ୍ତକୁ ପ୍ରଶଂସା କରୁଛି । ଆମେ ସେମାନଙ୍କ ସଫଳତା କାମନା କରୁଛୁ ଏବଂ ଆଶା କରୁଛୁ ଯେ ସେମାନେ ଝାରସୁଗୁଡ଼ାକୁ ସାମାଜିକ-ଅର୍ଥନୈତିକ ବିକାଶ ନୈତିକ ବିକାଶର ନୂତନ ଉଚ୍ଚତାରେ ପହଞ୍ଚାଇବେ। ”
ଝାରସୁଗୁଡ଼ା ଆରକ୍ଷୀ ଅଧୀକ୍ଷକ ପରମାର ସ୍ଥିତ ପୁରୁଷୋତ୍ତମଦାସ କହିଛନ୍ତି ଯେ, ‘ବେଦାନ୍ତ ଝାରସୁଗୁଡ଼ା ‘ଏକ ପେଡ୍ ମା କେ ନାମ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧର ଏକ ଜ୍ବଳନ୍ତ ଉଦାହରଣ। ଏକ ସୁସ୍ଥ ପରିବେଶକୁ ପ୍ରୋତ୍ସାହିତ କରିବା ଏବଂ ଭବିଷ୍ୟତ ତ ପିଢ଼ିପାଇଁ ପିଢ଼ିପ ଜୀବନର ଗୁଣବତ୍ତାରେ ଉନ୍ନତି ଆଣିବା ପାଇଁ ଏଭଳି ପଦକ୍ଷେପ ଗୁରୁତ୍ବପୂର୍ଣ୍ଣ ଅଟେ । ମୁଁ ଆଶା କରୁଛି ଯେ ଏହା ଆମର ପ୍ରାକୃତିକ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ଅନ୍ୟ ସଂଗଠନ ଏବଂ ବ୍ୟକ୍ତିବିଶେଷଙ୍କୁ ଏକଜୁଟ ହେବାକୁ ପ୍ରେରଣା ଯୋଗାଇବ।”

କମ୍ପାନି ଝାରସୁଗୁଡ଼ାରେ ପ୍ରକୃତି ସଂରକ୍ଷଣ ପ୍ରକଳ୍ପ ଆରମ୍ଭ କରିବା ଯାତ୍ରାରେ ଅନେକ ମାଇଲଖୁଣ୍ଟ ହାସଲ କରିଛି:

* ଓଡ଼ିଶାର ଝାରସୁଗୁଡ଼ାଠାରେ ଏହାର ପରିସରରେ ଏକ ସୁନ୍ଦର ନୂତନ ପ୍ରଜାପତି ପାର୍କ ପ୍ରତିଷ୍ଠା କରାଯାଇଛି ଯେଉଁଥିରେ ୧୦୦ରୁ ଅଧିକ ଉ ଉଦ୍ଭିଦ ପ୍ରଜାତି ତି ରହୁଛନ୍ତି ରହୁଛ ଯାହା ୩୦ରୁ ଅଧିକ ବିରଳ ଏବଂ ଉତ୍କୃଷ୍ଟ ପ୍ରଜାପତି ପ୍ରଜାତିକୁ ଆକର୍ଷିତ କରିବ ଏବଂ ପୋଷଣ କରିବ ଯାହା ସେମାନଙ୍କୁ ସେମା ପୋଷଣ ବାସସ୍ଥାନ ପ୍ରଦାନ କରିବ । ବିରଳ ଫୁଲ ଗଛ ପ୍ରଜାତି, ଜାତି, ପକ୍ଷୀ, ମହୁମାଛି ଇତ ଇତ୍ଯାଦି ସ୍ଥାନୀୟ ଉଦ୍ଭିଦ ଓ ଜୀବଜନ୍ତୁଙ୍କୁ ଏକ ସମୃଦ୍ଧ ପରିବେଶ ଗାଇବାରେ ପ୍ରଜାପତି ପାର୍କ ଏକ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିବ ।

