Sign in
Sign in
Recover your password.
A password will be e-mailed to you.
ଅବକାରୀ ବିଭାଗକୁ ବଡ ସଫଳତା:କୋରୁଆ ଅଞ୍ଚଳରୁ ବିପୁଳ ପରିମାଣର ବେଆଇନ ମଦ ଜବତ
କେନ୍ଦ୍ରାପଡ଼ା:୧୭/୦୪(ଶାସକ ପ୍ରଶାସକ ):ସଦର ଥାନା ଅନ୍ତର୍ଗତ କୋରୁଆ ନିକଟରୁ ବେଆଇନ ମଦ କାରବାରରେ ପ୍ରକାଶ ମଲ୍ଲିକ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି ଅବକାରୀ ବିଭାଗ।କୌଣସି ସୂତ୍ରରୁ ଖବର ପାଇ ଆଜି ସକାଳ ୯ଟା ସମୟରେ ୩୨ବର୍ଷୀୟ ଯୁବକ ପ୍ରକାଶ ମଲ୍ଲିକଙ୍କ ପାଖରୁ ୮୦.୧ଲିଟର ବିଅର ଏବଂ…
ନବୀନଙ୍କ ଜିତିଲେ ଭରସା, ପଦ୍ମପୁରରୁ ପୁଣି ବର୍ଷା
ବରଗଡ଼ :- ଖରା ତାତି ସାଙ୍ଗକୁ ବଢ଼ିବାରେ ଲାଗିଛି ସାଧାରଣ ନିର୍ବାଚନର ତାତି । ଲୋକସଭା ସହିତ ଓଡିଶା ବିଧାନ ସଭା ପାଇଁ ଆସନ୍ତା 13 ତାରିଖରୁ ଆରମ୍ଭ କରି ଚାରି ଗୋଟି ପର୍ଯ୍ୟୟରେ ରେ ହେବ ଭୋଟ ଗ୍ରହଣ । ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀ ଓ ଏହି ଲୋକସଭା ଅନ୍ତର୍ଗତ ରହିଥିବା ଦୁଇ ଜିଲ୍ଲା ,…
ନବୀନ ଘୋଷଣା କଲେ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା
କଣ୍ଟାବାଂଝିରୁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଦ୍ମପୁରରୁ ପୁଣି ବର୍ଷା
https://youtu.be/Tg9eJTINyb4
ସମ୍ବଲପୁର ଓ ରେଢ଼ାଖୋଲ ପ୍ରାର୍ଥୀ ଅଦଳବଦଳ
ଭୁବନେଶ୍ୱର : ନବୀନ ଘୋଷଣା କଲେ ବିଧାନସଭା ପାଇଁ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା | ବହୁଦିନ ଝୁଲେଇ ରଖିବା ପରେ ଶେଷରେ…
ନିଜ ପୁଅ ସହ ଅରୁନ୍ଧତୀ ଦେବୀ ବିଜେଡିରେ
ଭୁବନେଶ୍ୱର : ସମ୍ବଲପୁର ସାଂସଦ ତଥା ଦେବଗଡ ରାଜା ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଶ୍ରୀମତୀ ଅରୁନ୍ଧତୀ ଦେବୀ ବିଜେଡିରେ ଯୋଗ ଦେଇଛନ୍ତି | ତାଙ୍କ ସହ ତାଙ୍କ ପୁତ୍ର ନମନ ଗଙ୍ଗଦେବ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି | ନବୀନ ନିବାସ ଠାରେ ସେମାନେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀ ନବୀନ…
ସମ୍ବଲପୁର ବାର୍ ଆସୋସିଏସନର ସଦସ୍ୟଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ
ସମ୍ବଲପୁରର ସାମୂହିକ ବିକାଶ ଏବଂ ନ୍ୟାୟପାଳିକା ବ୍ୟବସ୍ଥାର ଉନ୍ନତି ନେଇ ହେଲା ଆଲୋଚନା - ଧର୍ମେନ୍ଦ୍ର ପ୍ରଧାନ
• ସମ୍ବଲପୁରକୁ ଦେଶର ଅଗ୍ରଣୀ ଅଞ୍ଚଳ ଭାବେ ଗଢି ତୋଳିବା ପାଇଁ ସାମୂହିକ ଦାୟିତ୍ୱ ନେବା