* ଦୁର୍ବଳ ବୃକ୍ଷ ପ୍ରଜାତି କ୍ଲୋରୋକ୍ସିଲୋନ ସ୍ପିଟେନିଆ ପାଇଁ ବୃକ୍ଷ କ୍ଷରୋପଣ ଅଭିଯାନ ଆରମ୍ଭ କରିଥିଲେ

* ଗତ ଦୁଇ ଆର୍ଥିକ ବର୍ଷରେ ୩୦ଟି ଗୋଷ୍ଠୀ ପୋଖରୀର ପୁନରୁଦ୍ଧାର

* ପ୍ରାଣୀ କରିଡରରେ ହରିଣ ଓ ହାତୀ ଭଳି ପ୍ରଜାତିର ସୁରକ୍ଷା ପାଇଁ ବନ୍ୟପ୍ରାଣୀ ଆନ୍ଦୋଳନ ଉପରେ ଘାଇନେଜ ବୋର୍ଡ ନିର୍ମାଣ

ନାଟକ ଏବଂ କାହାଣୀର ଆକର୍ଷଣୀୟ ମାଧ୍ଯମ ମାଧ୍ୟମରେ ପ୍ରକୃତି ସଂରକ୍ଷଣ ବିଷୟରେ ସଚେତନତା ସୃଷ୍ଟି ରିବାରେ ସାହାଯ୍ୟ କରିବା ପାଇଁ ନୁକ୍କଡ ନାଟକ ଆୟୋଜନ କରାଯାଇଥିଲା ।

ବେଦାନ୍ତ ଲିମିଟେଡର ବ୍ୟବସାୟ ବେଦାନ୍ତ ଆଲୁମିନିୟମ ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ଯାହା ହା ଆର୍ଥିକ ବର୍ଷ ୨୪ରେ ଭାରତର ଆଲୁମିନିୟମର ଅଧାରୁ ଅକ ଅର୍ଥାତ୍ ୨.୩୭ ନିୟୁତ ଟନ୍ ଉତ୍ପାଦନ କରିଛି। । এরা ମୂଲ୍ୟ ଯୁକ୍ତ ଆଲୁମିନିୟମ ଉତ୍ପାଦରେ ଅଗ୍ରଣୀ ଯାହା ମୁଖ୍ୟ ଶିଳ୍ପଗୁଡ଼ିକରେ ଗୁରୁତ୍ବପୂର୍ଣ୍ଣ ପ୍ରୟୋଗ କରାଯାଉଛି। ବେଦାନ୍ତ ଆଲୁମିନିୟମ ଶିଳ୍ପ ପାଇଁ ଏସ୍ ଆଣ୍ଡପି ଗ୍ଲୋବାଲ୍ କର୍ପୋରେଟ୍ ସଷ୍ଟେନେବିଲିଟି ଆସେସମେଟ ୨୦୨୩ ବିଶ୍ବ ମାନ୍ୟତାରେ ପ୍ରଥମ ସ୍ଥାନରେ ରହିଛି ଯାହା ଏହାର ଅଗ୍ରଣୀ ସ୍ଥାୟୀ ବିକାଶ ପଦ୍ଧତିର ପ୍ରତିଫଳନ । ଭାରତ ତରେ ଏହାର ବିଶ୍ବସ୍ତରୀୟ ଆଲୁମିନିୟମ ସ୍ମେଲଟର, ଟର, ଆଲୁମିନା ବିଶୋଧନାଗାର ଏବଂ ପାୱାର ପ୍ଲାଣ୍ଟ ସହିତ, କମ୍ପାନୀ ଏକ ସବୁଜ ଭବିଷ୍ୟତ ପାଇଁ ‘ଭବିଷ୍ୟତର ଧାତୁ’ ଭାବରେ ଆଲୁମିନିୟମର ଉଦୀୟମାନ ପ୍ରୟୋଗକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ପୂରଣ କରୁଛି I

Leave A Reply

Your email address will not be published.