• ସମ୍ବଲପୁର କୋର୍ଟ ପରିସରରେ ଥିବା କାଳିନ୍ଦୀ ଭାଇଙ୍କ ଦୋକାନରୁ ପକୁଡି…
ସାରସକଣା ନିର୍ବାଚନ ମଣ୍ଡଳୀ ରେ ଭାଦବା ହାଁସଦା ବିଜେପି ବିଧାୟକ ଟିକେଟ ପାଇଲା ପରେ କର୍ମୀ ମାନଙ୍କ ମଧ୍ୟରେ ଖୁସିର ଲହରୀ…
ସାରସକଣା : (ଶାସକ ପ୍ରଶାସକ): ଓଡ଼ିଶାର ସର୍ବବୃହତ ଆଦିବାସୀ ବହୁଳ ଜିଲ୍ଲା ମୟୂରଭଞ୍ଜ। ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ କୁ ନେଇ ବୃହତ୍ ମୟୁରଭଂଜ ଜିଲ୍ଲା ର ସାରସକଣା ନିର୍ବାଚନ ମଣ୍ଡଳୀ ରେ ପ୍ରଥମେ , ଝାଡ଼ଖଣ୍ଡ ମୁକ୍ତିମର୍ଚ୍ଚା ଓ ପରେ ବିଜେଡି ଦଳରୁ ସାରସ କଣା ରୁ ବିଧାୟକ , କିଛି ଦିନ…
ଅବକାରୀ ଚଢ଼ାଉ, ଦୁଇଟି ସ୍ଥାନରୁ ଜବତ ହେଲା ସାଢ଼େ ସାତ କେଜି ଗଞ୍ଜେଇ
ନୟାଗଡ଼,(ବିଶ୍ୱଜିତ ନାୟକ): ନୟାଗଡ଼ ଅବକାରୀ ବିଭାଗ ଆଜି ଦୁଇ ଦୁଇଟି ସ୍ଥାନରେ ଚଢ଼ାଉ କରି ମୋଟ ୭କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୭୪ ହଜାର ଟଙ୍କା ହେବ । ମାମଲାରେ ଦୁଇଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ନୂଆଗାଁ…
ଅଞ୍ଚଳ ମହାବିଦ୍ୟାଳୟରେ ଅର୍ଥନୀତି ବିଭାଗର ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ।
ପଦ୍ମପୁର/ଶିବାଶିଷ ପଟ୍ଟନାୟକ: - ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଲଲିତ ପଣ୍ଡାଙ୍କ ଅଧ୍ୟକ୍ଷତା ରେ ବିଦାୟ କାଳୀନ ସମ୍ପର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ବିରଞ୍ଜି ସାହୁ ସ୍ୱାଗତ ଭାଷଣ ଦେଇ ଛାତ୍ରଛାତ୍ରୀ ମାନଙ୍କ କ୍ୟାରିଅର…
ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ
https://youtu.be/hV0QMvaMvt8
ବରଗଡ଼ : -ରବି ଋତୁ ୨୦୨୩-୨୪ ଧାନ ସଂଗ୍ରହ ନିମନ୍ତେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଡ଼ି.ଆର.ଡ଼ି.ଏ ସଭା ଗୃହଠାରେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ନିର୍ବାଚନ ନିମନ୍ତେ ଆଦର୍ଶ ଆଚରଣ…
“ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ଦ୍ବାରା ସଂପର୍କିତ ଆଇନ୍ ସଚେତନତା କାର୍ଯ୍ୟକ୍ରମ”
ରାୟଗଡା: ସହାୟଯୋଗ ଜି.ଏନ୍.ଏମ୍ ଟ୍ରେନିଙ୍ଗ କଲେଜ, ରାୟଗଡା ପରିସରରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି I ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫୌଜଦାରୀ ଆଇନ ବ୍ୟବସ୍ଥା…